ମାଲକାନଗିରି

ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍‌ ଜବତ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁକ୍‌ମା ଜିଲା କଙ୍ଗାଲତୋଙ୍ଗ ଜଙ୍ଗଲରେ ଡିଆର୍‌ଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର ଯବାନମାନେ ଶନିବାର କୋମ୍ବିଂ ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ…

ମୁଗ, ଚିନାବାଦାମ ମଣ୍ଡି ଖୋଲାଯାଇ ନ ଥିବାରୁ ଅସନ୍ତୋଷ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଚଳିତ ବର୍ଷ ବାଦାମ ଓ ମୁଗ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଖରିଦ କରାଯିବ ବୋଲି ଗତ ମାସ ୨୯ରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ସାଧାରଣ ନିର୍ବାଚନ ଭୋଟ ଗଣତି ଥିବାରୁ ଏବଂ ଆଚରଣ ବିଧି ଉଠି…

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୮ା୬(ଦୁର୍ଯ୍ୟୋଧନ ପତ୍ର): ଛତିଶଗଡର କୋଣ୍ଡାଗାଓଁ ଜିଲା ଧନୋରା ଥାନା ଅଞ୍ଚଳର ଏକ ବିବାହ ଉତ୍ସବରୁ ଫେରୁଥିବା ଜଣେ ଯୁବକଙ୍କୁ ମାଓବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି l ସେ ହେଲେ ତିମଡି ସ୍କୁଲପାରା ବାସିନ୍ଦା ଦୀନେଶ ମାଣ୍ଡାଭି(୩୩)। ଏକ ବିବାହ ଉତ୍ସବରେ ଯୋଗଦେଇ…

ନିଖୋଜ ଡାକ୍ତରଙ୍କୁ ପରିବାରକୁ ହସ୍ତାନ୍ତର କଲା ପୋଲିସ

ମାଲକାନଗିରି,୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍‌ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି…

ପୁଣି ଭୁଶୁଡି ପଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି

ମାଲକାନଗିରି, ୮।୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଏୟାରପୋର୍ଟର ପାଚେରି ପୁଣି ଭୁଶୁଡି ପଡ଼ିଛି। ରାତିରେ ବର୍ଷା ପବନ ଯୋଗୁ ପାଚେରି ଭୁଶୁ ପଡିଥିବା ଜଣାପଡିଛି। ହେଲେ ଏଥିରେ କାହାର କିଛି କ୍ଷତି ଘଟିନଥିବା ସୂଚନା ରହିଛି। ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁ…

ପୋଲିସ ଗୁଳିରେ ୫ ମାଓବାଦୀ ନିହତ

ମାଲକାନଗିରି,୭ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ସହ ଗୁଳି ବିନିମୟ ଘଟି ୫ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ନାରାୟଣପୁର ଓ ଦାନ୍ତେୱାଡା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଗୋଭେଲ ଜଙ୍ଗଲରେ ପୋଲିସର ତଲାସି ଅଭିଯାନ ବେଳେ…

ଲକ୍ଷ୍ମୀ ବସ୍‌ରୁ ହଟିଲା ଶଙ୍ଖ ଚିହ୍ନ

ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଲକ୍ଷ୍ମୀ ବସ୍‌ ସେବା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଲାଗୁ କରିଥିଲେ ା ଏହି ବସ୍‌ଗୁଡିକ ଜିଲା ଓ ବ୍ଲକ୍‌ ସଦର ମହକୁମାରୁ ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳକୁ ଦୈନିକ ଯାତାୟାତ କରିବା ସହ ଯାତ୍ରୀଙ୍କ ଟିକଟ ମୂଲ୍ୟ ଏସିରେ…

ଯବାନଙ୍କ ଶିବିର ଉପରେ ମାଓବାଦୀ ଆକ୍ରମଣ

ମାଲକାନଗିରି, ୬ା୬(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡରରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଇରାକବତୀ ସୁରକ୍ଷା ଶିବିର ଉପରକୁ ବିଜିଏଲ୍‌ ଲଞ୍ଚର ଓ ଗୁଳି ଚଳାଇ ଆକ୍ରମଣ କରିଛନ୍ତି। ସୂଚନାନୁସାରେ, ଛତିଶଗଡ ନାରାୟଣପୁର ଜିଲା କୋହକେମେଟା ପୋଲିସ…

ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ବିଜୟୀ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା। ମୋଟ ୩୧ ରାଉଣ୍ଡ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ୯୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଡମ୍ବରୁ…

ମାଲକାନଗିରିରେ ଜିତିଲା ଭାଜପା

ମାଲକାନଗିରି,୪ା୬: ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ ୬୩ ହଜାର ୨୯୮ ଖଣ୍ଡ ଭୋଟ ମିଳିଛି…

ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଆଗରେ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ ଗଣତି। ଏହି କ୍ରମରେ ଚିତ୍ରକୋଣ୍ଡାବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଡମ୍ବରୁ ସିସା ୨୨ ରାଉଣ୍ଡ ସୁଦ୍ଧା ୩୮,୫୬୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ୩୭,୬୪୯ ଖଣ୍ଡ ପାଇଛନ୍ତି।…

ଡାକ୍ତରଙ୍କୁ ଅପହରଣ, ଘଟଣାସ୍ଥଳରୁ ମାଓବାଦୀଙ୍କ ଚିଠି

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଶନିବାର ବିଳମ୍ବିତ ରାତିରେ ଅପହରଣ କରିନେଇଥିବା ଜଣାପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କାର୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?