ମାଲକାନଗିରି

ନିର୍ବାଚନରେ ଡ୍ରୋନ୍‌ ବ୍ୟବହାର କରାଯିବ: ଡିଜିପି

ମାଲକାନଗିରି,୧୧।୨(ଡି.ଏନ୍‌.ଏ.): ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ନିର୍ବାଚନରେ ଆବଶ୍ୟକ ହେଲେ ହେଲିକପ୍ଟର ଏବଂ ଡ୍ରୋନ୍‌ ବ୍ୟବହାର କରାଯିବ। ଏ ନେଇ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ସୂଚନାନୁସାରେ, ଆଜି କୋରାପୁଟ ଗସ୍ତରେ ଆସିଥିଲେ ପୋଲିସ ଡିଜି ସୁନୀଲ ବଂଶଲ। ଜିଲାରେ ମାଓବାଦୀ…

ଶ୍ରେଣୀଶିକ୍ଷା ବଢ଼ାଇଛି ଉତ୍ସାହ

କୋରାପୁଟ୍‌/ମାଲକାନଗିରି/ନବରଙ୍ଗପୁର, ୯।୨(ସ୍ବ.ପ୍ର./ଡି.ଏନ୍‌.ଏ./ବି.ପ୍ର.) ରାଜ୍ୟରେ ସୋମବାରଠାରୁ ବିଦ୍ୟାଳୟଗୁଡିକ ଖୋଲିଛି। ଅନ୍‌ଲାଇନ ବଦଳରେ ଛାତ୍ରୀଛାତ୍ରମାନେ ଶ୍ରେଣୀଗୃହରେ ଶିକ୍ଷାଲାଭ କରିଛନ୍ତି। ଏହା ସେମାନଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିଛି। ଦୀର୍ଘ ଦିନ ପରେ ସହପାଠୀଙ୍କ ଗହଣରେ ପାଠ ପଢିବା ସେମାନଙ୍କ ମନରେ ଖୁସି…

ପ୍ରଥମ ଥର ଭୋଟ ଦେବେ ଜୁମଡାଙ୍ଗ ଗ୍ରାମବାସୀ

ମାଲକାନଗିରି,୯।୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଜୁମଡାଙ୍ଗ ଗ୍ରାମବାସୀ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଥମ କରି ଭୋଟ ଦେବେ। ଏଯାଏ ସେମାନେ କେବେ ମଧ୍ୟ ଭୋଟ ଦେଇ ନାହାନ୍ତି। କୋରାପୁଟ ଜିଲା କୋଟିଆ…

ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ ବିରୋଧକରି ପୋଷ୍ଟର ଲାଗିଛି। ମାଓବାଦୀ ବିରୋଧୀ ସଙ୍ଗଠନ ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ(ଏଏନ୍‌ପିପିଏଫ୍‌)…

ସୀମାନ୍ତରେ ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୫ା୨(ଡି.ଏନ.ଏ.): ସୀମାନ୍ତରେ ପୁଣି ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀମାନେ ହିଂସାର ଆଶ୍ରୟ ନେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଟି ଟିପ୍ପରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। କାତୁରୁ…

ମାଓବାଦୀ ଗଡ଼ରେ ପଞ୍ଚାୟତ ଲଢ଼େଇ

ମାଲକାନଗିରି,୩ା୨ (ଡି.ଏନ.ଏ.) ଏକଦା ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଗତଥର ବନ୍ଦ ହୋଇଯାଇଥିବା ପଞ୍ଚାୟତ ନିର୍ବାଚନ ଚଳିତବର୍ଷ ହେଉଛି। ଏନେଇ ଏବେ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର ଚଳାଇଛନ୍ତି। ତେବେ ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳ କିଛି…

ପୌର କାର୍ଯ୍ୟାଳୟ ଘେରିବ ଦର୍ଜି ସଂଘ

ମାଲକାନଗିରି,୩ା୨ (ଡି.ଏନ୍‌.ଏ.) ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ମା’ ମାଉଲି ଦର୍ଜି ସଂଘର ଏକ ସାଧାରଣ ବୈଠକ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ପଟ୍ଟନାୟକ କ୍ଲବ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କରୋନା ମହାମାରୀ ସମୟରେ ଦର୍ଜିମାନଙ୍କ ପାଇଁ…

ଗ୍ରହ ଶାନ୍ତି ଆଳରେ ସୁନା ଗହଣା ଚୋରି: ୨ ଗିରଫ

ମାଲକାନଗିରି,୧।୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣେ ବ୍ୟକ୍ତିଙ୍କ ଘରକୁ ଗ୍ରହଶାନ୍ତି ପୂଜା କରିବାକୁ ଆସି ୨ଜଣ ବ୍ୟକ୍ତି ସୁନା ଗହଣା ଚୋରି କରି ଧରାପଡିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି।…

ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା ଦେଖିବାକୁ ମିଳିଛି ା ମ୍ୟାନେଜରଙ୍କ ଭଡାଘରୁ ପ୍ରାୟ ୩୦ ଖଣ୍ଡ ମୂଲ୍ୟବାନ ପଟା ଗାଡି…

ଆଦିବାସୀ ନୃତ୍ୟ, ସଙ୍ଗୀତ ଭିଡିଓ ଜରିଆରେ ଚାଲିଛି ପ୍ରଚାର

ମାଲକାନଗିରି,୩୦ା୧(ଡି.ଏନ୍‌.ଏ.) ଆଦିବାସୀ ବହୁଳ ମାଲକାନଗିରି ଜିଲାରେ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସୋସିଆଲ ମିଡିଆ ପ୍ରଚାର ଚାଲିଛି। ଆଗଧାଡ଼ିର ନେତା ଓ କର୍ମୀମାନେ ବିଭିନ୍ନ ନୃତ୍ୟ ଓ ଗୀତର ଭିଡିଓ ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ଜିଲାର ଖଇରପୁଟ ବ୍ଲକ ଏକ ଆଦିବାସୀ…

ଟ୍ରକ୍‌ ଜାଳିଦେଲେ ମାଓବାଦୀ

ମାଲକାନଗିରି,୨୯।୧(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ମାଓହିଂସା ଦେଖିବାକୁ ମିଳିଛି। ୩ଟି ଟ୍ରକ୍‌କୁ ନିଆଁ ଲଗାଇ ମାଓବାଦୀ ପୋଡ଼ି ଦେଇଛନ୍ତି। ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ଟ୍ରକ୍‌ଗୁଡ଼ିକ ଜଗଦଲପୁରରୁ ରାୟପୁର ଯାଉଥିବା…

ଉଦ୍‌ଘାଟନ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୨୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ବୋଟ୍‌ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ ହୋଇଯାଇଛି। ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପ ପକ୍ଷରୁ ଗୁରୁପ୍ରିୟା ସେତୁ ନିକଟରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ ଏହି ସେବାକୁ ଲୋକାର୍ପଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri