ମାଲକାନଗିରି

ପାଇପ୍‌ ଲାଇନ ଫାଟି ରାସ୍ତା ଜଳମଗ୍ନ

ମାଲକାନଗିରି,୩ା୩ (ଡି.ଏନ୍‌.ଏ.) ମାଲକାନଗିରି ପୌର ପରିଷଦ ଅଞ୍ଚଳ ମୁଖ୍ୟ ରାସ୍ତାରୁ ଦୁର୍ଗାଗୁଡି ସାହିକୁ ଯାଇଥିବା ରାସ୍ତା ତଳେ ଏକ ପାନୀୟ ଜଳ ପାଇପ ଲାଇନ ଦୀର୍ଘ ୪ ମାସ ହେଲା ଫାଟି ପ୍ରତିଦିନ ପାଣି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।…

ପଟ୍ଟା ନାହିଁ ତ ଭୋଟ ନାହିଁ, ଶପଥ ନେଲେ ଗ୍ରାମବାସୀ

ମାଲକାନଗିରି,୨୮ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୩ରେ ରବିବାର ଶତାଧିକ ମହିଳା ଏକାଠି ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ସରକାରୀ ବିରୋଧୀ ପ୍ରଚାର କମିଟି ଗଠନ କରାଯାଇଛି। ସରକାରଙ୍କ ଅବହେଳା…

ୟୁକ୍ରେନ୍‌ରେ ଫସି ରହିଛନ୍ତି ମାଲକାନଗିରି ଯୁବକ

ମାଲକାନଗିରି,୨୭।୨(ଡି.ଏନ.ଏ.): ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାରେ ପରିସ୍ଥିତି ଶୋଚନୀୟ ହେବାରେ ଲାଗଛି। ଏଭଳି ସ୍ଥିତରେ ୟୁକ୍ରେନକୁ ପାଠପଢିବାକୁ ଯାଇଥିବା ଅନେକ ଓଡିଆ ଛାତ୍ର ସେଠାରେ ଫସି ରହିଛନ୍ତି। ମାଲକାନଗିରି ଜିଲା ବୁଟିଗୁଡାର ରାଜେନ୍ଦ୍ର ପ୍ରଧାନଙ୍କ…

ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୭।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲା ସି.ଏ.ଏଫ୍‌.-୨୨ ବାଟାଲିୟନର ଯବାନ ଅର୍ଜୁନ କୁଡିଆମିଙ୍କୁ ହତ୍ୟା କରିଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥାଇ ନିଜ ଗ୍ରାମ ଧନେରାରେ ରହୁଥିଲେ।…

ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ଚିତ୍ରକୋଣ୍ଡା,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗା ପଞ୍ଚାୟତ ବାଣାଝୋଲି ଗ୍ରାମର ଜଣେ ମହିଳା ଭୋଟ ଦେବାକୁ ଆସି ତାଙ୍କର ଜୀବନ ଯାଇଛିି। ସେ ହେଉଛନ୍ତି କମଳା ଖରା (୨୭ )। ସୂଚନାନୁସାରେ, ଆଜି ସକାଳେ ହାଟଗୁଡାକୁ ଭୋଟ ଦେବାକୁ…

ରାସ୍ତା କାମରେ ଅବ୍ୟବସ୍ଥା, ମାନୁନାହାନ୍ତି ଗାଇଡ୍‌ଲାଇନ

ଗୋବିନ୍ଦପାଲି,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତ ବଡଡୁରାଲ ଓ ମାଡ଼କାପଦରକୁ ବ୍ଲକ ଓ ଜିଲା ସଦର ମହକୁମା ସହିତ ଯୋଡିବା ଉଦ୍ଦେଶ୍ୟରେ ଗୋବିନ୍ଦପାଲିଠାରୁ ସୋନୁଗୁଡା ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ଓ୍ବାଇରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ହେଉଛି। ରାସ୍ତା…

୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୪ା୨(ଡି.ଏନ୍‌.ଏ.): ରାଜ୍ୟରେ ଚାଲିଛି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ୨୫ ଜିଲାର ୧୩୧ ଜିଲା ପରିଷଦ ଜୋନ୍‌ ପାଇଁ ଭୋଟିଂ ଚାଲିଛି। ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୧୦ ବର୍ଷ ପରେ ଭୋଟ୍‌ ଦେଉଛନ୍ତି ସ୍ବାଭିମାନ…

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ଲଞ୍ଚ୍‌ରେ ସ୍ବାଭିମାନ ଅଞ୍ଚଳକୁ ଗଲେ ପୋଲିଂ ପାର୍ଟି

ଚିତ୍ରକୋଣ୍ଡା,୨୩ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକରେ ଗୁରୁବାର ହେବ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ୨୨୨ଟି ଓ୍ବାର୍ଡର ୨୩୩ଟି ବୁଥ୍‌ରେ ୪୧୭୮୨ ଜଣ ଭୋଟର କରିବେ ମତଦାନ। ଏଥିପାଇଁ…

ଭୋଟ ଦେବାକୁ ୬୦ କି.ମି. ଜଳଯାତ୍ରା

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କାଲିମେଳା ବ୍ଲକରେ ଅନୁଷ୍ଠିତ ହୋଇଛି। ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନେ ଦୀର୍ଘ ୬୦ କିଲୋମିଟର ବୋଟ୍‌ରେ ଯାତ୍ରା କରି ମତଦାନ କରିଥିବା ଦେଖିବାକୁ ମିଳିଛି। କାଲିମେଳା ବ୍ଲକ…

ବେକରେ ବେଲ୍ଟ ବାନ୍ଧି ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ମାଲକାନଗିରି,୨୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ଫାକୋଣ୍ଡା ପଞ୍ଚାୟତର କନାଗୁଡା କେନାଲ ନିକଟ ଜଙ୍ଗଲ ଭିତରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଉଭୟ ବେଲ୍ଟ ସାହାଯ୍ୟରେ ଗଛରେ ଝୁଲୁଥିବା ଅବସ୍ଥାରେ ସ୍ଥାନୀୟଲୋକ ଦେଖିଥିଲେ ।…

ସର୍ଚ୍ଚ ଅପରେଶନ ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ୨୪ ତାରିଖରେ ନିର୍ବାଚନ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ବିଏସ୍‌ଏଫ, ଡିଭିଏଫ୍‌ ତରଫରୁ ପ୍ରତିଦିନ ଘନ ଘନ ସର୍ଚ୍ଚ ଅପରେଶନ କରାଯାଉଛି ।…

ଶପଥ କରାଇ ଭୋଟ ମାଗିଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୮ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ବଶବର୍ତ୍ତୀ ନ ହୋଇ ନିଜ ଇଚ୍ଛାରେ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ତାଙ୍କ ଅଧିକାର ରୂପେ ସ୍ବୀକୃତ କରାଯାଇଛି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?