ମାଲକାନଗିରି

୧୨ ପଞ୍ଚାୟତରେ ୧୧୯ ପ୍ରକଳ୍ପ ପାଇଁ ୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରୁକୋଣ୍ଡା,୪ା୧୧(ଅବିନାଶ ବେହେରା): ମାଲକାନଗରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଖେଳପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଚିନ୍ତାଧାରାକୁ ନେଇ ଶନିବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ୧୨ଟି ପଞ୍ଚାୟତକୁ ନେଇ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୁକୋଣ୍ଡା…

ସୀମାନ୍ତରେ ଆଇଇଡି ନିଷ୍କ୍ରିୟକଲେ ଯବାନ

ମାଲକାନଗିରି,୨୯ା୧୦ (ଦୁର୍ଯ୍ୟୋଧନ ପାତ୍ର)ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ଘୋଟୁଲପାରାରେ ଖଞ୍ଜାଯାଇଥିବା ଏକ ୪ କେଜିର ଆଇଇଡି ବୋମାକୁ ଶନିବାର ଯବାନମାନେ ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ଼ ବିଧାନସଭା ନିର୍ବାଚନ ଥିବାରୁ ମାଓବାଦୀ ଦମନ ସର୍ଚ୍ଚ ଅପରେଶନକୁ ଯବାନମାନଙ୍କୁ ପକ୍ଷରୁ ଜୋର୍‌ଦାର…

ମୌଳିକ ସୁବିଧାରୁ ବଞ୍ଚିତ ୨ ଗ୍ରାମବାସୀ

ପୋଟେରୁ, ୨୩।୧୦(ସୌରଭ ମଣ୍ଡଳ): ପଛୁଆ ଅଞ୍ଚଳର ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେଉଁଥିପାଇଁ ରାଜ୍ୟର ଅନେକ ଗ୍ରାମ ବିକାଶ ଦେଖିପାରିଛି। ତେବେ ରାଜ୍ୟ ସରକାର ପଛୁଆ ଅଞ୍ଚଳର ବିକାଶ ପାଇଁ ଯେତିକି ତତ୍ପରତା ଦେଖାଉଛନ୍ତି, କେତେକ ସ୍ଥାନରେ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୨୨ା୧୦ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲାରେ ଡିଆର୍‌ଜି ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କାଙ୍କେର ଜିଲା ପୋଲିସ କାର୍ଯ୍ୟାଳୟରୁ ଡିଆର୍‌ଜି, ବସ୍ତର ଫାଇଟର ଓ…

ମାଲକାନଗିରିରୁ ବ୍ରହ୍ମପୁର ସାଇକେଲ ଯାତ୍ରା: କ’ଣ ରହିଛି ଏହାର ଉଦ୍ଦେଶ୍ୟ

ମାଲକାନଗିରି,୨୦।୧୦(ନୃସିଂହ ଚରଣ ମହାନ୍ତି): ବିଦ୍ୟୁତ୍‌ ଉପଭୋକ୍ତା ଏବଂ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ନେଇ ଟିପିଏସ୍‌ଓଡିଏଲ୍‌ କର୍ମଚାରୀ ଇଂ.ସୌମ୍ୟ ରଞ୍ଜନ ଲେଙ୍କା ଶୁକ୍ରବାର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ସେ ସୁଦୂର ମାଲକାନଗିରିରୁ ବାହାରି ସିଲ୍କସିଟି…

ମାଲକାନଗିରିରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ: ୧୦ ଟଙ୍କା ଦେଇ ବସ୍‌ରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୧୦(ଅସମାପିକା ସାହୁ/ନୃସିଂହ ଚରଣ ମହାନ୍ତି): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଗୁରୁବାର ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମ ବସ୍‌ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍‌ କିଣି ମାଲକାନଗିରିରୁ ଏମ.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ…

ମାଲକାନଗିରି: ଜିଲା ବିଜେଡି ଉପସଭାପତି ହେଲେ ଉଦୟ

ମାଥିଲି, ୧୨।୧୦(ସୁବାସ ଚନ୍ଦ୍ର ଖୁଡୁପିଆ ): ମାଲକାନଗିରି ଜିଲା ବିଜେଡି ନେତା ତଥା ମାଥିଲି ଜୋନ୍‌ ୨ର ପୂର୍ବତନ ଜିଲା ପରିଷଦ ସଭ୍ୟ ଉଦୟନାଥ ମାଦ୍ରି ବିଜେଡି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଉପସଭାପତି ଭାବେ ନିଯୁକ୍ତି ହୋଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନକୁ…

ଆଜି ଲକ୍ଷ୍ମୀ ବସ୍‌ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୨ା୧୦(ଦୁର୍ଯ୍ୟୋଧନ ପାତ୍ର)ଲକ୍ଷ୍ମୀ ବସ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲାରୁ ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲାରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି।…

ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ୫ ଟିଫିନ୍‌ ବୋମା ଜବତ

ମାଲକାନଗିରି, ୧ ୧।୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକରେ ଥିବା ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ୫ ଟିଫିନ ବୋମା ଜବତ କରାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳେ ପଡ଼ିଆସ୍ଥିତ ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ ଦୁର୍ଗମ…

ଗଛରେ ପିଟି ହୋଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋରୁକୋଣ୍ଡା,୫।୧୦(ଅବିନାଶ ବେହେରା): ମାଲକାନଗିରି ଜିଲା ସଦରମହକୁମାରରୁ ବାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୋରୁକୋଣ୍ଡା ବ୍ଲକ ସଦର ସାରଦାଗୁଡା ଛକ ନିକଟରେ ଏକ ଗଛରେ ପିଟି ହୋଇ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିମେଳା ୧୧ ନମ୍ବର…

ଧ୍ୱଂସ ହେଲା ମାଓବାଦୀ କ୍ୟାମ୍ପ

ମାଲକାନଗିର,୨ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ଯବାନମାନେ ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ମିତୁର ଥାନା କୁଡମେର ଓ ମଦପାଲ ଜଙ୍ଗଲରେ ବୈରମଗଡ ଏରିୟା…

କାରରୁ ୮୮ କିଲୋ ଗଞ୍ଜେଇ ଜବତ

ମାଲକାନିଗିର,୧।୧୦: ମାଲକାନିଗିରି ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଧରାପଡ଼ିଛି। ଏହି ସମୟରେ ଗୌଡଗୁଡା ଛକ ନିକଟରେ ଏକ କାରଟିକୁ ଅବକାରୀ ବିଭାଗ ଅଟକାଇ ଥିଲା । ଯାଞ୍ଚ ପରେ ସେଥିରୁ ୮୮ କିଲୋ ଗଞ୍ଜେଇ ମିଳିଥିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri