ମାଲକାନଗିରି

ସାବେରୀ ନଦୀରୁ ଧରାହେଲା ବିରାଟକାୟ ମାଛ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ସାଧାରଣତଃ ସମୁଦ୍ରରେ ସାର୍କ, ତିମି, ଭଳି ବିରାଟ ବିରାଟକାୟ ମାଛ ଧରା ଯାଇଥାଏ। ଏହି ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେଉଥିବା ବେଳେ ମତ୍ସ୍ୟଜୀବୀ ଏହି ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି। ମାଲକାନଗିରି ଭଳି ଏକ…

ପୁଣି ୧୦ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ଜବତ

ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ପୋଲିସ ଗତ ୨୫ ଦିନ ମଧ୍ୟରେ ୧୮ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ସଦର…

ଜଙ୍ଗଲରେ ହ୍ରାସ ପାଉଛି ବାଉଁଶ

ମାଲକାନଗିର, ୧୮ା୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ବନାଞ୍ଚଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଜଙ୍ଗଲରେ ବହୁ ପରିମାଣର ବାଉଁଶଗଛ ଦେଖିବାକୁ ମିଳୁଥଲା। ଏହି ବାଉଁଶ ବନ ବିଭାଗ ପ୍ରତିବର୍ଷ ସିଲିଭ୍‌ କଲ୍‌ଚର କଟିଂ…

ବଣ୍ଡାଘାଟିରୁ ରାଇସିନା ହିଲ୍‌

ମାଲକାନଗିରି,(ଦୁର୍ଯ୍ୟୋଧନ ପାତ୍ର)/ ଖଇରପୁଟ, ୧୮ା୬(ହୃଷୀକେଶ ସେଠୀ) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳରୁ ୧୭ ବଣ୍ଡା ମହିଳା ଓ ପୁରୁଷ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପିତ ଭବନ ବୁଲିବାକୁ ଦିଲ୍ଲୀ ଯାଇଥିଲେ। ଏମାନେ ଦୁଇଦିନ ପୂର୍ବେ…

କାଳବୈଶାଖୀରେ ଭାଙ୍ଗିଛି, ସଜଡ଼ା ଯାଉନି

ମାଲକାନଗିରି,୧୬ା୬(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୧୯ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। କିନ୍ତୁ କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲଗୁଡିକ ଅଦ୍ୟାବଧି ମରାମତି ହୋଇ ନ ଥିବା ଜଣାପଡ଼ିଛି। ଗତ ୧ ତାରିଖରେ ମାଲକାନଗିରି ଜିଲାରେ କାଳବୈଶାଖୀରେ ବହୁ କ୍ଷୟକ୍ଷତି ହୋଇଥଲା। ସଦର…

ଯାତାୟାତ ପାଇଁ ୩ ପଞ୍ଚାୟତବାସୀ ହନ୍ତସନ୍ତ

ମାଥିଲି,୧୬ା୬(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକର ୩ଟି ପଞ୍ଚାୟତ କତାପାଲି, ବଣ୍ଡାରିପାଙ୍ଗମ ଓ ମେକା ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଫଳରେ ୩ ପଞ୍ଚାୟତ ଲୋକେ ଯାତାୟାତ ଲାଗି ହନ୍ତସନ୍ତ ହେଉଛନ୍ତି। ଦୁର୍ଘଟଣା ଘଟି ଲୋକଙ୍କ ଜୀବନ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ, ୫ ଆହତ

କୋରୁକୋଣ୍ଡା ୧୩।୦୬(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଇକ ୩ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟିଛି ଅଟୋ। ଘଟଣାରେ ଚାଳକର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଖଇରପୁଟ ବ୍ଲକ ଅନ୍ତର୍ଗତ ରସବେଡା ପଞ୍ଚାୟତ ଅଧିନସ୍ତ ସିଡିପାକା…

ଅଭିଯୋଗ ସତ୍ତ୍ୱେ ଦୂର ହେଉନି ସମସ୍ୟା

ମାଲକାନଗିରି,୧୨ା୬(ଡି.ଏନ୍‌.ଏ.):  ଓଡ଼ିଶା ସୀମାନ୍ତବର୍ତ୍ତୀ ଅନେକ ଗ୍ରାମର ପାରିପାର୍ଶ୍ୱିକ ବିକାଶ ହେଉ ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ ପଡୋଶୀ ରାଜ୍ୟରେ ମିଶିବା ପାଇଁ ଇଚ୍ଛା କରୁଛନ୍ତି। ଯେପରି କୋରାପୁଟ ଜିଲା କୋଟିଆ ଅଞ୍ଚଳ। ଏହାର ସୁଯୋଗ ନେଇ ପଡୋଶୀ ରାଜ୍ୟଗୁଡିକ…

ସୀମାନ୍ତରେ ମାଓବାଦୀଙ୍କ ଡ୍ରୋନ୍‌ ବ୍ୟବହାର

ମାଲକାନଗିର,୧୧।୬(ଡି.ଏନ୍‌.ଏ.): ମାଓବାଦୀଙ୍କୁ ଦମନ କରିବା ପାଇଁ ଡ୍ରୋନ୍‌ ମାଧ୍ୟମରେ ସୁରକ୍ଷା ବଳ ମାଓବାଦୀଙ୍କ ଉପରେ ନଜର ରଖୁଥିଲେ। ବର୍ତ୍ତମାନ ମାଓବାଦୀମାନେ ମଧ୍ୟ ଏହି ଡ୍ରୋନ୍‌ର ବ୍ୟବହାରକରି ସୁରକ୍ଷା ବଳ ଉପରେ ନଜର ରଖିବା ସହ ସେମାନଙ୍କ ସର୍ଚ୍ଚ ଅପରେଶନ ଉପରେ ମଧ୍ୟ…

ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ମାଲକାନଗିରି,୧୧।୬(ଡି.ଏନ.ଏ.): ମାଲକାନଗିରି ଉପକାରାଗାରରେ ପୂର୍ବରୁ ଅନେକ ଅଘଟଣ ଘଟିଥିବା ବେଳେ ଶନିବାର ପୁଣି ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୩୩ ଗ୍ରାମର ବିଧାନ ମିର୍ଦ୍ଧା। ବିଧାନ ଦୀର୍ଘ ୪ ବର୍ଷ ହେବ…

ପାଇଖାନା ଭିତରୁ ମିଳିଲା କଏଦୀଙ୍କ ଝୁଲନ୍ତା ମୃତଦେହ

ମାଲକାନଗିରି,୧୦।୬(ଡି.ଏନ୍‌.ଏ): ପୁଣି ବିବାଦରେ ମାଲକାନଗିରି ଉପକାରାଗାର। ଏଠାରେ ଝୁଲନ୍ତା ଅବସ୍ଥାରେ ଜଣେ କଏଦୀଙ୍କ ମୃତଦେହ ଜବତ ହୋଇଛି। ମୃତକ କଏଦୀ ଜଣଙ୍କ ଏମ୍‌ପିଭି ୩୭ର ବିଧାନ ମିର୍ଦ୍ଧା ବୋଲି ସୂଚନା ରହିଛି। ଏକ ହତ୍ୟା ମାମଲାରେ ମିର୍ଦ୍ଧା ଦୋଷୀ ସାବ୍ୟସ୍ତ ହୋଇଥିଲେ।…

ଖବର ପ୍ରକାଶ ପରେ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ଲେ ବିଡିଓ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ

ପଡିଆ, ୮ା୬(ଡି.ଏନ୍‌.ଏ.): ‘ଅଜଣା ରୋଗରେ ଛଟପଟ ଶିଶୁକନ୍ୟା’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପଡିଆ ବିଡିଓ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ ସହାୟତା ଦେଇଛନ୍ତି। ଶିଶୁକନ୍ୟାର ଚିକିତ୍ସା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri