ଖୋର୍ଦ୍ଧା

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ଖୋର୍ଦ୍ଧା,୪ା୧(ପ୍ରଭାତ ପାଣିଗ୍ରାହୀ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଗଣନା ପାଇଁ ପାଞ୍ଚଟି ରେଞ୍ଜରେ ୨୧ ଟିମ୍‌ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍‌ ଜଳ ଭାଗରେ, ୨ଟି ଟିମ୍‌ ସ୍ଥଳଭାଗରେ ପକ୍ଷୀ ଗଣନା କରୁଛନ୍ତି। ଟାଗିଂ ରେଞ୍ଜରେ ୮ଟି ଟିମ୍‌,ବାଲୁଗାଁରେ ୫ଟି…

ଚିଲିକାରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ

ବାଲୁଗାଁ,୧ା୧: (ସଂଗ୍ରାମ ପାଇକରାୟ): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ…

ସୋମବାର ନନ୍ଦନକାନନ ଖୋଲା,ମଙ୍ଗଳବାର ବନ୍ଦ

ଖୋର୍ଦ୍ଧା,୩୧।୧୨: ଜାନୁୟାରୀ ୧ ତାରିଖ ଅର୍ଥାତ ନୂଆବର୍ଷରେ ନନ୍ଦନକାନନ ଖୋଲା ରହିବ। ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲି ମଜାନେଇ ପାରିବେ। ଏ ନେଇ ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ । ନନ୍ଦନକାନନ କର୍ତ୍ତୃପକ୍ଷ ଏନେଇ ସୂଚନା…

ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଖୋର୍ଦ୍ଧା,୨୮ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ୟୁନିଭର୍ସାଲ ଇନ୍‌ଫ୍ରା ଆଣ୍ଡ୍‌ ଏଗ୍ରି ଅଏଲ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ…

ନନ୍ଦନକାନନକୁ ଆସିଲା ୱାଲାବି, ଲିଭିଂଷ୍ଟୋନ ଟୁରାକୋ

ବାରଙ୍ଗ,୨୬।୧୨(ଲିଙ୍ଗରାଜ ରାଉତ)- ନନ୍ଦନକାନନ ଆସନ୍ତା ୨୯ରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ନନ୍ଦନକାନନ ସବୁବର୍ଷ ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେଉଥିବାବେଳେ ଚଳିତବର୍ଷ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟକଙ୍କୁ ନୂଆ ପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟି ଦେବାକୁ ଯାଉଛି। ଶୁକ୍ରବାର ରାତିରେ ହଳେ…

ମଣିଷର କଟା ପାପୁଲି ଧରି ଦୌଡ଼ି ଆସିଲା କୁକୁର

ନିରାକାରପୁର,୨୪।୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତ ମାନପୁର ଗ୍ରାମରୁ ପୋଲିସ ରବିବାର ମଣିଷର ଏକ କଟା ପାପୁଲି ଜବତ କରିଛି। ତେବେ କଟା ପାପୁଲିଟି କାହାର ସେନେଇ ଗାଁରେ ଚର୍ଚ୍ଚା ଜୋର ଧରିଛି। ଏନେଇ ପୋଲିସ ଏକ ମାମଲା…

ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ବାରଙ୍ଗ,୨୩।୧୨: ନନ୍ଦନକାନନକୁ ଆଉ ୪ ନୂଆ ଅତିଥି ଆସିଛନ୍ତି। ୩୫ ବର୍ଷ ପରେ ଦୁଇଟି ୱାଲାବି ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରହିଛି । ଏହା ସହିତ ପ୍ରଥମ ଥର ପାଇଁ ଦୁଇଟି ଲିଭିଂଷ୍ଟୋନ…

ମଣ୍ଡି ଖୋଲିନି, ଧାନର ଅଭାବୀ ବିକ୍ରି

ଖୋର୍ଦ୍ଧା,୨୨ା୧୨(ପ୍ରଭାତ ପାଣିଗ୍ରାହୀ): ଖରିଫ ଧାନକିଣାକୁ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ଲାଗି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲା ଯୋଗାଣ ବିଭାଗ ଏବଂ…

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର,୨୧ା୧୨: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି…

ରୋଗୀଙ୍କୁ ଯୋଗାଉଛନ୍ତି ମାଗଣା ଆମ୍ବୁଲାନ୍ସ ସେବା

ବେଗୁନିଆ,୨୧।୧୨(ହର ପ୍ରସନ୍ନ ପଣ୍ଡା)ବର୍ତ୍ତମାନ ସମୟରେ ବ୍ୟସ୍ତ ଜୀବନରେ କିଏ ବା କାହାକୁ ପଚାରେ। ଏଭଳି କ୍ଷେତ୍ରରେ ସାଧାରଣଲୋକଙ୍କ ସେବାରେ ପ୍ରଦୀପ୍ତ କୁମାର ବିଶ୍ୱାଳ ନିଜକୁ ବ୍ରତୀ କରିଛନ୍ତି। ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ରୋଗୀ ମାଗଣା ସେବା ଯୋଗାଇ ଯୋଗାନ୍ତି।…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଖୋର୍ଦ୍ଧା,୨୦।୧୨: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଫସିଯାଇଥିବା କୁହାଯାଉଛି। ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଡଙ୍ଗାଟି ଫସିଯାଇଥିଲା। ଜହ୍ନିକୁଦାରୁ ୪ କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଅଟକିଥିଲା। ଏଥିରେ…

ପ୍ରେମ ସମ୍ପର୍କକୁ ନେଇ ଜିଆରଏସ୍‌ଙ୍କୁ ହତ୍ୟା

ଖୋର୍ଦ୍ଧା,୧୯ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନବାଗ ସ୍ଥିତ ଏକ ଘରୋଇ ସଂସ୍ଥା ଘରୁ ରବିବାର ପୋଲିସ ଜଣେ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ଝୁଲନ୍ତା ମୃତଦେହ ଜବତ କରିଥିଲା। ମୃତକ ହେଲେ ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?