ମାଲକାନଗିରି

ପାଣି ମୁନ୍ଦାଏ ପାଇଁ ଡହଳବିକଳ: ଜଙ୍ଗଲରେ ବର୍ଷାପାଣି ପିଉଛନ୍ତି ଯବାନ

ମାଲକାନଗିରି, ୧୧ା୭(ଦୁର୍ଯ୍ୟୋଧନ ପତ୍ର)ଛତିଶଗଡ ଜଙ୍ଗଲ ଓ ମାଓବାଦୀ ଉପଦ୍ରବ ଅଞ୍ଚଳରୁ ଆସିଲା କିଛି ଆଶ୍ଚର୍ଯ୍ୟ କରୁଥିବା ଚିତ୍ର। ମାଓବାଦୀ ଦମନ ପାଇଁ ଯବାନମାନେ କେମିତି ନଇ ନାଳ ଦେଇ ଅପରେଶନ ସାରି କ୍ୟାମ୍ପକୁ ଫେରୁଛନ୍ତି ଓ ଜଙ୍ଗଲରେ କିପରି ଜୀବନ ଅତିବାହିତ…

୩ ବର୍ଷର ଝିଅକୁ ବାପା ବଳାତ୍କାର କରିଥିବା ଅଭିଯୋଗ

ଚିତ୍ରକୋଣ୍ଡା,୧୦ା୭(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଅଧିକାରୀ ସଞ୍ଜୟ ପେଡ଼ାସେଠୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗାଜୁଲୁମାମୁଡ଼ି ଗ୍ରାମ ପଞ୍ଚାୟତ ଆଲାମପକା ଗ୍ରାମର ଦିନେଶ ଠାକୁର ମଙ୍ଗଳବାର ରାତିରେ ନିଜ ୩ ବର୍ଷର ନାବାଳିକା ଝିଅକୁ ବଳାତ୍କାର…

ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି,୫ା୭: ଛତିଶଗଡ଼ ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ ପୋଷ୍ଟର ମଧ୍ୟ ଜବତ କରିଛି ପୋଲିସ।

ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ

ଚିତ୍ରକୋଣ୍ଡା,୩ା୭(କ୍ଷୀରୋଦ ବେହେରା): ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଛି ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟନେଲକ୍ୟାମ୍ପ ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ ଓ୍ବାନ୍‌ ଗ୍ରାମରେ। ମିଳିଥିବା ସୂଚନାନୁଯାୟୀ, ଡାଇକ ଓ୍ବାନ୍‌ ଗ୍ରାମର ଲକ୍ଷ୍ମଣ…

ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ପରଲୋକ

ମାଲକାନଗିରି,୩ା୭: ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସମଗ୍ର…

ପୋଲିସ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ

ମାଲକାନଗିରି, ୨ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ନାରାୟଣପୁରରେ ପୋଲିସ ସହ ଗୁଳି ବିନିମୟରେ ମଙ୍ଗଳବାର ୫ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଟିଏଫ୍‌, ଡିଆର୍‌ଜି…

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ମାଲକାନଗିରି,୧।୭: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଙ୍ଗଲରୁ ସୋମବାର ଜଣେ ଦିବ୍ୟାଙ୍ଗ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଉଦ୍ଧାର ଶିଶୁ କନ୍ୟା ୨ରୁ ୩ ବର୍ଷର ମଧ୍ୟରେ ହେବା ବୋଲି ଅନୁମାନ…

ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

ମାଲକାନଗିରି,୨୫।୬: ମାଲକାନଗିର ଜିଲା ମାଛକୁଣ୍ଡ ଥାନା ବାରଙ୍ଗବାଡ଼ି ଗାଁ ନିକଟ ଜଙ୍ଗଲରେ ମଙ୍ଗଳାବର ଏକ ଅଘଟଣ ଘଟିଛି। ମହୁମାଛି ଆକ୍ରମଣରେ ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମିଳିଥିବା…

ଟ୍ରକ୍‌ ଧକ୍କାରେ ମା’ ମୃତ, ପୁଅ ଗୁରୁତର

ମାଲକାନଗିରି, ୨୩ା୬(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ଡିଏନ୍‌କେ ଛକଠାରେ ରବିବାର ଏକ ସଡକ ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପିହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ରିକ୍ଲାମେସନ କଲୋନୀର…

ଅସ୍ତ୍ରଶସ୍ତ୍ର ବଦଳରେ ନକଲି ନୋଟ୍‌ ଛାପୁଛନ୍ତି ମାଓବାଦୀ, ଜାଲ୍‌ ନୋଟ୍‌ ସହ ମେଶିନ ଜବତ

ମାଲକାନଗିରି,୨୩ା୬(ଦୁର୍ଯ୍ୟୋଧନ ପାତ୍ର): ଅସ୍ତ୍ରଶସ୍ତ୍ର ବଦଳରେ ଲାଲ୍‌ବାହିନୀ ଏବେ ତିଆରି କରୁଛନ୍ତି ନକଲି ଟଙ୍କା। ମାଓବାଦୀ ଶିବିରରେ ଛପା ହେଉଛି ଏହି ନକଲି ନୋଟ୍‌। ଛତିଶଗଡ଼ରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରୋଧୀ ଅପରେଶନ ପରେ ଦୁର୍ବଳ ହୋଇପଡିଛି ମାଓବାଦୀ ସଂଗଠନ। କୁହାଯାଉଛି…

ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୨୦ା୬ (ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମା ଅଞ୍ଚଳର ୩ ମାଓବାଦୀ ଗୁରୁବାର ମାଲକାନଗିରି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ମାଓବାଦୀ ସଙ୍ଗଠନକୁ ସୂଚନା ଦେଉଥିଲେ। ତେବେ ସିଆରପିଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ…

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୦ା୬: ମାଲକାନଗିରି ଏସ୍‌ପିଙ୍କ ପାଖରେ ଗୁରୁବାର ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ର ବୋଲି ସୂଚନା ମିଳିଛି। ତେବେ ୪ ବର୍ଷ ହେଲା ଏହି ମାଓବାଦୀମାନେ ମାଓବାଦୀ ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିଲେ। ସମାଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?