ମାଲକାନଗିରି

ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କ ଜୀବନ ବଞ୍ଚାଇଲେ ଝିଅ

ମାଲକାନଗିରି,୬ା୮(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ସହ ଲଢି ବାପାଙ୍କ ଜୀବନ ବଞ୍ଚାଇଛନ୍ତି ଝିଅ। ଏପରି ଏକ ଘଟଣା ଛତିଶଗଡ଼ ନାରାୟଣପୁରସ୍ଥିତ ଝାରଗାଁରେ ଦେଖିବାକୁ ମିଳିଛି। ସୋମବାର ରାତିରେ ୪ଟି ବାଇକ୍‌ରେ ୮ଜଣ ମାଓବାଦୀ ଗାଁରେ ପହଞ୍ଚି ସମୋଧର କୋରାମ୍‌ ନାମକ ବ୍ୟକ୍ତିଙ୍କୁ ଧାରୁଆ…

ବନ୍ଦ ହେଲା ଲକ୍ଷ୍ମୀ ବସ୍‌!, ଏହି ଜିଲାରେ ବନ୍ଦ ହେଲା ବସ୍‌ ଚଳାଚଳ

ଭୁବନେଶ୍ୱର,୩।୮:ବନ୍ଦ ହେଲା ଲକ୍ଷ୍ମୀ ବସ୍‌! ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍‌। ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ। ୬ଟି ରୁଟରେ ବସ ଚଳାଚଳ ବାତିଲ କରାଯାଇଛି। ଆରଟିଓ ବସ ଚଳାଚଳ ପରମିଟ ବାତିଲ କରିଛନ୍ତି। ସବୁ ବସ ଅପରେଟର…

ଶିକ୍ଷକଙ୍କ ନାଁରେ ମାମଲା, ରାତି ୧୨ଟାରେ ଛାତ୍ରୀଙ୍କୁ କ୍ୱାର୍ଟର୍ସକୁ ଡାକି…

କାଲିମେଳା, ୩ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଜାତି ଓ ଜନଜାତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜନୈକ ଶିକ୍ଷକ ବଳାତ୍କାର କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଅପହଞ୍ଚ ଇଲାକାକୁ ୧୨ ଟ୍ରାକ୍ଟରରେ ଗଲେ ବିଡିଓ

ଗୋବିନ୍ଦପାଲି,୩୧ା୭(କାର୍ତ୍ତିକ ରଥ): ପୂର୍ବରୁ କେବେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡ଼େନାହିଁ। ଜଙ୍ଗଲ ଓ ପାହାଡ ଅଞ୍ଚଳ ସେମାନଙ୍କ ପାଇଁ ଅପହଞ୍ଚ ଇଲାକା। ଲଗାଣ ବର୍ଷାରେ ରାସ୍ତା ଘାଟ ଖାଲଖମାରେ ପୂରି ରହିଥିବା ବେଳେ ବୁଧବାର ଖଇରପୁଟ ବିଡିଓ ଉମା ଶଙ୍କର କୋୟା…

ଆତ୍ମସମର୍ପଣ କଲେ ୫ ମାଓବାଦୀ

ମାଲକାନଗିରି,୩୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲା ପୋଲିସ ନିକଟରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତିି। ଡିଏକେଏମ୍‌ଏସ୍‌ ଅଧ୍ୟକ୍ଷ ତଥା ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଙ୍ଗୁ ପୋଡାମ, ପାଇକୁ ତେଲା.…

ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇଲେ ସିଆର୍‌ପିଏଫ ଯବାନ

ମାଲକାନଗିରି,୨୩।୭: ମହାନତା ଦେଖାଇଛନ୍ତି ସିଆର୍‌ପିଏଫ ଯବାନ। ନିଜ ଜୀବନକୁ ବାଜି ଲଗାଇ ଜଣେ ଗର୍ଭବତୀ ମହିଳାଙ୍କୁ ନଦୀପାର କରାଇ ହସ୍ପିଟାଲ ପଠାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ। ଯବାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

କୋରୁକୋଣ୍ଡା,୨୩ା୭(ଶିବଦତ୍ତ ସାହୁ): ଲଗାଣ ବର୍ଷାରେ ମାଲକାନଗିରି ଜିଲାର ବହୁଅଞ୍ଚଳକୁ ଯାତାୟାତ ବନ୍ଦ ହୋଇଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅରଙ୍ଗୀଠାରୁ ବାୟାପଡା ଯିବାକୁ ଥିବା ରାସ୍ତାଟି ସମ୍ପୂର୍ଣ ଭାବେ ଧୋଇ ହୋଇଯାଇଛି। ପାହାଡ଼ରୁ ମାଟି ଧସିବା ଫଳରେ ବାୟାପଡା ସମେତ…

ବର୍ଷାରେ ଧସିଲା ନଦୀ ପୋଲ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗତ ୩ ଦିନ ଧରି ଲଘୁଚାପ ଲଗାଣ ବର୍ଷା ଯୋଗୁ ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା, କନ୍ୟାଶ୍ରମ, ପାଙ୍ଗାମ ଓ ପୋଟେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇ ପୋଲ ଉପରେ ୫ ଫୁଟ ଉଚ୍ଚର…

ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…

ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମେକା ପଞ୍ଚାୟତ ଦାମାପଡ଼ାର ସୁବାସ ଅନୁଗୁଳିଆଙ୍କ ଘର ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଛି। ଲଗାଣ ବର୍ଷାରେ ଗଛଟି ଘର ଉପରେ ପଡ଼ିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ।…

ମାଓବାଦୀ ଶିବିର ଧ୍ୱଂସ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ କୋଣ୍ଡାଗାଓଁ ଅଞ୍ଚଳରେ ରବିବାର ଯବାନମାନେ ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଛତିଶଗଡ଼ ବସ୍ତର ଜିଲାରେ ସୁରକ୍ଷା ବାହିନୀ ଦ୍ୱାରା ଅପରେଶନ ଜାରିଥିବା ବେଳେ ସ୍ଥାନୀୟ ପୋଲିସ ଓ…

ଗଛ ଉପୁଡ଼ି ମୁଖ୍ୟରାସ୍ତାରେ ପଡ଼ିଲା, ଯାତାୟାତ ବାଧାପ୍ରାପ୍ତ

ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମୁଖ୍ୟ ରାସ୍ତା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକଠାରୁ କିଆଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରୁଥିବା କୋରାପଲ୍ଲୀ ଗଁା ନିକଟରେ ମୁଖ୍ୟ ରାସ୍ତାରେ ଏକ ବିରାଟକାୟ ତେନ୍ତୁଳିଗଛ ରାସ୍ତା ମଝିରେ ଉପୁଡ଼ି ପଡ଼ିବାରୁ ଯାତାୟାତ…

ମାଲକାନଗିରି ଉବୁଟୁବୁ

ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍‌ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୦ ଓ ଏମ୍‌ଭି ୯୬ ଓ ପଡିଆ ବ୍ଲକ କନ୍ୟାଶ୍ରମ ନଦୀ ପୋଲ ଉପରେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?