ଆମ୍ବେଡ୍କରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ
ଜଟଣୀ,୨୮ା୬ (ଡି.ଏନ୍.ଏ.):ଜଟଣୀ ଥାନା ଅଧୀନ ବଡ଼ତୋଟା ବିଏସ୍ଏଫ୍ କ୍ୟାମ୍ପ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ବାବା ସାହେବ ଆମ୍ବେଡ୍କରଙ୍କ ପ୍ରତିମୂର୍ତ୍ତିର ହାତକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଏନେଇ ସୋମବାର ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଭୀମ ଆର୍ମି ଏକତା…
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ
ଖୋର୍ଦ୍ଧା ଅଫିସ,୨୬ା୬: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ଚଢ଼ାଉ ସତ୍ତ୍ବେ କୌଣସି ଫରକ ପଡୁନି। କୋଲକାତା, ବାଲେଶ୍ବର, ଜଳେଶ୍ୱର ପ୍ରଭୃତି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାରେ ପହଞ୍ଚୁଛି। ଏଠାରୁ ପଡ଼ୋଶୀ ଜିଲା ସମେତ ଗ୍ରାମାଞ୍ଚଳକୁ ପଠାଯାଉଛି। ଗୁଇନ୍ଦା…
ଟଙ୍କା ଫେରିପାଇବା ଆଶଙ୍କାରେ ଜମାକାରୀ
ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘଟଣାର ତଦନ୍ତ ଲାଗି ମେ’…
ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲେ
ବାରଙ୍ଗ,୨୬।୬(ଡି.ଏନ୍.ଏ.): ପ୍ରେମ ପାଇଁ ନିଜ ମଥାର ସିନ୍ଦୂର ପୋଛିଲା ସ୍ତ୍ରୀ। ଭୁଲିଗଲା ସାତଜନ୍ମର ସମ୍ପର୍କକୁ। ପ୍ରେମିକ ସହ ମିଶି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ବାମୀକୁ ହତ୍ୟା କଲା। ବାରଙ୍ଗ ଥାନା ଅନ୍ତର୍ଗତ ନେତଲଗଁା ନିକଟ କାଜୁ ଜଙ୍ଗଲରୁ ବୁଧବାର…
ଚପିଯାଇଛି ତଦନ୍ତ ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ହେଉନି
ଖୋର୍ଦ୍ଧା ଅଫିସ,୨୪ା୬: ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନେ ଚେୟାର ଟେବୁଲରେ ବସି ପାଠ ପଢ଼ିବା ସହ ସ୍ବଚ୍ଛ ପାଣି ପିଇବେ। ଏଥିଲାଗି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୮୩ ଲକ୍ଷ ୪୭ ହଜାର ଟଙ୍କା ଅନୁଦାନ…
ଧାନକିଣାରେ ସ୍ବଚ୍ଛତା ଉପରେ ଗୁରୁତ୍ୱ
ଖୋର୍ଦ୍ଧା ଅଫିସ,୨୨।୬: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ଦୁଇ ଜଣିଆ ପ୍ରତିନିଧି ଦଳ ଖୋର୍ଦ୍ଧା ଗସ୍ତରେ ଆସି ଯୋଗାଣ, ସମବାୟ ସଂସ୍ଥା ଏବଂ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ମଙ୍ଗଳବାର ଜିଲା ପରିଷଦ…
ପ୍ରତିଶୋଧ ପାଇଁ ପ୍ରେମିକଙ୍କ ତଣ୍ଟି କାଟିଥିଲେ
ଖୋର୍ଦ୍ଧା ଅଫିସ,୨୦ା୬: ଖୋର୍ଦ୍ଧା ଟାଉନ ଥାନା ଅଧୀନ ମଲ୍ଲିପୁର ପଞ୍ଚାୟତ ନିଆଳ ଗ୍ରାମର ପଥରଖଣିରୁ ଅତାଉଲ୍ଲା ଖାଁଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ପ୍ରେମରେ ପ୍ରତାରଣା ପରେ ପ୍ରତିଶୋଧ ପରାୟଣ ହୋଇ ଅତାଉଲ୍ଲାଙ୍କୁ ହତ୍ୟା କରାଯାଇଥିବା ଖୋର୍ଦ୍ଧା ଡିଏସ୍ପି…
୭ ବର୍ଷ ପରେ ଖୁସିକୁ ମିଳିବ ସାଥୀ
ବାରଙ୍ଗ,୧୯।୬(ଡି.ଏନ୍.ଏ.): ନନ୍ଦନକାନନରେ ରହୁଥିବା ଜିରାଫ ‘ଖୁସି’ପାଇଁ ଏକ ସାଥୀ ଆସିବ। ୭ ବର୍ଷ ଧରି ଖୁସି ନିଃସଙ୍ଗ ଜୀବନ ବିତାଉଥିଲା। ଅଲିପୁର ଚଡ଼ିଆଖାନାରୁ ଖୁସି ପାଇଁ ସାଥୀ ଆଣିବା ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ଖୁସି ଓ ତାର…
ଚିଲିକାରେ ବୁଡ଼ିଲା ଡଙ୍ଗା
ଖୋର୍ଦ୍ଧା ଅଫିସ,୧୯।୬: ଚିଲିକାରୁ ମାଛ ଧରି କୂଳକୁ ଫେରୁଥିବା ଏକ ଡଙ୍ଗା ଶନିବାର କାଳବୈଶାଖୀ ଯୋଗୁ ବୁଡ଼ିଯାଇଥିଲା। ଫଳରେ ଲକ୍ଷାଧିକ ଟଙ୍କାର ମାଛ ଓ ଜାଲ ପାଣିରେ ଭାସିଯାଇଥିବା ବେଳେ ମତ୍ସ୍ୟଜୀବୀମାନେ ପହଁରି ନିଜ ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ଦୁଇଦିନ…
ନନ୍ଦନକାନରେ ପ୍ରେମା ହାତୀ ଅସୁସ୍ଥ
ବାରଙ୍ଗ,୧୮।୮(ଡି.ଏନ୍.ଏ.): ନନ୍ଦନକାନନରେ ଥିବା ପ୍ରେମା ହାତୀର ନଖରେ ଆଘାତ ଲାଗି ହାତୀଟି ଅସୁସ୍ଥ ହୋଇପଡ଼ିଛି। ଏହା ସହିତ ହାତୀରର ବୟସ ମଧ୍ୟ ହୋଇଥିବାରୁ ଅସୁସ୍ଥ ରହୁଛି। ବର୍ତ୍ତମାନ ସାମାନ୍ୟ ଅସୁସ୍ଥ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଥିବା ବେଳେ ହାତୀର ଚିକିତ୍ସା କରାଯାଉଛି…
ପୁଣି ମଝି ଚିଲିକାରେ ଫସିଲା ଡଙ୍ଗା
ଖୋର୍ଦ୍ଧା ଅଫିସ,୧୭।୬: ପୁଣି ମଝି ଚିଲିକା ଜହ୍ନିକୁଦା ନିକଟରେ ଏକ ଯାତ୍ରୀବାହୀ ଡଙ୍ଗା ଅଟକି ରହିଛି। ଡଙ୍ଗାଟି ଜହ୍ନିକୁଦା ଘାଟଠାରୁ ସାତପଡ଼ା ଅଭିମୁଖେ ବାହାରିଥିଲା ଡଙ୍ଗାରେ ୨୦ରୁ ଊର୍ଦ୍ଧ୍ୱ ବାଇକ ଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି…
ଚିଲିକାରୁ ୫ ଫୁଟର ମୃତ ଡଲଫିନ୍ ଜବତ
ବାଲୁଗଁା,୧୫।୬(ଡି.ଏନ୍.ଏ.): ଚିଲିକାରେ ‘ଇରାୱାଡ଼ି’ ପ୍ରଜାତିର ଡଲଫିନ୍ ଏବେ ଅସୁରକ୍ଷିତ। ଗତ କିଛି ବର୍ଷ ହେବ ବିଭିନ୍ନ କାରଣ ଯୋଗୁ ଏହି ଡଲଫିନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଅଧୀନ ଚିଲିକାର କଳିଯୁଗେଶ୍ୱର ପାହାଡ଼…
Archives


