ମାଲକାନଗିରି ଜିଲାରେ ବନ୍ଦ ସଫଳ
ମାଲକାନଗିରି/ବାଲିମେଳା/ମାଥିଲି, (ଡି.ଏନ୍.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ପ୍ରତିବାଦରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘ ପକ୍ଷରୁ ଓଡିଶାର ୧୪ଟି ଜିଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସେହି ଅନୁସାରେ…
ଦ୍ୱିତୀୟ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍ପି
ଚିତ୍ରକୋଣ୍ଡା,୧୯ା୪(ଡି.ଏନ୍.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ଏମ୍ପି ରମେଶ…
ବନ୍ଦ ପ୍ରଭାବରେ ମାଲକାନଗିରି ଜିଲାରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ
ମାଲକାନଗିରି, ୧୯।୪ (ଡି.ଏନ୍.ଏ) ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ଦଙ୍ଗା ବିରୋଧରେ ବୁଧୁବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଓଡିଶାର ୧୪ଟି ଜିଲାରେ ୧୨ଘଣ୍ଟିଆ ବନ୍ଦ ପାଳନ ହେଉଛି। ତେବେ ମାଲକାନଗିରି ଜିଲାରେ ଏହାର…
ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ
ମାଲକାନଗିରି,୧୯।୪(ଡି.ଏନ.ଏ.): ମାଲକାନଗିରି ଜିଲାର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ରହୁଥିବା ବଣ୍ଡା ଘାଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବିକାଶ ମଧ୍ୟ ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ଲାଗି…
ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ, ୨ ଗିରଫ
ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ୨ଜଣ ମାଓବାଦୀ ଧରାପଡିଛନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଖବରରୁ ଜଣାପଡିଛି,…
ବିଧାୟକଙ୍କ ଗାଡି ଉପରକୁ ଗୁଳି ଚଳାଇଲେ ମାଓବାଦୀ
ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜନ ପ୍ରତିନିଧିମାନଙ୍କୁ ଟାର୍ଗେଟ୍ କରି ମଙ୍ଗଳବାର ଆକ୍ରମଣ କରିଛନ୍ତି। ବିଜାପୁର ନିକଟସ୍ଥ ଗଙ୍ଗାଲୁର ହାଟକୁ ଏକ କାର୍ଯ୍ୟକ୍ରମରେ ଯାଇ ଫେରୁଥିବା ବେଳେ ପେଡା ଗ୍ରାମ ନିକଟରେ ବିଧାୟକ ବିକ୍ରମ…
ଆନ୍ଧ୍ରରେ ନିର୍ଯାତିତ ହୋଇ ଲୁଚି ଚାଲି ଆସିଲେ ୨ଶ୍ରମିକ
ମାଲକାନଗିରି, ୧୮ା୪ (ଡି.ଏନ୍.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ମାଲକାନଗିରି ଜିଲାରେ କାର୍ଯ୍ୟକାରୀ ହେଉଛି। ହେଲେ କେତେ ଜଣ ଠିକାଦାର, ଯନ୍ତ୍ରୀ ଅଳ୍ପ ସମୟରେ କାର୍ଯ୍ୟ ଶେଷକରିବା ଲାଗି କମ୍ସଂଖ୍ୟକ ଶ୍ରମିକଙ୍କୁ ନେଇ ରାତିଦିନ ମେଶିନ ବ୍ୟବହାର…
ଗୋଷ୍ଠୀ ଶୌଚାଳୟ ଲୋକାର୍ପଣ ପୂର୍ବରୁ ୨ ପାଣିଟାଙ୍କି ଗାଏବ
ବାଲିମେଳା,୧୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନ ବାଲିମେଳାରୁ-ମାଲକାନଗିରି ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ପୋଟ୍ରେଲ ଛକ ନିକଟରେ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ସ୍ବଚ୍ଛ ଭାରତ…
ଶେଷ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ
ମାଲକାନଗିରି, ୧୭ା୪(ଡି.ଏନ.ଏ.): ଖରାଦିନ ଆସିଲେ ମାଲକାନଗିରି ଜିଲାରେ ବଢ଼ିଯାଏ ଜଳ ଯନ୍ତ୍ରଣା। ଖରା ଆରମ୍ଭରୁ ଦେଖିବାକୁ ମିଳୁଛି ଜଳ ସଙ୍କଟ। ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ମାଇଲ ମାଇଲ ବାଟ ଚାଲି ଚୁଆ ପାଣିରେ ଲୋକେ ଚଳୁଛନ୍ତି। ଲୋକଙ୍କ…
ଜଳକଷ୍ଟ: ଦୂଷିତ ଚୁଆ ପାଣି ଭରସା
ପୋଟେରୁ, ୧୭ା୪(ଡି.ଏନ.ଏ.): ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏଥିରୁ ଲୋକେ ସୁଫଳ ପାଉନାହାନ୍ତି। ଖରାଦିନ ଆସିଲେ ଅନେକ ସ୍ଥାନରେ ଜଳକଷ୍ଟ ଦେଖିବାକୁ ମିଳୁଛି। ପୋଟେରୁ ଅଞ୍ଚଳର ଗୁମୁକା…
ଏମ୍ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ
କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି।…
ବ୍ଲକ କାର୍ଯ୍ୟାଳୟ ମିଟରରେ ଲାଗିଲା ନିଆଁ, କର୍ମଚାରୀ ଭୟଭୀତ
କୋରୁକୋଣ୍ଡା,୧୫ା୪(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ଶନିବାର ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ବିଦ୍ୟୁତ ମିଟର ନିକଟରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଏହା ଦେଖି କର୍ମଚାରୀମାନେ ଭୟଭୀତ…
Archives


