ଦେବକୁଣ୍ଡରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ନେଇ ଉତ୍ତେଜନା
ଉଦଳା, ୨୨।୨ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଛି। ଏଭଳି ଅଭିଯୋଗ ଆଣି ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା…
‘ଆଗ ସ୍କୁଲ ଖୋଲ, ପରେ ଭୋଟ ଦେବୁ’
ବାରିପଦା ଅଫିସ,୨୧।୨: ମୟୂରଭଞ୍ଜ ଜିଲାର ବଡ଼ସାହି ଓ ଉଦଳା ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି। ତେବେ ବଡ଼ସାହି ଓ ଉଦଳା ବ୍ଲକର ୧ ଲକ୍ଷ ୬୬ ହଜାର ୮୩୬ ଭୋଟର ମତଦାନ କରିବାକୁ ଥିବାବେଳେ…
ହାଇକୋର୍ଟ ବିଚାରପତିଙ୍କ ବାରିପଦା ଗସ୍ତ
ବାରିପଦା ଅଫିସ, ୨୦।୨ ହାଇକୋର୍ଟ ଦୁଇ ବିଚାରପତି ଶତୃଘ୍ନ ପୂଜାହାରୀ ଓ ଦେବବ୍ରତ ଦାଶ ଶନିବାର ମୟୂରଭଞ୍ଜ ଜିଲା ବାରିପଦା ଗସ୍ତରେ ଆସି କୋର୍ଟ ଗୃହ ନିର୍ମାଣ ନେଇ ଓକିଲ ସଂଘ ସହିତ ଆଲୋଚନା କରିଛନ୍ତି ା କୋର୍ଟ ପରିସରରେ ଚାଲି…
ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁ
ବାରିପଦା ଅଫିସ,୨୦।୨ – ଆକସ୍ମିକ ଅଗ୍ନିକାଣ୍ଡରୁ ଉଦ୍ଧାର କରୁଥିବା ଅଗ୍ନିରୂପିଣୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। କୋଭିଡ୍-୧୯ ଓ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି…
ଖାଲି ବାକ୍ସ ନେଇ ଫେରିଲେ ପୋଲିଂ ଅଧିକାରୀ
ବାରିପଦା ଅଫିସ,୧୯ ।୨ ମୟୂରଭଞ୍ଜ ଜିଲାର ୫ ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଶୁଳିଆପଦା ବ୍ଲକର କୁଜିଡିହୀ, ଫାନିଆ, ବାଘଡ଼ା ଓ ଦେଉଳି ପଞ୍ଚାୟତରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୋଟର ତାଲିକାରେ ନଁା…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନିର୍ଦ୍ଧାରଣ ହେବ ୩ ହଜାର ପ୍ରାର୍ଥୀଙ୍କ ଭାଗ୍ୟ
ବାରିପଦା ଅଫିସ,୧୭।୨: ୧୮ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାର ୫ଟି ବ୍ଲକରେ ଭୋଟ ଗ୍ରହଣ ହେବ। ଏନେଇ ୩ ହଜାର ୩ ପ୍ରାର୍ଥୀଙ୍କ ଭାଗ୍ୟ ୪ ଲକ୍ଷ ୧୬ ହଜାର…
ପୋଲିଂ ବୁଥ୍ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ: ଆପତ୍ତି ଉଠାଇଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ,୧୬।୨-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଖୁଣ୍ଟାପାଳ ବୁଥ୍ରେ ଆଚରଣ ବିଧି ଉଲ୍ଲଂଘନ କରାଯାଇଛି। ଏନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଅଭିଯୋଗ କରିଛନ୍ତି।…
ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ/ଉଦଳା, ୧୬।୨(ଡି.ଏନ.ଏ.) – ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ପ୍ରଚାର କରିଛନ୍ତି। ମଙ୍ଗଳବାର ସାରସକଣା ନିର୍ବାଚନମଣ୍ଡଳୀର ଖେରଣାଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ବୈଠକରେ କେନ୍ଦ୍ରମନ୍ତ୍ରୀ…
ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ରକୁ ଚିଠି
ବାଲେଶ୍ୱର ଅଫିସ/ବାରିପଦା ଅଫିସ,୧୬।୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ସୀମାରେ ଥିବା ରାସଗୋବିନ୍ଦପୁର ନିକଟ ଅମର୍ଦ୍ଦାରୋଡ ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ପାଇଁ ଆଶା ସଞ୍ଚାର ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟରେ…
ମ୍ୟୁନିସିପାଲଟି କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ
ବାରିପଦା ଅଫିସ, ୧୫।୨: ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନିସିପାଲଟି କାର୍ଯ୍ୟଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମ୍ୟୁନିସିପାଲଟି ଅଧୀନରେ ଥିବା ସମସ୍ତ ପାର୍କଗୁଡ଼ିକରେ ଆଦାୟ ହେଉଥିବା ଟିକସରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ଏହି ଚଢ଼ାଉ…
ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ: ଗୀତ ଗାଇବା ବେଳେ ଟଳିପଡିଲେ ଗାୟକ
ଉଦଳା, ୧୪ା୨(ଡି.ଏନ.ଏ.):‘ବରଷା ରାତିକୁ ଭରସା ନାହିଁ’ ନାଟକର ଟାଇଟଲ ଗୀତ ଗାଉଥିଲେ ଗାୟକ। କିନ୍ତୁ ଏହି ଗୀତ ପାଲଟିଗଲା ତାଙ୍କ ଜୀବନର ଶେଷ ଗୀତ। ଗୀତ ଗାଉଥିବା ବେଳେ ହଠାତ ଟଳିପଡିଲେ ଗାୟକ ସଞ୍ଜୟ କୁମାର ପାତ୍ର। ସ୍ତବ୍ଧ ପାଲଟିଯାଇଥିଲେ ଯାତ୍ରା…
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୃଦ୍ଧଙ୍କୁ ହତ୍ୟା
ସାରସକଣା,୧୪।୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଭୂରୁଷାଣି ଗ୍ରାମ ନିକଟସ୍ଥ ଏକ ନାଳରୁ ସୋମବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି । ପୁଅ ହିରନ ମହାନ୍ତଙ୍କ ଅଭିଯୋଗ ମୁତାବକ, ବାପା ସହଦେବ ମହାନ୍ତ ସକାଳୁ ଏକୁଟିଆ ଶୌଚ…
Archives


