କରୋନାର ଭୟଙ୍କର ରୂପ: ଗାଇଡ୍‌ଲାଇନ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

କୋରାପୁଟ,୨।୫(ସ୍ବ.ପ୍ର): କରୋନାର ଦ୍ୱିତୀୟ ଲହର ଦେଶସାରା ତାହାର ଭୟଙ୍କର ରୂପ ଦେଖାଉଥିବା ବେଳେ ରାଜ୍ୟରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। କୋରାପୁଟ ଜିଲାରେ ରବିବାର ଦିନକରେ ସର୍ବାଧିକ ୧୨୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲାରେ ବର୍ତ୍ତମାନ କରୋନାକୁ ନେଇ ସପ୍ତାହାନ୍ତ ଶଟଡାଉନ ଓ ନାଇଟ କର୍ଫ୍ୟୁ ଚାଲିଥିବା ସତ୍ତ୍ୱେ କରୋନାର ଏପରି ଦ୍ରୁତଗତିରେ ବୃଦ୍ଧି ଜିଲା ପ୍ରଶାସନକୁ ଚିନ୍ତାରେ ପାକାଇଛି। ଏ ନେଇ ଜିଲାପାଳ ଅବ୍‌ଦୁଲ ମହମ୍ମଦ ଅଖତାର ସମସ୍ତ ପୋଲିସ ପ୍ରଶାସନ ଓ ବ୍ଲକ, ପୌରାଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ କରୋନା ଗାଇଡ୍‌ଲାଇନ ପାଳନ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri