କେନ୍ଦୁଝର

ଲଗାଣବର୍ଷାରେ ବିଲରେ ସଢୁଛି ପନିପରିବା: ଚାଷୀଙ୍କୁ ଘାରିଛି ଋଣ ପରିଶୋଧ ଚିନ୍ତା

ରାଇସୁଆଁ,୨୭ା୪(ଡି.ଏନ୍‌.ଏ.) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜୁନପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ କାଳବୈଶାଖୀ ଲଗାଣବର୍ଷା ଏବଂ କୁଆପଥର ମାଡ଼ରେ ଯୁବଚାଷୀମାନଙ୍କର ହେକ୍ଟର ହେକ୍ଟର ପନିପରିବା ନଷ୍ଟ ହୋଇଯାଇଛି। ଫଳରେ ଚାଷୀ ଘରୋଇ ସଂସ୍ଥା ଏବଂ ବ୍ୟାଙ୍କ ଋଣ ପରିଶୋଧ କରିବା…

ନୂଆଗାଁ ପଞ୍ଚାୟତ଼ରେ ବାହାର ଫେରନ୍ତାଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକୟିୟା ଆରମ୍ଭ

ରାଇସୁଆଁ,୨୭।୪(ଡି.ଏନ୍‌.ଏ.): ମହାମାରୀ କରୋନକୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରିରହିଛି। ଏହି ସମୟରେ ବାହାର ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇଥିବା ଶ୍ରମିକମାନେ ଫସି ରହିଛନ୍ତି। ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି। ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ…

ଜୀବିକାକୁ ନେଇ ଚିନ୍ତାରେ ବନବାସୀ

କେନ୍ଦୁଝର, ୨୭ା୪(ସ୍ବ.ପ୍ର.)-ଜଙ୍ଗଲରୁ ମିଳୁଥିବା ମହୁଲ, ଟୋଲ, ହରିଡା, ବାହାଡା, କାଠ, ଦାନ୍ତକାଠି, ଶାଳପତ୍ର ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ବନବାସୀମାନେ ତେଲଲୁଣର ସଂସାର ଚଳାଇଥାନ୍ତି। କେନ୍ଦୁଝର ଜିଲାର ଗ୍ରାମୀଣ ଅଧିବାସୀଙ୍କ ଅର୍ଥନୀତିକୁ ସୁଦୃଢ କରିଥାଏ ମହୁଲଫୁଲ। ଏହାକୁ ବିକି ଜିଲାର…

ବାଇକ୍‌ ଲୁଟ ଘଟଣା, ପୁଣି ଜଣେ ଅଭିଯୁକ୍ତ ଗିରଫ

ବଡ଼ବିଲ, ୨୭ା୪(ସ୍ବ.ପ୍ର.)-ବାଇକ୍‌ ଚୋରି ଘଟଣାରେ କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ରବିବାର ସୟାବାଲି ଅଞ୍ଚଳରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୟାବାଲି ଗ୍ରାମର ଅଜ୍ଜୁ ଖାନ ଓରଫ ଏମଡି ସଦା। ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀରୁ…

ଜୀବନବିନ୍ଦୁରେ ୩୦ୟୁନିଟ୍‌ ରକ୍ତ ସଂଗ୍ରହ: ୨ ପରିବାରରୁ ୬ଜଣ କଲେ ରକ୍ତଦାନ

କେନ୍ଦୁଝର, ୨୬ା୪(ଡି.ଏନ.ଏ.)-ପବିତ୍ର ଅକ୍ଷୟତୃତୀୟା ଅବସରରେ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୩୦ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଦୁଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମୁଖ୍ୟଙ୍କ ପରିବାରରୁ ୩ଜଣ ଲେଖାଏ ୬ଜଣ…

ଯୋଡ଼ା ସହରରେ ପଶିଲେ ୧୮ ହାତୀ

ଯୋଡ଼ା, ୨୬।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହର ଭିତରକୁ ୧୮ଟି ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଶନିବାର ବିଳମ୍ବିତ ରାତିରେ ଏହି ହାତୀମାନେ ଯୋଡା ଭ୍ୟୁ-ନର୍ସରୀ ପାର୍କ ନିକଟକୁ ପଶି ଆସିଥିଲେ । ହାତୀପଲ ସେଠାରେ…

୪୩ ୟୁନିଟ୍‌ ରକ୍ତ ସଂଗୃହୀତ

ଆନନ୍ଦପୁର,୨୬। ୪(ସ୍ବ.ପ୍ର.)- ଘସିପୁରା ନିର୍ବାଚନମଣ୍ଡଳୀ ବୀରଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ…

ଭାଜପାର ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ

କେନ୍ଦୁଝର, ୨୬।୪(ସ୍ବ.ପ୍ର.)-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ପଦ୍ମପୁର ଗ୍ରାମଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୮ଟାରେ ପଦ୍ମପୁର ଗ୍ରାମରେ ପ୍ରଥମେ ଯଜ୍ଞ, ହୋମ ସହିତ ଭୂମି…

ମହୁଲୀ ମଦ ବିକ୍ରି ବେଳେ ଜଣେ ଗିରଫ

କେନ୍ଦୁଝର,୨୬ା୪ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଚୋରା ଦେଶୀ ମହୁଲି ମଦ କାରବାର ବେଧଡ଼କ ଭାବେ ଚାଲିଥିଲା। ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରି ମୁନା ନାମକ ଜଣେ ବେପାରୀକୁ ଗିରଫ କରିିଛି। ଏଥିରେ ସମ୍ପୃକ୍ତ ବେପାରୀ…

ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ହାଟଡିହୀ,୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶଙ୍ଖୁଅ ଗ୍ରାମରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ନରହରି ସାମଲଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ଗାଁ ମୁଣ୍ଡ ପୋଖରୀ ନିକଟରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ…

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ପଞ୍ଚାୟତରେ ନାମ ପଞ୍ଜୀକରଣ

ହାଟଡିହୀ,୨୬ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ରହିଛି। ଏ ଅଞ୍ଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟରେ ରହୁଛନ୍ତି। ନିଜ ଘରକୁ ଫେରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ପଞ୍ଚାୟତଗୁଡ଼ିକରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ…

ଲକ୍‌ଡାଉନ ନିୟମ ଭାଙ୍ଗି ୮ ଯୁବକଙ୍କ ନାମରେ ମାମଲା

ହାଟଡିହୀ, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏମାନେ ସମସ୍ତେ ହାଟଡିହୀ ଅଞ୍ଚଳର। ଏକ ଅଣପଞ୍ଜୀକୃତ ଗ୍ରୁପ ବିନା ପାସ୍‌ରେ ଖାଦ୍ୟ ବାଣ୍ଟିବାକୁ ଯାଉଥିଲେ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?