ମାଲକାନଗିରି

ଜିଲାପାଳଙ୍କ ପିଏ ହତ୍ୟା ମାମଲା: ରିପୋର୍ଟ ଦାଖଲ ନେଇ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଜୟପୁର ୧୪ା୩ (ନି.ପ୍ର.): ମାଲକାନଗିରିର ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ହସ୍ତକ୍ଷେପ କରି ଅଭିଯୁକ୍ତ ଏଯାଏ ଗିରଫ ହୋଇ ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।…

ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ

ମାଲକାନଗିରି,୧୩।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲା ଅଧୀନ କେରଳାପାଲ ଅଞ୍ଚଳର ଚିଚୋରଗୁଡାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ଡିଆରଜି ଯବାନ ଆହତ ହୋଇଥିବା ଜଣାପଡିଛି । ଚିଚୋରଗୁଡା ଜଙ୍ଗଲରେ ମାଓବାଦୀ ଦମନ ନେଇ…

ପାଣି ପିଇବାକୁ ଯାଇ ଆଉ ଫେରିଲେନି

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ପାପରମେଟେଲା ପଞ୍ଚାୟତ ତଣ୍ଟାଗୁଡା ଗ୍ରାମର ଜଗବନ୍ଧୁ ଖରା ନିକଟସ୍ଥ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିଲେ। ଶୋଷ ହେବାରୁ ପାଣି ପିଇବାକୁ ନିକଟସ୍ଥ ତଣ୍ଟାଗୁ ନାଳକୁ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ପ୍ରାର୍ଥୀ

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ): ମାଲକାନଗିରି ଜିଲା ପରିଷଦ ଅଧକ୍ଷ ଭାବେ ବିଜେଡି ପ୍ରାର୍ଥୀ ସମାରି ତାଙ୍ଗୁଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲା ପରିଷଦ ବିଜେଡି ପ୍ରାର୍ଥୀ ଭାବରେ ବିଜୟ ହୋଇଥିଲେ। ଏଠାରେ ପ୍ରଥମଥର ଜିଲା ପରିଷଦ…

ଗ୍ରାମବାସୀଙ୍କ ଦାବିକୁ ମାନିନେଲା କମ୍ପାନୀ

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ସାବେରୀ ନଦୀ ନିକଟବର୍ତ୍ତୀ କତାମାଟେରୁ ଗ୍ରାମରେ ବହୁଳ ପରିମାଣରେ ଚୂନପଥର ଗଚ୍ଛିତ ଥିବା ସର୍ଭେରୁ ଜଣାପଡିବା ପରେ ଏହାକୁ ୨୦୧୭ରେ ରାଜ୍ୟ ସରକାର ନିଲାମ କରିଥିଲେ। ଏହି ନିଲାମକୁ ଡାଲମିଆ ସିମେଣ୍ଟ…

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ଗୁଳିବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି ବିଜାପୁର ମାଓବାଦୀ ସଂଗଠନର ଡେପୁଟି କମାଣ୍ଡର ରିତେଶ ପୁନମ। ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ଼ ସରକାର…

ଅଧ୍ୟକ୍ଷ ପଦରେ ୯, କାଉନସିଲର ପାଇଁ ରହିଲେ ୫୫ ପ୍ରାର୍ଥୀ

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ୨ତାରିଖରୁ ମାଲକାନଗିରି ପୌର ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୭ ତାରିଖ ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିବସରେ ଅଧ୍ୟକ୍ଷ ପଦ ପାଇଁ ୯ ଜଣ ଓ ୧୯ଟି ଓ୍ବାର୍ଡ…

ବିଦ୍ୟୁତ୍‌ ନାହିଁ, କ୍ରୀଡ଼ା ଛାତ୍ରାବାସ ଛାଡ଼ିଲେ ୨୫ ଛାତ୍ର

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପରିସରରେ ଥିବା କ୍ରୀଡ଼ା ଛାତ୍ରାବାସରେ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୨୫ ଜଣ ଅନ୍ତେବାସୀ ବୁଧବାର ଛାତ୍ରାବାସ ଛାଡିଛନ୍ତି। ଟାଟା ପାଓ୍ବାର ପକ୍ଷରୁ ଗତ ୧୦ ଦିନ ତଳେ ଏହି କ୍ରୀଡ଼ା ଛାତ୍ରାବାସରୁ ବିଦ୍ୟୁତ୍‌…

‘୨ଠ୨୪ ମଧ୍ୟରେ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କର’

ଭୁବନେଶ୍ୱର, ୯ା୩(ବ୍ୟୁରୋ): ମାଲକାନଗିରିଠାରେ ନୂଆ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରି ୨ଠ୨୪ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ…

ବଣ୍ଡାଘାଟିରେ ବିଏସ୍‌ଏଫ୍‌ ଆଇଜି

କୁଡୁମୁଲୁଗୁମ୍ମା,୬।୩(ଡି.ଏନ.ଏ.) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ୍‌ ପଞ୍ଚାୟତକୁ ଶନିବାର ବିଏସ୍‌ଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଗସ୍ତ କରିଛନ୍ତି। ଏହି ଅବସରରେ ସେଠାରେ ଆୟୋଜିତ ଏକ ଚିକିତ୍ସା ଶିବିରରେ ଯୋଗଦେଇ ଅଣ୍ଡ୍ରାହାଲ୍‌ ଓ ମୁଦୁଲିପଡ଼ାରେ ବିଏସ୍‌ଏଫ୍‌ କ୍ୟାମ୍ପ ଯୋଗୁ…

୨ ବର୍ଷ ହେଲା ମୃତଦେହ ସାଇତି ରଖିଛନ୍ତି

ମାଲକାନଗିରି,୪ା୩ (ଡ.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଏହି ଘଟଣା ସାଧାରଣରେ କୌତୂହଳ ସୃଷ୍ଟି କରିଛି। ଖବରରୁ ଜଣାପଡିଛି…

ନ୍ୟାୟ ପାଇଁ ୨ ବର୍ଷ ହେଲା ରଖିଛନ୍ତି ମୃତଦେହ

ମାଲକାନଗିରି,୩।୩(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାର କିରନଡୁଲ ଅଞ୍ଚଳରେ ନ୍ୟାୟ ପାଇଁ ବଦରୁ ମାଡବିଙ୍କ ମୃତଦେହକୁ ୨ବର୍ଷ ହେଲା ସାଇତି ରଖିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଏହି ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। ଖବରରୁ ଜଣାପଡିଛି ୨୦୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?