କୋରାପୁଟ

ବାଗ୍ରୀବେଡ଼ା ଗ୍ରାମକୁ ନାହିଁ ରାସ୍ତା

ଦଶମନ୍ତପୁର, ୧୯।୧୨ ( ଡ଼ି.ଏନ.ଏ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତର ବାଗ୍ରୀବେଡ଼ା ଗ୍ରାମର ଗ୍ରାମବାସୀ ଅନେକ ସମସ୍ୟା ମଧ୍ୟରେ କାଳ କାଟୁଛନ୍ତି। ବିଭିନ୍ନ ସରକାରୀ ଯୋଜନା ସେମାନଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। ୭୯ ପରିବାରକୁ ନେଇ…

ମାଫିଆଙ୍କ କବ୍‌ଜାରେ ରତ୍ନପଥର ଖଣି

ବିଷମକଟକ/କୋରାପୁଟ,୧୩ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲାରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚାଲାଣ କରାଯାଉଛି। ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁନାହିଁ। ସୋମବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ରାୟଗଡ଼ା ସହରରୁ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର…

ହେଲମେଟ୍‌ ପିନ୍ଧିବା ନେଇ ସହରବାସୀଙ୍କୁ ସଚେତନ କଲା ଟାଉନ ପୋଲିସ

କୋରାପୁଟ,୧୦ା୧୨(ସ୍ବ.ପ୍ର.): ପୂର୍ବରୁ ବାଇକ ଚଳାଇବା ବେଳେ କେବଳ ଗାଡ଼ିଚାଳକ ହେଲମେଟ୍‌ ପିନ୍ଧିବା ନିୟମ ଥିବାବେଳେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାଇକଚାଳକଙ୍କ ସହ ପଛରେ ବସିଥିବା ଯାତ୍ରୀ ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ା ତେଣୁ ଗାଡ଼ି ଚଳାଇବା…

ବିନା ମାଟିରେ ଜୈବିକ ଚାଷ କରି ଦିଗ୍‌ଦର୍ଶକ ପାଲଟିଛନ୍ତି କୋରାପୁଟର ପୁଅ

କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଏହି କରୋନା ଯୋଗୁ ବାଙ୍ଗାଲୁରୁରେ ଡାଟା ସାଇନ୍ସ…

ଆବାସ ଯୋଜନାରେ ସାମିଲ ହୋଇନି ୬ ଗାଁ

ଜୟପୁର,୫।୧୨ (ନି.ପ୍ର.): ଗରିବ ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ପରି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ା ମାତ୍ର ଏହି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁନାହିଁ। କୋରାପୁଟ ଜିଲାର ବୋରିଗୁମ୍ମା…

ବନ୍ୟଜନ୍ତୁଙ୍କ ମରଣଯନ୍ତା: ରାଞ୍ଚି-ବିଜୟୱାଡା ରାସ୍ତା

ବୈପାରିଗୁଡ଼ା,୪।୧୨ (ଡି.ଏନ୍‌.ଏ.): ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡା ରାସ୍ତା। ୨ ବର୍ଷ ମଧ୍ୟରେ ଶହ ଶହ ବିରଳ ପଶୁପକ୍ଷୀ ଦ୍ରୁତଗାମୀ ବସ୍‌ ଚକା ତଳେ ଚାପିହୋଇ ମୃତ୍ୟୁବରଣ କଲେଣି। ଏନେଇ ବନ ବିଭାଗର ନିଦ ଭାଙ୍ଗୁନାହିଁ। ୨ ବର୍ଷ ତଳେ…

ବିଭିନ୍ନ ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ

କୋରାପୁଟ,୩ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଲମତାପୁଟ ସିନ୍ଧିପୁଟିଠାରେ ଏକ ମେଗା ବ୍ରିଜ କରାଯିବା,…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଜାମିନ ପାଇଁ ଘୋଷଣା ହୋଇଥିଲା ୪ ଲକ୍ଷ ଟଙ୍କା

କୋରାପୁଟ,୨ା୧୨(ସ୍ବ.ପ୍ର.): ବୁଧବାରଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଥିବାବେଳେ ମାଓବାଦୀଙ୍କ ଟପ୍‌ ନେତା ତଥା ଏଓବିଏସଜେଡସିର କେନ୍ଦ୍ରୀୟ କମିଟିର ବରିଷ୍ଠ ନେତା ରାମକ୍ରୀଷ୍ଣାଙ୍କ ଅଙ୍ଗରକ୍ଷୀ ତଥା ଏସିଏମ ର଼୍ୟାଙ୍କର ରାମେ ମାଡକାମୀ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପାଖରେ…

୩ ଲକ୍ଷ ୨୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ନୋଟ ଜବତ: ଜଣେ ଗିରଫ

କୋରାପୁଟ,୨୬।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡ଼ା ଥାନା ଅଞ୍ଚଳରୁ ବୁଧବାର ବିଳମ୍ବିତ ରାତ୍ରରେ ଏସ୍‌ଟିଏଫ ଦ୍ୱାରା ଜଣେ ବ୍ୟକ୍ତିଠାରୁ ୩ ଲକ୍ଷ ୨୮ ହଜାର ୩ ଶହ ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଘଟଣାରେ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି…

କୋରାପୁଟ ଜିଲାରେ ଭାରତ ବନ୍ଦ ପ୍ରଭାବ: ଯାନବାହନ ଚଳାଚଳ ଠପ୍‌

କୋରାପୁଟ,୨୬।୧୧(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁ କୋରାପୁଟ ଜିଲାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଯାନବାହନ ଚଳାଚଳ ଠପ୍‌…

୨ କୁଇଣ୍ଟାଲ ଗଞ୍ଜେଇ ଜବତ: ୪ ଗିରଫ

ଜୟପୁର,୨୦ା୧୧(ଡି.ଏନ.ଏ)-କୋରାପୁଟ ଜିଲା ଜୟପୁର ସଦର ଥାନା ପକ୍ଷରୁ ଚଢାଉ କରାଯାଇ ୨ କୁଇଣ୍ଟାଲ ୫୭ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବୌଦ ସଦରଥାନା କୁସୁମଝୁଲି ଗ୍ରାମର ଡ୍ରାଇଭର ସ୍ବାଧୀନ ନାୟକ…

ଗଞ୍ଜେଇ ମାଫିଆ ଗିରଫ, ୩ଲକ୍ଷ ୩୦ ହଜାର ଜବତ

ଜୟପୁର, ୧୪।୧୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଇମ୍ରାନ ଖାଁ ଓରଫ ରାଜା(୨୪)ଙ୍କୁ ବୋରିଗୁମ୍ମା ଥାନା ଅଧୀନ କୁନ୍ଦରୀଗୁଡା ଗ୍ରାମରୁ ଗିରଫ କରିଛି। ତାଙ୍କ ନିକଟରୁ ୩ଲକ୍ଷ ୩୦ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?