କେନ୍ଦୁଝର

ବିନା ଭକ୍ତରେ କେନ୍ଦୁଝରରେ ଗଡ଼ିଲା ଶ୍ରୀ ବଳଦେବଜୀଉଙ୍କ ରଥ

କେନ୍ଦୁଝର,୧୨ା୭(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମନ୍ଦିର ପରିସରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବିନା ଭକ୍ତରେ ରୀତି ନୀତି ଅନୁଯାୟୀ ଗଡ଼ିଛି ରଥ। କେବଳ ସେବାୟତ, ବ୍ରାହ୍ମଣ ତଥା ପହଣ୍ଡିଆ ତଥା କେତେକ ସରକାରୀ…

ଖତ ଖାଉଛି ମହୁ ବାକ୍ସ

କେନ୍ଦୁଝର,୧୨।୭(ସ୍ବ.ପ୍ର.)-ଏକଦା କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ମହୁର ବିଶ୍ୱସନୀୟତା ବାହାରେ ଅଧିକ ରହିଥିଲା। ଏହି ଜିଲାରେ ପ୍ରଚୁର ପରିମାଣରେ ମହୁ ଉତ୍ପାଦନ ହେଉଥିଲା। ପ୍ରାକୃତିକ ପରିବେଶରେ ବଣଜଙ୍ଗଲରେ ମହୁମାଛି ଫେଣା କରୁଥିଲେ। ବିଭିନ୍ନ ପ୍ରକାରର ଫୁଲରୁ ମଧୁ ସଂଗ୍ରହ କରି ଏହି…

ମେଗା ବଦଳରେ ମିନି ଷ୍ଟିଲ୍‌ ପ୍ଲାଣ୍ଟ

କେନ୍ଦୁଝର, ୧୧।୭(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲାର ବଡବିଲ ତହସିଲ ଅନ୍ତର୍ଗତ କାରାଖେଣ୍ଡରାଠାରେ ଥିବା ରୁଙ୍ଗ୍‌ଟା ମାଇନ୍ସର ପୁର୍ବରୁ ଅବସ୍ଥିତ ଏକ ସ୍ପଞ୍ଜ ଆଇରନ କାରଖାନାକୁ ଷ୍ଟିଲ୍‌ ପ୍ଲାଣ୍ଟରେ ପରିଣତ କରିବା ପାଇଁ ଗତ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।…

ମା’ ଝିଅଙ୍କୁ ଏକୁଟିଆ ଦେଖି ଘରେ ପଶିଗଲେ ଯୁବକ, ତା’ପରେ..

ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘରେ ମା’, ଝିଅ ଶୋଇଥିବା ବେଳେ ଜଣେ ଯୁବକ ଘରେ ପଶି ଯାଇଥିଲେ। ହେଲେ ଉଭୟ ମା’ ଝିଅ ପାଟି କରିବାରୁ ଘର ଲୋକେ ଓ ଗ୍ରାମବାସୀ…

ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି କରୁଥିଲେ ଅପବ୍ୟବହାର: ଯୁବକ ଗିରଫ

ବଡ଼ବିଲ,୧୦ା୭(ସ୍ବ.ପ୍ର): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ନାମରେ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଅପବ୍ୟବହାର କରିଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ…

ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପାଟଣା,୧୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କଡ଼ ତୁରୁମୁଙ୍ଗା ଝାରବେଡା ଛକରେ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଝାରବେଡା ଛକ ସ୍ଥିତ ହୋଣ୍ଡା…

କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୦ା୭(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରରେ ଖୁବ୍‌ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିସହିତ ଏଠାରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ ପକ୍ଷରୁ କେନ୍ଦୁଝରରେ ୭୯୨୦ କୋଟି…

ବ୍ଲକ ଘେରାଉ କରି ଭାଜପାର ବିକ୍ଷୋଭ

ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଭାଜପା ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ ବିଜେଡି ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କରିଥିବା ମହାଦୁର୍ନୀତି ବିରୋଧରେ ଏହି ଘେରାଉ ହୋଇଛି। ଭାଜପାର ଶତାଧିକ କର୍ମୀ ଓ ନେତାମାନେ ଏକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଆରୋହିଙ୍କ ଉପରେ ଚଢ଼ିଗଲା ଟ୍ରକ

ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ ଓ କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଏକ ଟ୍ରକ ବାଇକ୍‌କୁ ଧକ୍କା…

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନନ୍ଦପୁର ବ୍ଲକ ଓ ପୌରପରିଷଦର କଂଗ୍ରେସ କମିଟି ପକ୍ଷରୁ ଏହି…

ଘରେ ବସିଥିବା ସମୟରେ ମହିଳାଙ୍କ ଉପରେ ହେଲା ବଜ୍ରପାତ

ଆନନ୍ଦପୁର,୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଓସ୍ତପୁରା ଗ୍ରାମର ପ୍ରଶାନ୍ତ ମୁର୍ମୁଙ୍କ ସ୍ତ୍ରୀ ସାରଥି ମୁର୍ମୁ (୨୩) ବଜ୍ରପାତରେ ଗୁରୁତର ହୋଇ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ବୁଧବାର ମଧ୍ୟାହ୍ନରେ ସେ ଘର ବସିଥିବା ସମୟରେ…

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦୁଝର,୭ା୭(ସ୍ବ.ପ୍ର.): ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଂଗ୍ରେସ ବ୍ଲକ ଘେରାଉ କରିଛି। ଏତଦ୍‌ବ୍ୟତୀତ ଧାନ ମୂଲ୍ୟ ୨୯୨୯ ଟଙ୍କା ବୃଦ୍ଧି ଓ ଧାନ କିଣା ଅବଧିକୁ ଜୁଲାଇ ୨୫କୁ ବୃଦ୍ଧି ଦାବିରେ ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?