କୋରାପୁଟ

ଆନ୍ଧ୍ରର ନୂଆ ଜିଲାରେ କୋଟିଆ

ପଟ୍ଟାଙ୍ଗୀ,୪ା୪(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶର ୧୩ ଜିଲାକୁ ଭାଗ କରାଯାଇ ୨୬ ଜିଲା ଗଠନ କରାଯାଇଛି। ତେବେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନବଗଠିତ ‘ପାର୍ବତୀପୁରମ୍‌ ମାନ୍ୟମ୍‌’ ଜିଲାରେ ରଖାଯାଇଛି। କୋଟିଆକୁ ନେଇ ଦୁଇ ରାଜ୍ୟରେ ମଧ୍ୟରେ ସୀମା ବିବାଦ ଦୀର୍ଘବର୍ଷ ଧରି…

ଭାଜପା ଛାଡ଼ିବେ ଜୟରାମ ପାଙ୍ଗୀ

କୋରାପୁଟ/ପଟ୍ଟାଙ୍ଗୀ,୨।୪(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟର ପୂର୍ବତନ ଏମ୍‌ପି ତଥା ଭାଜପାର ବରିଷ୍ଠ ସଦସ୍ୟ ଜୟରାମ ପାଙ୍ଗୀ ଦଳ ଛାଡ଼ିବା ନେଇ ସୂଚନା ଦେଇଛନ୍ତି। ଶୁକ୍ରବାର କୋଟିଆଠାରେ ଆୟୋଜିତ ଓଡ଼ିଶା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଦଳ ଛାଡ଼ିବା ନେଇ ସେ କହିଥିଲେ। ଭାଜପା ରାଜ୍ୟ…

ନାସାରେ ଗବେଷଣା କରିବେ ଓଡ଼ିଆ ଝିଅ କେ.ଗଙ୍ଗୋତ୍ରୀ

ନାରାୟଣପାଟଣା, ୨।୪(ଡି.ଏନ୍‌.ଏ.): ଆମେରିକାର ନାସାରେ ଗବେଷଣା କରିବେ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକର ବ୍ୟବସାୟୀ କେ. ଶାୟାରାଜୁଙ୍କ ଝିଅ କେ.ଗଙ୍ଗୋତ୍ରୀ। ନାସାର ଏକ ପ୍ରୋଜେକ୍ଟରେ କାମ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଛି। କେ.ଗଙ୍ଗୋତ୍ରୀ ସ୍ଥାନୀୟ ଇଂଲିଶ ମିଡିୟମ ଆଶା ପବ୍ଲିକ୍‌…

୨ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଜୟପୁର, ୩୧।୩ (ନି.ପ୍ର.): ୨ ନାବାଳିକା ବଳାତ୍କାର ମାମଲାର ବିଚାରକରି ଜୟପୁର ଆଡହକ ଅତିରିକ୍ତ ଦୌରା ଜଜ୍‌ ଓ ଫାଷ୍ଟ ଟ୍ରାକ୍‌ ସ୍ପୋଶାଲ କୋର୍ଟ ଜଜ୍‌ ପ୍ରଦୀପ ସାସମଲ ୨ଜଣ ଯୁବକଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଆର୍ଥତ୍କ ଜରିମାନା…

କୋରାପୁଟରେ ଖାତା ଖୋଲିପାରିଲା ନାହିଁ ଭାଜପା

କୋରାପୁଟ,୨୬।୩(ସ୍ବ.ପ୍ର.): କୋରାପୁଟ ଏନଏସିରେ ବିଜେଡି ପୌରାଧ୍ୟକ୍ଷ ଆସନ ହାତେଇଛି। ବିଜେଡିର ଲଲାଟ ରଞ୍ଜନ ସେଠୀ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତିା ଲଳାଟ କଂଗ୍ରେସର ଦେବାନନ୍ଦ ବେହେରାଙ୍କୁ ୬୩୭୯ ଭୋଟରେ ପରାସ୍ତ କରିଛନ୍ତି । ଲଲାଟଙ୍କୁ ୧୨ ହଜାର ୯୩୦ ଭୋଟ ମିଳିଥିବା…

ଦିଗାପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

କୁନ୍ଦୁରା,୨୪।୩(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତର ଖିଲପୁଟତୋଟାଠାରେ ଦୀର୍ଘ ୫୦୦ ବର୍ଷ ପୁରୁଣା ମା’ ବୁଢ଼ୀ ଠାକୁରାଣୀଙ୍କ ଦୈବୀ ପୀଠ ରହଛି। ଏବେ ମା’ଙ୍କ ଘଟଯାତ୍ରା ସମୟ। ଚୈତ୍ରମାସର ଦ୍ୱିତୀୟ ମଙ୍ଗଳବାରରେ ଏହି ପୀଠରେ ଘଟଯାତ୍ରା ହୋଇଥାଏ l…

ଆଇନଜୀବୀଙ୍କୁ ଉପକୃତ କରିବ ଇ- ଲାଇବ୍ରେରି

ଜୟପୁର, ୨୩।୩ (ନି.ପ୍ର.) – ଜୟପୁରସ୍ଥିତ ଜିଲା କୋର୍ଟରେ ମଙ୍ଗଳବାର ଇ-ଲାଇବ୍ରେରି ଉଦ୍‌ଘାଟିତ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲିଧର ଭିଡିଓ କନଫରନେସି ଦ୍ୱାରା ଏହାକୁ ଉଦ୍‌ଘାଟନ କରିଛନ୍ତି ା ଇ- ଲାଇବ୍ରେରି ଦ୍ୱାରା ଆଇନଜୀବୀମାନେ ଉପକୃତ ହୋଇପାରିବେ ା…

ଅଯୋଧ୍ୟା ଗଲା ସୀତାକୁଣ୍ଡ ଜଳ

ମାଲକାନଗିରି/କୋରାପୁଟ,୨୩ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଗସ୍ତ କରିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିର ପାଇଁ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି। ଉକ୍ତ ଜଳକଳସ ରାମନବମୀ ଦିନ…

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ,୨୧।୩(ଡି.ଏନ୍‌.ଏ.) : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ। ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ ଆଇଜି ଇଣ୍ଟିଲେଜେନସି ଅଧିକାରୀ ମଧ୍ୟ କୋରାପୁଟ ଗସ୍ତରେ ଅଛନ୍ତି।  ପୋଲିସ ଡିଜି ଦକ୍ଷିଣ…

ପଟ୍ଟାଙ୍ଗୀ: ମାସକରେ ୫ ନବଜାତ ଶିଶୁ ମୃତ

ପଟ୍ଟାଙ୍ଗୀ, ୨୧।୩(ଡି.ଏନ.ଏ.): ମା’ ଓ ଶିଶୁ ମୃତ୍ୟୁ ରୋକିବାକୁ ପ୍ରଶାସନ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁନାହିଁ । ଫଳରେ ଶିଶୁମୃତ୍ୟୁକୁ ରୋକି ହେଉନାହିଁ। ଗୋଟିଏ ମାସରେ ୫…

ପୌର ନିର୍ବାଚନ ପୂର୍ବରୁ ଜୟପୁରରେ ଫୁଟିଲା ଗୁଳି

ଜୟପୁର, ୨୧ା୩ (ନି.ପ୍ର.): ଜୟପୁର ସହରରେ ପୌର ନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। କେତେକ ଦୁର୍ବୃତ୍ତ ଗୋପବନ୍ଧୁ ନଗରର କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ନେଇ ଜୟପୁରରେ ରାଜନୀତି ସରଗରମ ହୋଇଛି। ଘଟଣା ପଛରେ…

ଗ୍ୟାସ ଟାଙ୍କି ଫାଟି ମନ୍ଦିରରେ ନିଆଁ

କୋରାପୁଟ,୨୦।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ରଘୁନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ। କରାଯାଉଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri