କୋରାପୁଟ

ମୋବାଇଲ ଚାର୍ଜ ପାଇଁ ରେଳଷ୍ଟେସନରେ ଭିଡ଼

ନନ୍ଦପୁର/ ପାଡୁଆ, (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ବାତ୍ୟା ମୋନ୍ଥା ପାଇଁ ରେଳ ବିଭାଗ ତରଫରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ୩ ଦିନ ପାଇଁ ବାତିଲ କରାଯାଇଛି। ନନ୍ଦପୁର ବ୍ଲକ ଦେଇ ଯାଇଥିବା କେକେ ରେଳ ପଥର ଏକାଧିକ ଷ୍ଟେସନରେ…

ବାତ୍ୟା ‘ମୋନ୍ଥା’ରେ କୋରାପୁଟରେ ଜନ୍ମନେଲେ ୧୩୬ ଶିଶୁ, ସେଥିମଧ୍ୟରୁ…

କୋରାପୁଟ,୨୯ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ବେଳେ କୋରାପୁଟ ଜିଲାରେ ମୋଟ୍‌ ୧୩୬ ଜଣ ଶିଶୁ ଜନ୍ମ ହୋଇଥିବାବେଳେ ସେଥିମଧ୍ୟରୁ ୬୭ ଜଣ ପୁଅ ଓ ୬୯ ଜଣ ଝିଅ ରହିଥିବା ଜିଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ )…

ବାତ୍ୟା ‘ମୋନ୍ଥା’: ପ୍ରଶାସନର ସ୍ବତନ୍ତ୍ର ନଜରରେ ପଟ୍ଟାଙ୍ଗି ବ୍ଲକ୍‌, ନେଟୱର୍କ ଅଚଳ ପାଇଁ…

ପଟ୍ଟାଙ୍ଗି,୨୮ା୧୦(ଶରତ କୁମାର ଧଳ)-ବାତ୍ୟା ମୋନ୍ଥାର ଗତିବିଧିକୁ ନେଇ କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପଟ୍ଟାଙ୍ଗି ବ୍ଲକ୍‌କୁ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜରରେ ରଖାଯାଇଛି। ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଏବଂ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ASI

କୋରାପୁଟ,୨୮।୧୦: କୋରାପୁଟ ଜିଲା ବି. ସିଂହପୁର ଥାନାର ପୋଲିସ ଏଏସଆଇ ନରସିଂହ ଦୋରା ଓ ତାଙ୍କର ସହଯୋଗୀ ସୁନାଧର ଅମାତ୍ୟ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଘରୋଇ ହିଂସା ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ…

ଦାଦନ ଖଟିବାକୁ ଯାଇଥିଲା ଓଡ଼ିଆ ପୁଅ: ଫେରିଲା ମୃତଦେହ, କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ପଟ୍ଟାଙ୍ଗି,୨୮।୧୦(ଶରତ କୁମାର ଧଳ): ପଡ଼ୋଶୀ ରାଜ୍ୟ ଆନ୍ଧ୍ରକୁ ଦାଦନ ଶ୍ରମିକ ଭାବେ କାମକୁ କରିବାକୁ ଯାଇ ଆଉ ଫେରିଲେନି ଓଡ଼ଆ ପୁଅ। ତାଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ପରିବାର ବର୍ଗ। ଏହିପରି ଦୃଶ୍ୟ ଦେଖି ବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି…

ଭୋଜି ଖାଇ ପୂର୍ବତନ ମନ୍ତ୍ରୀ ଅସୁସ୍ଥ, ଜଣେ ମୃତ

କୋଟପାଡ଼,୨୮ା୧୦(କେ.ରାଜଶେଖର ରାଓ):କୋରାପୁଟ ଜିଲା କୋଟପାଡ଼ର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ସୋମବାର ପାରମ୍ପରିକ ଖାଦ୍ୟ ଆମୋଟ ଖାଇ ଅସୁସ୍ଥ ହୋଇଥିବା ବେଳେ ତାଙ୍କ ପରିବାରର ସଦସ୍ୟ ପାର୍ବତୀଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ପୂର୍ବତନ ମନ୍ତ୍ରୀ ପଦ୍ମିନୀଙ୍କର ବଡ଼…

ଖୋଲିଲା ମାଛକୁଣ୍ଡ ଜଳ ଭଣ୍ଡାରର ଗେଟ୍‌

କୋରାପୁଟ,୨୭।୧୦: କୋରାପୁଟ ଜିଲା ଲମତାପୁଟ ମାଛକୁଣ୍ଡ ଜଳ ଭଣ୍ଡାରର ୬ଟି ଗେଟ୍‌ ଖୋଲିଛି। ଜଳ ଭଣ୍ଡାରରେ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ମାଛକୁଣ୍ଡ ଡି ଡ୍ୟାମରୁ ମଧ୍ୟ ୨ ଟି ଗେଟ ଦେଇ ଜଳ ନିଷ୍କାସନ ହେୁଥିବା ସୂଚନା…

ବାତ୍ୟା ‘ମୋନ୍ଥା’ର ପ୍ରଭାବରେ କୋରାପୁଟରେ ବର୍ଷା ଆରମ୍ଭ

କୋରାପୁଟ,୨୭ା୧୦(ଅମିତାଭ ବେହେରା): ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ କୋରାପୁଟ ସହରରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ସେହିପରି ଜିଲାର ସୀମାନ୍ତ ପଟ୍ଟାଙ୍ଗି, ବନ୍ଧୁଗାଁ, ନାରାୟଣପାଟଣା ଅଞ୍ଚଳରେ ମଧ୍ୟ ବର୍ଷା ଜାରି ରହିଥିବା ଜଣାଯାଇଛି। ବାତ୍ୟା ନେଇ ଜନସାଧାରଣକୁ ସତର୍କ କରିବା ପାଇଁ…

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି, କହିଲେ ଓଡ଼ିଶାର…

ନୂଆଦିଲ୍ଲୀ,୨୬ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ବାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚାକିରି ଛାଡ଼ି କଫି ଚାଷରେ ଅନେକ ଲୋକ…

ପେନ୍‌ସନ୍‌ ଟଙ୍କା କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ

ଜୟପୁର,୨୫ା୧୦(ପବନ ପାଣିଗ୍ରାହୀ): ଏରିୟର୍‌ ଏବଂ ପେନ୍‌ସନ୍‌ ଟଙ୍କା କରାଇ ଦେବାକୁ କହି ସ୍ବତନ୍ତ୍ର କୋଷାଗାରର ପିଅନ ହରିଶ୍ଚନ୍ଦ୍ର ମହାପାତ୍ର ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ଟିମ୍‌ ଶନିବାର ଚଢ଼ାଉ କରିଛି। ହରିଶ୍ଚନ୍ଦ୍ର ଜଣେ ବ୍ୟକ୍ତଙ୍କଠାରୁ ୪୭ ହଜାର…

ସାମ୍ଭାବ୍ୟ ବାତ୍ୟାକୁ ନେଇ କୋରାପୁଟ ଜିଲାପାଳ ନେଲେ ବଡ଼ ନିଷ୍ପତ୍ତି

କୋରାପୁଟ,୨୫।୧୦(ଅମିତାଭ ବେହେରା ): ସମ୍ଭାବ୍ୟ ବାତ୍ୟା ମନ୍ଥା ପାଇଁ ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ ନେଇ ଶନିବାର ସନ୍ଧ୍ୟାରେ ଜିଲାପାଳ ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଜିଲାପାଳଙ୍କ ବିନା…

ପ୍ରେମିକାଙ୍କୁ ଭେଟିବାକୁ ଯାଇ ବାର୍‌ହା ଫାଶରେ ପଡ଼ିଗଲେ ନାବାଳକ ପ୍ରେମିକ: ଆଉ ତା’ପରେ ଘଟିଲା…

କୋରାପୁଟ,୨୫।୧୦(ଅମିତାଭ ବେହେରା): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ବାରହା ଫାଶରେ ପଡ଼ି ପ୍ରେମିକାଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ, ଅଲିଗାଁ ସ୍କୁଲ ଜଙ୍ଗଲରେ ଥିବା ଏକ ଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?