ମାଲକାନଗିରି

ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କଲେ ସ୍ବାମୀ

ମାଲକାନଗିରି/ପଡ଼ିଆ,୨୪ା୧: (ଦୁର୍ଯ୍ୟୋଧନ ପାତ୍ର / ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲା ପରେ ସ୍ବାମୀ ନିଜେ ଗଳା କାଟି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଛତିଶଗଡ଼…

ଫେଲ୍‌ ମାରିଛି ଶୌଚ ଭାରତ ଅଭିଯାନ

ମାଥିଲି,୧୬ା୧(ସୁବାସ ଚନ୍ଦ୍ର ଖୁଡୁପିଆ) ଫେଲ୍‌ ମାରିଛି ଶୌଚ ଭାରତ ଅଭିଯାନ। କାମରେ ଆସୁନି ପାଇଖାନା। ଶୌଚ ଭାରତ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏହା ଅନେକ ଜାଗାରେ ଫେଲ୍‌ ମାରିଥିବା ଦୃଷ୍ଟିକୁ ଆସିଛି । ବାହାରେ…

ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି, ତାପରେ…

ମାଥିଲି,୧୪ା୧(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର କେତେକ ଆଶାଇ କର୍ମୀ ସାଇବର ଠକଙ୍କ ଶିକାର ହୋଇଥିବା ଜଣାପଡିଛି। ଶନିବାର କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କୁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି ବୋଲି ଫୋନ ଆସିଥିଲା। ମାଲକାନଗିରି…

ମିଲିସିଆ ସେକ୍ସନ କମାଣ୍ଡର ଶାମେଲଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୨ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଶୁକ୍ରବାର ମାଓବାଦୀ ସଙ୍ଗଠନ ମିଲିସିଆ ସେକ୍ସନର କମାଣ୍ଡର ଶାମେଲ ତେଲାମ ଓରଫ ମିଥୁନ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ପୋଲିସ ପକ୍ଷରୁ ମାଓବାଦୀ ଦମନ ସମୟରେ ସେ ପୋଲିସ ନିକଟରେ ଆତ୍ମସମର୍ପଣ…

ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ

ଚିତ୍ରକୋଣ୍ଡା,୧୦ା୧(କ୍ଷୀରୋଦ ବେହେରା): ପ୍ରତିବର୍ଷ ଭଳି ଚଳିତବର୍ଷ ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପକ୍ଷୀଗଣନା ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ କରାଯାଇଥିଲା। ବନ ବିଭାଗ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୦ା୧(ଦୁର୍ଯ୍ୟୋଧନ ପାତ୍ର): ଜଣେ ମହିଳା ମାଓବାଦୀ ବୁଧବାର ମାଲକାନଗିରି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମହିଳା ମାଓବାଦୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲା କଟକକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡବି…

ଲକ୍ଷ୍ମୀ ବସ୍‌ ଧକ୍କାରେ ଯୁବକ ଗୁରୁତର

ମାଲକାନଗିରି,୯।୧: ଜଣେ ଯୁବକଙ୍କୁ ଧକ୍କା ଦେଇଛି ଲକ୍ଷ୍ମୀ ବସ୍‌। ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡା ଘାଟିରେ ଏପରି ଘଟଣା ଘଟିଯାଇଛି। ସରକାରୀ ବସ୍‌ ଭାବେ ପରିଚିତ ଲକ୍ଷ୍ମୀ ବସ୍‌ ଧକ୍କାରେ ଗୁରୁତର ଆହତ ହୋଇ…

ଆକାଶ ପଥ ସହ ଯୋଡ଼ି ହେଲା ମାଲକାନଗିରି, ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର

ମାଲକାନଗିରି, ୯।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କରିଛନ୍ତି । ଏହାଦ୍ୱାରା ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଆକାଶପଥରେ ସଂଯୋଗ କରିବ। ୭୦ କୋଟି ଟଙ୍କା ବ୍ୟୟରେ ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏହି ବିମାନ ବନ୍ଦରର…

ମାଲକାନଗିରି ବିମାନବନ୍ଦର ଲୋକାର୍ପଣ ଆଜି

ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର):ମାଲକାନଗିରି ବିମାନବନ୍ଦରକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଶାସନ ପକ୍ଷରୁ ଏନେଇ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ମାଲକାନଗିରି…

ଟାର୍ଗେଟରେ ଥିଲେ ଯବାନ: ସୀମାନ୍ତରୁ ମିଳିଲା ୪ ଆଇଇଡି ବୋମା

ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୪ ଆଇଇଡି ବୋମା ଜବତ କରି ଯବାନମାନେ ନିଷ୍କ୍ରିୟ କରିଛନ୍ତି। ଛତିଶଗଡ ବିଜାପୁର ଜିଲାର ଧର୍ମରାମ ଏବଂ ଚିନ୍ତଗୁଫା ମଧ୍ୟରେ ସିଆରପିଏଫ ଓ ବିଡିଏସ୍‌ର…

ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍‌, ଅବତରଣ କଲା VT-100 ବିମାନ

ମାଲକାନଗିରି,୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଖୁବ୍‌ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନବନ୍ଦର। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବିମାନବନ୍ଦରରେ ରବିବାର ଟ୍ରାଏଲ ରନ୍‌ ହୋଇଛି। ସଫଳତାର ସହିତ VT-100 ବିମାନ ଅବତରଣ କରିଛି। ଆଜି ପରୀକ୍ଷାମୂଳକ ଭାବେ VT-100 ବିମାନ…

ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା, ଜଣେ ଅଟକ

କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?