ମାଲକାନଗିରି

୫ ବର୍ଷ ମଧ୍ୟରେ ରେଳ ସେବା ପାଇବେ ମାଲକାନଗିରିବାସୀ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.):  ଆସନ୍ତା ୬ମାସ ମଧ୍ୟରେ ରେଳଲାଇନ ନେଇ ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ୫ବର୍ଷ ମଧ୍ୟରେ ମାଲକାନଗିରିବାସୀ ରେଳ ସେବା ପାଇବେ। ରେଳଲାଇନ କାର୍ଯ୍ୟର ସମୀକ୍ଷା ପାଇଁ ଶନିବାର ମାଲକାନଗିରି ଜିଲାକୁ ଗସ୍ତରେ ଆସିଥିବା ବିଶାଖାପାଟଣା ଡିଭିଜନାଲ ରେଲଓ୍ବେ ମ୍ୟାନେଜର...

ବାଇକ୍‌ରେ ୧୫ କି.ମି. ବୋହିନେଲେ ଝିଅର ମୃତଦେହ

ମାଲକାନଗିରି,୧୧।୪ (ଡି.ଏନ.ଏ.): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶିଶୁଙ୍କ ସୁରକ୍ଷା ପାଇଁ ମମତା ଯୋଜନାଠାରୁ ମୃତ୍ୟୁହେଲେ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର କେତେକ କ୍ଷେତ୍ରରେ ଯୋଜନା...

ଅଟୋରେ ନେଉଥିଲେ ୨କୁଇଣ୍ଟାଲ ଗଞ୍ଜେଇ

ଚିତ୍ରକୋଣ୍ଡା,୧୦ା୪(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ୨୦୮ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଦିଲଶାଦ କୁରେଶି(୩୦), କସିମ ହୁସେନ(୩୩) ଓ ବିଜୟ କୁମାର ଶର୍ମା(୫୭)। ଗଞ୍ଜେଇ ଚୋରା ଚାଲାଣ...

ସ୍କୁଲ ପିଲାଙ୍କୁ ପଢ଼ାଇଲେ ଉପଜିଲାପାଳ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ଉପଜିଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପିଏ ଅକ୍ଷୟ କୁମାର କେମୁଡୁ ବୁଧବାର କାଲିମେଳା ବ୍ଲକ ଏମ୍‌ଭି-୭୯ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏଠାରେ ସେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ...

ପରାଜୟ ପରେ ବି ପ୍ରତିଶ୍ରୁତି ରଖିଲେ ଶ୍ରୀନିବାସ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ସଦର କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ବର୍ଷେ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ। ନିର୍ବାଚନ ପ୍ରଚାରବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରାର୍ଥୀ। ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଏବେ ବିଦ୍ୟୁତ୍‌ ସଂଯୋଗ ପହଞ୍ଚିବାରେ ସାହାଯ୍ୟ...

ମାଡ଼ ମାରିଥିବା ଶିକ୍ଷୟିତ୍ରୀ ସମେତ ୨ ନିଲମ୍ବିତ

କାଲିମେଳା,୨ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ହାଇସ୍କୁଲରେ ଦୁଇ ଶିକ୍ଷାଧିକାରୀଙ୍କ ସମ୍ମୁଖରେ ଜଣେ ଶିକ୍ଷକଙ୍କୁ ସେହି ସ୍କୁଲର ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାଡ଼ ମାରିଥିବା ସହକାରୀ ଶିକ୍ଷୟିତ୍ରୀ...

ଅଧିକାରୀଙ୍କ ସମ୍ମୁଖରେ ସହକର୍ମୀ ଶିକ୍ଷକଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ

କାଲିମେଳା,୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପ୍‌ଗ୍ରେଡ୍‌ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଥିବା ସମସ୍ୟା ସମାଧାନ କରିବାକୁ ଆସିଥିବା ଏବିଇଓ ସିଆର୍‌ସିସି...

ପରାଜୟ ସତ୍ତ୍ୱେ ରଖିଲେ ପ୍ରତିଶ୍ରୁତି

ମାଲକାନଗିରି,୩୧ା୩(ଡି.ଏନ.ଏ.): ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନରେ ମାଲକାନଗିରି ପୌର ପରିଷଦରେ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ଲଢ଼ି ହାରିଯାଇଥିଲେ ସାମାଜିକ କର୍ମୀ ଜି. ଶ୍ରୀନିବାସ ରାଓ। ତେବେ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ସେ ଦେଇଥିବା ପ୍ରତିଶ୍ରୁତି...

ଶିକ୍ଷକଙ୍କୁ ପିଟିଲେ ଶିକ୍ଷୟିତ୍ରୀ

କାଲିମେଳା,୩୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପଗ୍ରେଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଥିବା ସମସ୍ୟା ସମାଧାନ କରିବାକୁ ଆସିଥିବା ଏବିଇଓ ସିଆରସିସି...

ଗୋଟିଏ ପରିବାରରେ ସ୍ବାମୀଙ୍କୁ ୪, ସ୍ତ୍ରୀଙ୍କୁ ଗୋଟିଏ ପଦବୀରେ ନିଯୁକ୍ତି

ରେମାଲକାନଗିରି,୩୦।୩ (ଡି.ଏନ.ଏ.) – ମାଲକାନଗିରି ଜିଲା ମାଥିଲି ବ୍ଲକର ଗାଙ୍ଗରାଜଗୁମ୍ମା ଗ୍ରାମର ଗୋଟିଏ ପରିବାରର ସ୍ବାମୀଙ୍କୁ ୪ଟି ପଦରେ ନିଯୁକ୍ତି ମିଳିଥିବା ବେଳେ ସ୍ତ୍ରୀଙ୍କୁ ଗୋଟିଏ ପଦବୀରେ ନିଯୁକ୍ତି ମିଳୁଛି। ସାଧାରଣତଃ ସରକାରୀ ସ୍ତରରେ ନିଯୁକ୍ତିଟିଏ ପାଇବା କଷ୍ଟକର ହେଉଥିବା...

ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର,୨୯ା୩(ଡି.ଏନ୍‌.ଏ.): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ମାଲାକନଗିରି ଜିଲା ଗ୍ରାମ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ ଅମାପ ଧନ ସମ୍ପତ୍ତି ଠାବ ହେବାରେ ଲାଗିଛି। ମଙ୍ଗଳବାର ଯନ୍ତ୍ରୀ ଦାସଙ୍କୁ ଗିରଫ...

ଠାକୁରାଣୀ ଯାତ୍ରାରୁ ଚିକେନ୍‌ ପକୋଡ଼ା ଖାଇ ୭ ଅସୁସ୍ଥ

କୁଡୁମୁଲୁଗୁମ୍ମା, ୩୦।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇ ଯାତ୍ରାରେ ମିଳୁଥିବା ଚିକେନ୍‌ ପକୋଡା ଖାଇ ୭ଜଣ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରେ ସିନ୍ଧିଗୁଡା ଗ୍ରାମର ୪ଜଣ ଥିବା ବେଳେ କୁଡୁମୁଲୁଗୁମ୍ମାର ୩ ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri