କୋରାପୁଟ

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କୋରାପୁଟ ଜିଲା ଭାଜପା ନେତୃବୃନ୍ଦ

କୋରାପୁଟ,୨୦।୩(ଅମିତାଭ ବେହେରା): ଗୁରୁବାର କୋରାପୁଟ ଭାଜପା ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧୬ ଦଫା ଅନୁରୋଧ ପତ୍ର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, କୋରାପୁଟ ଜିଲା ପ୍ରଭାରୀ ଗୋକୁଳାନନ୍ଦ ମଲ୍ଲିକ,କୋରାପୁଟ ବିଧାୟକ ରଘୁରାମ…

କୋରାପୁଟ ସୌନ୍ଦର୍ଯ୍ୟ ଦେଖି ବିମୁଗ୍ଧ ହେଲେ ପ୍ରିୟଙ୍କା ଚୋପ୍ରା: କହିଲେ ଏମିତି କଥା…

ଭୁବନେଶ୍ୱର,୨୦।୩: କୋରାପୁଟ ତଳମାଳିରେ ଚାଲିଥିବା ଫିଲ୍ମ SSMB 29 ର ଶୁଟିଂ ସାରି ପ୍ରିୟଙ୍କା ଚୋପ୍ରା ଆମେରିକା ଫେରିଯାଇଛନ୍ତି। ୧୫ ଦିନ ରହଣି ପରେ ଫେରିବା ପୂର୍ବରୁ ପ୍ରିୟଙ୍କା ସାଙ୍ଗରେ ନେଇଯାଇଛନ୍ତି କୋରାପୁଟ ପିଜୁଳି। ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର…

ପୂର୍ବାହ୍ନରେ ଜୀବିତ ଥିଲେ ବୃଦ୍ଧା, ଅପରାହ୍ନରେ ଚାଲିଗଲେ ଆରପାରିକୁ

ପଟ୍ଟାଙ୍ଗି,୨୦ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବସ୍‌ଷ୍ଟାଣ୍ଡ ଉପରେ ରହିଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ମୃତ ବୃଦ୍ଧା ଜଣକ ବୁଧବାରଠାରୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଜୀବିତ…

କୋରାପୁଟରେ ଫିଲ୍ମ ଶୁଟିଂ ପରେ ଫେରିଲେ ଏସ୍‌ଏସ୍‌ଏମ୍‌ବି-୨୯ ଟିମ୍‌

କୋରାପୁଟ,୧୯ା୩(ଅମିତାଭ ବେହେରା): ଦୀର୍ଘ ୧୫ଦିନ ରହଣି ପରେ କୋରାପୁଟରୁ ଫେରିଗଲେ ସାଉଥ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫେରିବା ପୂର୍ବରୁ ଏକ ବିଦାୟକାଳୀନ ସଭା ଭଳି ସୃଷ୍ଟି ହୋଇଥିଲା…

ଘଡ଼ଘଡ଼ି ସହ ଛେଚିଲା ବର୍ଷା: ତାତିରୁ ମିଳିଲା ତ୍ରାହି

କୋରାପୁଟ,୧୯ା୩(ଅମିତାଭ ବେହେରା): ତାତିରୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ବୁଧବାର ଅପରାହ୍ନରେ କୋରାପୁଟ ଜିଲାର ସଦରମହକୁମା ସହ ସୁନାବେଡ଼ା, ସେମିଳିଗୁଡ଼ା, ଦାମନଯୋଡ଼ି ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିଲେ କୋରାପୁଟବାସୀ। ପାଣିପାଗ ବିଭାଗ…

କୋରାପୁଟର ନୀଳାବାଡିରେ ଚାଲିଛି ମା ଅଗ୍ନୀଗଙ୍ଗାଙ୍କ ବଡଯାତ୍ରା, ଶେଷ ଦିନରେ ଭୋଗ ହେବ ମାଗୁର ମାଛ

କୋରାପୁଟ,୧୮।୩( ଅମିତାଭ ବେହେରା) କୋରାପୁଟ ଜିଲାର ବନ୍ଦୁଗାଁ ବ୍ଲକର ନିଳାବାଡି ପଞ୍ଚାୟତରେ ବର୍ତମାନ ମା’ ଅଗ୍ନୀଗଙ୍ଗା ମାଙ୍କ ଚାଲିଛି ବଡ ଯାତ୍ରା। ଏଥିପାଇଁ ଏହି ଅଞ୍ଚଳ ଏକ ପ୍ରକାଣ ଚଳଚଞ୍ଚଳ ହୋଇଛି। ଚଳିତ ମାସ ୮ରୁ ଆରମ୍ଭ ହୋଇଥିବା ମା’ ଅଗ୍ନୀଗଙ୍ଗାଙ୍କ…

ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ ଡାଇରେକ୍ଟର ଏସଏସ ରଜମୌଲି ନିର୍ଦ୍ଦେଶରେ ନିର୍ମିତ ଫିଲ୍ମ ଶୁଟିଂ ପାଇଁ ସାଉଥ ଅଭିନେତା ମାହେଶଙ୍କ…

କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଆଉଟସୋର୍ସିଂ କର୍ମଚାରୀ

ପଟ୍ଟାଙ୍ଗି,୧୭।୩(ଶରତ କୁମାର ଧଳ): କୋରାପୁଟ ଜିଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜର ତିନି ଦଫା ଦାବି ଉଠାଇ କଳାବ୍ୟାଜ ପିନ୍ଧି ନିଜର କାର୍ଯ୍ୟ ଜାରି ରଖିଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ…

ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…

ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ। ସେପଟେ ପୋଲିସର ଏହିପରି ଅତର୍କିତ ଚଢ଼ାଉରେ ଗଞ୍ଜେଇ ମାଫିଆ ସମସ୍ତ ପ୍ଲାନିଂ ବିଫଳ ହୋଇଥିବା…

କେହି ମାନିଲେନି ଗାଇଡ୍‌ଲାଇନ୍‌, ବୋହି ନେଲେ ମଦ

କୋରାପୁଟ,୧୬ା୩(ଅମିତାଭ ବେହେରା): ହୋଲି ସାରାଦେଶରେ ମହାଆଡ଼ମ୍ବରରେ ପାଳିତ ହୋଇଥିବା ବେଳେ ଅବକାରୀ ବିଭାଗ ଓ ମଦ ବ୍ୟବସାୟୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରୀ ନିୟମକୁ ଫୁ’ କରି ଦେଇ ସହରର ସମସ୍ତ ମଦ ଦୋକାନ ଖୋଲାରହିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ…

୧୦ ସ୍ଥାନରେ ରେଲଓ୍ବେ ପୁଶିଂ ବ୍ରିଜ ନିର୍ମାଣ ନେଇ ଡିଆରଏମ୍‌ଙ୍କୁ ଦାବିପତ୍ର

କୋରାପୁଟ,୧୬ା୩(ଅମିତାଭ ବେହେରା): କୋରାପୁଟ ରେଲଓ୍ବେ ଅଧୀନରେ ଥିବା ୩ଟି ବ୍ଲକର ୧୦ଟି ସ୍ଥାନରେ ପୁଶିଂ ବ୍ରିଜ ନିର୍ମାଣ ପାଇଁ ଆଜି ଡିଆରଏମ୍‌ଙ୍କୁ ରବିବାର ସ୍ଥାନୀୟ ଷ୍ଟେଶନଠାରେ ସାକ୍ଷାତ କରି ପୂର୍ବତନ ବିଧାୟକ ନିମାଇଁ ସରକାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶାଖାପାଟଣା…

ହୋଲି ଖେଳି ସେଲ୍‌ଫି ନେଉଥିଲେ ଦୁଇ ଯୁବକ, ଜଳସ୍ରୋତରେ ଭାସିଗଲେ

କୋଟପାଡ଼,୧୫ା୩(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର ଦୁଇଜଣ ଯୁବକ ପ୍ରଖୋର ଜଳସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ଖବର ପାଇ କୋଟପାଡ଼ ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?