କୋରାପୁଟ ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ
କୋରାପୁଟ,୨୬ା୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର କୋଟିଆ ପଞ୍ଚାୟତର ଜାନିଗୁଡ଼ା ଷ୍ଟ୍ରବେରୀ ଫାର୍ମ ପରିଦର୍ଶନ କରିଛନ୍ତି। ଚାଷୀ ବାସନା ଗେମେଲଙ୍କ ସହ ଆଲୋଚନା କରି କେତେ ଅର୍ଥ ପାଉଛନ୍ତି ତାହା ପଚାରି ବୁଝିଥିବା ଜଣାପଡ଼ିଛି। ସେଠାରେ…
ମାଛକୁଣ୍ଡ ଟିପି ଡ୍ୟାମ୍ରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ
କୋରାପୁଟ, ୨୬।୨(ସ୍ବ.ପ୍ର.): କୋରାପୁଟ ଜିଲାର ଅନକାଡେଲିସ୍ଥିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଟିପି ଡ୍ୟାମରେ ଗଛ ଗଣ୍ଡି ଓ ଡାଳ ଲାଗି ଗେଟ୍ ପ୍ରଭାବିତ ହୋଇଛି। ଏଥିଯୋଗୁ ପ୍ରକଳ୍ପର ବିଦ୍ୟୁତ୍ ଉପତ୍ାଦନ ବନ୍ଦ ରହିଥିବା ଅଧୀକ୍ଷଣ ଯନ୍ତ୍ରୀ କେ.ଭି. ନାଗେଶ୍ୱର ରାଓ…
ନଳକୂପ ଦୂର କରିପାରୁନି ଜଡ଼ାପୁଟ ଜଳସଙ୍କଟ
ଦଶମନ୍ତପୁର,୨୫ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ଜଡ଼ାପୁଟ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି। ଗ୍ରାମବାସୀ ବର୍ଷ ବର୍ଷ ଧରି ଝରଣା ପାଣିରେ ଚଳୁଥିବା ଜଣାପଡିଛି। ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର…
ଲ୍ୟାମ୍ପ୍ସର ଚାଷୀଙ୍କୁ ଅଣଦେଖା ଅଭିଯୋଗ
ଦଶମନ୍ତପୁର,୨୪ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ମହକୁମାସ୍ଥିତ ଲ୍ୟାମ୍ପ ପକ୍ଷରୁ ମାଣ୍ଡିଆ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଖବରରୁ ଜଣାପଡିଛି, ମାଣ୍ଡିଆ ବ୍ୟବସାୟୀ ଏବଂ ଲ୍ୟାମ୍ପସ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ମଣ୍ଡିରେ…
କଥା ହେବାକୁ ୩ କି.ମି.ପାହାଡ଼ ଚଢ଼ିବାକୁ ପଡ଼େ
ସେମିଳିଗୁଡ଼ା/ ସୁନାବେଡ଼ା ୨୪ା୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କାଣ୍ଟି ପଞ୍ଚାୟତ ଦେଓମାଳି ପର୍ବତର ପାଦ ଦେଶରେ ରହିଛି। ଏହି ପଞ୍ଚାୟତ ସର୍ବଦା ଅବହେଳିତ ହୋଇ ରହି ଆସିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ସରକାର ଦେଓମାଳି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର…
ଷ୍ଟେଶନ ଶୌଚାଳୟରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ
କୋରାପୁଟ,୨୩।୨(ସ୍ବ.ପ୍ର): କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟ ରେଳ ଷ୍ଟେଶନ ଶୌଚାଳୟରୁ ଗୁରବାର ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସେ ହେଲେ କୋରାପୁଟ ବ୍ଲକ ପଦ୍ମପୁର ଗ୍ରାମର ଆୟାଲ(୨୩) ବୋଲି ଜଣାପଡିଛି। ତେବେ ମୃତ୍ୟୁର ସଠିକ୍ କାରଣ ବର୍ତ୍ତମାନ…
ଜଣେ ଯୁବତୀଙ୍କ ସହ ୫ ଗିରଫ
କୋରାପୁଟ, ୨୨।୨(ସ୍ବ.ପ୍ର.): ଉତ୍ତରପ୍ରଦେଶର ଆମେଢ଼ା ଗ୍ରାମର ଜଣେ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ କରି ତାଙ୍କୁ ଖଲାସ ପାଇଁ ୨୫ ଲକ୍ଷ ଟଙ୍କା ମାଗିବା ଘଟଣାର ପର୍ଦ୍ଦାଫାଶ କରିଛି କୋରାପୁଟ ଟାଉନ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବତୀଙ୍କ ସହ ୫…
୭୫ ବର୍ଷ ଭିତରେ କେହି ଶିକ୍ଷିତ ହୋଇ ନ ଥିବା ଗାଁ
ପଟ୍ଟାଙ୍ଗି,୨୧ା୨(ଡି.ଏନ୍.ଏ.):ଶିକ୍ଷା ହିଁ ମଣିଷ ଜୀବନରେ ସର୍ବଶ୍ରେଷ୍ଠ ଆବଶ୍ୟକତା। ଶିକ୍ଷା ମଣିଷର ସାମାଜିକ ଓ ମାନସିକ ବିକାଶ ଘଟାଇଥାଏ । ଶିକ୍ଷାର ଉନ୍ନତି ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲି ୩ବର୍ଷରୁ ୬ବର୍ଷ ବୟସର ଶିଶୁମାନଙ୍କ ପାଇଁ ପ୍ରାକ୍…
ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ
କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍ୟୁ-୬୧୫୯ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍ ନିକଟରେ ଥିବା ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି ଶତାଧିକ କେନ୍ଦୁପତ୍ର ବସ୍ତା ୨୬ ନମ୍ବର ଜାତୀୟ ରାଜପଥରେ…
ବିପଦସଙ୍କୁଳ ଶ୍ରେଣୀ ଗୃହ
ନାରାୟଣପାଟଣା,୧୯।୨(ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ଛାତ୍ରୀ ଛାତ୍ରଙ୍କ ପାଇଁ ସରକାର ଅନେକ ସୁବିଧା କରୁଛନ୍ତି। ଛତା, ଜୋତା, ଡ୍ରେସ୍ଠାରୁ ଆରମ୍ଭ କରି ବିଦ୍ୟାଳୟର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ଏବେ ମଧ୍ୟ ଏପରି କେତେକ ବିଦ୍ୟାଳୟ…
ନାଲ୍କୋରେ ଠିକା ଶ୍ରମିକଙ୍କ ଆନ୍ଦୋଳନ
ଦାମନଯୋଡି,୧୮ା୨(ଡି.ଏନ.ଏ.): ନବରତ୍ନ ଉଦ୍ୟୋଗ ନାଲକୋର ଦାମନଯୋଡି ପ୍ରକଳ୍ପରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ପକ୍ଷରୁ ଶୁକ୍ରବାର ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ…
ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି
କୁନ୍ଦୁରା, ୧୮।୨(ଡି.ଏନ୍.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏମପି ରମେଶ ଚନ୍ଦ୍ର ମାଝୀ,ବିଡିଓ ସନ୍ଧ୍ୟା ସମରଥ, କୋଟପାଡ଼ ବିଧୟିକା ପଦ୍ମିନୀ ଦିଆନ,…
Archives


