ନନ୍ଦନକାନନକୁ ଆସିଲା ଉଦ୍ଧାର ଶାଗୁଣା, ଶାରୀ
ବାରଙ୍ଗ,୨୬।୨(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ରବିବାର ଉଦ୍ଧାର ହୋଇ ଗୋଟିଏ ଶାଗୁଣା ଓ ଗୋଟିଏ ଶାରୀ ଆସିଛି। ସୂଚନା ଯୋଗ୍ୟ, ଠାକୁରମୁଣ୍ଡା କରଞ୍ଜିଆ ରେଞ୍ଜରୁ ଉଦ୍ଧାର ହୋଇ ଏକ ଧଳାପିଠିଆ ଶାଗୁଣା ନନ୍ଦନକାନନକୁ ଆସିଛି। ଶାଗୁଣାକୁ ଏଠାକାର ଡାକ୍ତର ପ୍ରାଥମିକ…
ମଧୁବନ ଗାଁରେ ବୁଲିଲା ଖଣ୍ଡା, ଜଣେ ଆହତ
ବାରଙ୍ଗ,୨୫ା୨(ଲିଙ୍ଗରାଜ ରାଉତ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗ ଥାନା ଅଧିନସ୍ଥ ମଧୁବନ ଗାଁରେ ରବିବାର ମଧ୍ୟାହ୍ନରେ ବୁଲିଛି ଖଣ୍ଡା। ଖଣ୍ଡାଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆତଙ୍କ ସୃଷ୍ଟି କରିଥିବା ଯୁବକମାନେ ଏକ କାର୍କୁ…
ଭୋଟ୍ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ
ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି ସହ ପୂର୍ବରୁ ଦୀର୍ଘ ୧୧ଦିନ ଧରି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା…
ବିଜେଡି, ଭାଜପା କନ୍ଦଳରେ କଂଗ୍ରେସ ଖୁସ୍
ଖୋର୍ଦ୍ଧା,୨୫ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅତୀତରେ କମ୍ୟୁନିଷ୍ଟ ନେତା ଗଙ୍ଗାଧର ପାଇକରାୟ, ସତ୍ୟାନନ୍ଦ ଚମ୍ପତିରାୟ, ଚିନ୍ତାମଣି ପାଣିଗ୍ରାହୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ ପ୍ରମୁଖ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଜାନକୀ ବଲ୍ଲଭ ଓ…
ଭଡାଘରୁ ମିଳିଲା ଶିକ୍ଷକଙ୍କ ମୃତଦେହ
ନିରାକାରପୁର,୧୮।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର କଲେଜ ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ଭଡାଘରୁ ଜଣେ ଶିକ୍ଷକଙ୍କ ମୃତଦେହ ନିରାକାରପୁର ପୋଲିସ ଜବତ କରିଛି। ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ରବିବାର ହସ୍ତାନ୍ତର…
ଦୋକାନ ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା
ବେଗୁନିଆ,୧୮।୨(ହର ପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅନ୍ତର୍ଗତ କୋଚିଆଖାଲ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଦୋକାନ ଗୃହ ଉଚ୍ଛେଦ ବେଳେ ଜଣେ ମହିଳା ବିଷ ପିଇଦେଇଥିଲେ। ସେ ହେଲେ କୃଷ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ…
ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ
ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ ଲୋକମାନେ…
ଅବକ୍ଷୟମୁଖୀ ଜଙ୍ଗଲ, ଶିକାର ହାତୀ ମୃତ୍ୟୁର କାରଣ
ଖୋର୍ଦ୍ଧା,୧୫ା୨(ପ୍ରଭାତ ପାଣିଗ୍ରାହୀ)ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣରେ ଆହତ ଦନ୍ତାହାତୀର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଗତବର୍ଷ କେରଳରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ତେବେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀଙ୍କ ଏଭଳି କାର୍ଯ୍ୟଶୈଳୀକୁ ନେଇ…
ତୀର୍ଥ ଯାଇଥିବା ୨ମହିଳା ନିଖୋଜ
ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୧୩।୨: ତୀର୍ଥଯାତ୍ରା ପାଇଁ ଯାଇଥିବା ଖୋର୍ଦ୍ଧା ଜିଲାର ୨ବରିଷ୍ଠ ମହିଳା ନିଖୋଜ ହୋଇନ୍ତି। ସେମାନେ ହେଲେ ବାଲିଅନ୍ତା ବ୍ଳକ ଦେଉଳି ଗାଁର ଗୀତାଞ୍ଜଳି ରାଉତ ଓ ଚିଲିକା ବ୍ଳକ ଅଠରବାଟିଆ ପଞ୍ଚାୟତ ଭେଲେରୀ ଗ୍ରାମର ରାଣୀ ଦେଇ । ଏ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡ଼ି, ଘୋଷାଡ଼ି ନେଇଗଲା ଖୁଣ୍ଟକୁ, ଆଉ ତା’ ପରେ…
ନିରାକାରପୁର,୧୦ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରାସ୍ତା ମଝିକୁ ଖୁଣ୍ଟଟିକୁ ଖୁବ୍ ଜୋର୍ରେ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ଶତାଧିକ ଲୋକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ…
କାମରେ ଲାଗୁନି ୨ ଥାନାର ନୂତନ କୋଠା
ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ ନୂତନ…
ପାହାଡ଼ ଉପରୁ ଖସିଲା ପ୍ରୋକଲିନ୍, ଚାଲିଗଲା ଚାଳକଙ୍କ ଜୀବନ
ଖୋର୍ଦ୍ଧା,୩ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ଼ରେ ଶନିବାର ଏକ ଅଘଟଣ ଘଟିଛି। ପାହାଡ଼ ଉପରୁ ପ୍ରୋକଲିନ ଖସି ପଡ଼ିବାରୁ ଚାଳକଙ୍କ ଜୀବନ ଚାଲିଯାଇଛି। ଖବରପାଇ ସଦର ପୋଲିସ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ…

