କେନ୍ଦୁଝର

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ସହାୟତା

ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-କୋଭିଡ-୧୯ର ମୁକାବିଲା ପାଇଁ ମଙ୍ଗଳବାର ଘସିପୁରା ଠାରେ ଥିବା ବାଲ ଶିକ୍ଷା ସଂସ୍ଥାନର ୫ମ ଶ୍ରେଣୀ ଛାତ୍ରୀ ଇପ୍ସୀତା ବେହେରା ୭୨୦୦ ଟଙ୍କା ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଦାନ କରିଛନ୍ତି। ତାଙ୍କ ବାପା ବିଶ୍ରବାନନ୍ଦ ବେହେରା ଏକ ଚା’…

କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଆନନ୍ଦପୁର,୨୮। ୪(ସ୍ବ.ପ୍ର.)-ଆନନ୍ଦପୁର ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଙ୍ଗଳବାର ମଧୁବାବୁଙ୍କ ଜୟନ୍ତୀ ଏବଂ ଆଇନଜୀବୀଙ୍କ ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘର ସଭାପତି ସଞ୍ଜୟ ମିଶ୍ରଙ୍କ ସଂଯୋଜନାରେ ଏହି ଦିବସ ପାଳିତ ହୋଇଛି। ଏହି ଅବସରରେ ଆଇନଜୀବୀମାନେ ମଧୁବାବୁଙ୍କ ଜୀବନୀ…

ମିଳିଲାନି ଗାଡ଼ି ଆସିଲାନି ଆମ୍ବୁଲାନ୍ସ: ସାପ କାମୁଡାରେ ଜୀବନ ଗଲା

ପାଟଣା, ୨୮।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକର ଉପାନ୍ତ ଅଞ୍ଚଳ ଡାଳପକା ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ଅଭାବନୀୟ ଘଟଣା କ୍ରମରେ ସାପ କମୁଡାରେ ଜଣେ ବିବାହିତା ମହିଳାଙ୍କର ରବିବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ରାମଦାସ…

ହାଟଡିହୀରେ ଅସ୍ଥାୟୀ କୋଭିଡ-୧୯ କ୍ୟାମ୍ପ ଖୋଲିବ

ହାଟଡିହୀ, ୨୮।୪(ଡି.ଏନ.ଏ.)-ବାହାର ରାଜ୍ୟ ଫେରନ୍ତାଙ୍କୁ ନେଇ ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ତେଣୁ ସେମାନଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ ମେଡିକାଲ କ୍ୟାମ୍ପ ଖୋଲିବ। ଗତ…

କାର୍ଡ଼ ଥାଇବି ନିର୍ମାଣ ଶ୍ରମିକଙ୍କୁ ମିଳିପାରୁୁନି ସହାୟତା

ରାଇସୁଆଁ, ୨୮।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଆଗୁଆ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରି ସରକାର ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତ଼ା ପ୍ରଦାନ କରୁଛନ୍ତି। ହେଲେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ଼ ନୂଆଗାଁ ପଞ୍ଚାୟତ଼ରେ ଶତ଼ାଧିକ ନିର୍ମାଣ ଶ୍ରମିକଙ୍କ କାର୍ଡ଼ ଥାଇବି…

୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ତେଲକୋଇ, ୨୮ା୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ଫ୍ୟାମିଲ ୱେଲଫେୟାର ବିଭାଗ ପକ୍ଷରୁ ଶିବିରରେ ୪୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ସାମାଜିକ ଦୂରତା ସହିତ ରକ୍ତଦାନ…

କଣ୍ଠଶିଳ୍ପୀଙ୍କ ଦ୍ୱାରା ମାସ୍କ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୨୬ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୫ ନଂ.ଓ୍ବାର୍ଡ ଆଜାଦବସ୍ତି କ୍ଲବ ଗୃହଠାରେ ଯୋଡାର ଜଣେ କଣ୍ଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ମାସ୍କ ଓ ଅତ୍ୟାବଶ୍ୟକ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ସ୍ଥାନୀୟ ଆଜାଦ ବସ୍ତି…

ଯୋଡ଼ାରେ ୩ ଜଣଙ୍କ ସ୍ବାବ୍‌ ସଂଗ୍ରହ

ଯୋଡ଼ା, ୨୭।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବାହାରୁ ଆସିିଥିବା ଲୋକମାନଙ୍କ ସ୍ବାବ ସଂଗ୍ରହ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ମେଡିକାଲ ଟିମ୍‌ ରବିବାର ଯୋଡାରେ ପହଞ୍ଚିଛନ୍ତି। ରବିବାର ପ୍ରଥମ ଦିନରେ ରାଜ୍ୟ…

ଅନ୍ୟ ଜିଲାରୁ ଫେରିଥିବା ଶ୍ରମିକଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଗଲା

ପାଟଣା , ୨୭।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମଖସାପିଟା ସାହିରୁ ଯାଜପୁର ଜିଲା କୋରେଇ ଥାନା ଅଞ୍ଚଳକୁ ମାଟି କାମ କରିବାକୁ ଯାଇଥିବା ଶ୍ରମିକ ମାନେ ସୋମବାର ଗାଁକୁ ଫେରିଛନ୍ତି। ସ୍ବାମଖସାପିଟା ମୁଣ୍ଡାସାହିର ୧୬, ମାଧପୁରର ୩ ଜଣ…

ସଫେଇ ହେଉନି ଆବର୍ଜନା

କେନ୍ଦୁଝର, ୨୭।୪(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ମଇଳା ଆବର୍ଜନା ନିୟମିତ ସଫେଇ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବଡ଼ଦାଣ୍ଡରେ ମଇଳା ଆବର୍ଜନା ପଡୁଥିଲେ ହେଁ ସଫେଇ ହେଉନାହିଁ। ସେହିପରି ବଡ଼ ଦାଣ୍ଡ ସମେତ ଅନ୍ୟାନ୍ୟ ରାସ୍ତାରେ ତଥା ଡ୍ରେନ ଗୁଡ଼ିକ…

ଡଅଁର ପଞ୍ଚାୟତରେ ସଚେତନତା

ହାଟଡିହୀ, ୨୭।୪(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତ ଅଧୀନରେ ଥିବା ଡଅଁର, ଚଷାଖଣ୍ଡ, ସରଳା, ଜୋରାଗଡିଆ ପ୍ରଭୃତି ଗ୍ରାମରେ ସରପଞ୍ଚ ହିସି ହେମ୍ବ୍ରମ ଲୋକଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନ କରାଇଛନ୍ତି। ତାଙ୍କ ସହ ପିଇଓ ରମେଶ ମାଝୀ,ଜିଆରଆସ ବିନୟ…

କୋଭିଡ ଦାୟିତ୍ୱରେ ଥିବା ପୋଲିସକୁ ଆକ୍ରମଣ: ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ହାଟଡିହୀ, ୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ସରକାରୀ ଅଧିକାରୀମାନେ ଦିନ ରାତି ଏକ କରିଦେଇଛନ୍ତି। କିନ୍ତୁ କେତେକ ଅମାନିଆଙ୍କ ପାଇଁ ପରିସ୍ଥିତି ଜଟିଳ ହେଉଛ। ଏମିତି କିଛି ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ରତକଣା ଗ୍ରାମରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?