କେନ୍ଦୁଝର

ବନବିଭାଗ ପକ୍ଷରୁ ଚଢାଉ: ୮ କାଠମାଫିଆ ଗିରଫ

ତେଲକୋଇ, ୪ା୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ କାଳିଆହତା ଫରେଷ୍ଟ ବିଟ୍‌ର ରେକୁଟି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ଜଣ ମେଶିନରେ ଶାଳ ଗଛ କାଟୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଚଢାଉ କରାଯାଇ…

ଚାହିଦା ଅଧିକ, ମିଳୁନି ମୂଲ୍ୟ

କେନ୍ଦୁଝର, ୪।୧୨(ସ୍ବ.ପ୍ର.)- କନ୍ଦମୂଳ। ଯେମିତି ମିଠା ସେମିତି ସୁସ୍ବାଦୁ। କେନ୍ଦୁଝର ଜିଲାରେ ଅମଳ ହେଉଥିବା କନ୍ଦମୂଳର ସ୍ବତନ୍ତ୍ର ଚାହିଦା ରହିଛି। ଏହା ସ୍ଥାନୀୟ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ସହର ବଜାରରେ ମଧ୍ୟ ଏହା ଭଲ ବିକ୍ରି ହୋଇଥାଏ। ଶୀତଋତୁରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

କେନ୍ଦୁଝର,୩ା୧୨(ସ୍ବ.ପ୍ର.): ବିଭିନ୍ନ ଦାବି ନେଇ ଅଲ୍‌ ଇଣ୍ଡିଆ କ୍ଷେତ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖୁବ୍‌ଶୀଘ୍ର ସମସ୍ତ ଧାନ କ୍ରୟ କେନ୍ଦ୍ର ଖୋଲି ଚାଷୀଙ୍କ ଧାନ କିଣିବା, ଗତବର୍ଷ ଧାନ ବିକିଥିବା ଚାଷୀଙ୍କୁ…

ଅଟୋଚାଳକରୁ ୟୁଟ୍ୟୁବ୍‌ ହିରୋ

କେନ୍ଦୁଝର, ୩।୧୨(ସ୍ବ.ପ୍ର.)-ୟୁଟ୍ୟୁବ୍‌ ଏବେ ଅନେକ ପ୍ରତିଭାଙ୍କ ପାଇଁ ବରଦାନ ପାଲଟି ଯାଇଛି। ଏଥିଯୋଗୁ ବହୁ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି, ଆଉ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମିଳୁଛି ସ୍ବତନ୍ତ୍ର ପରିଚୟ । ଏହିଭଳି ଜଣେ ୟୁଟ୍ୟୁବ୍‌ କଳାକାର ହେଉଛନ୍ତି କେନ୍ଦୁଝର ସହର ନିହାଲସିଂସାହିର…

ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବ୍ୟକ୍ତି

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡ଼ା ଗ୍ରାମର ଜଣେ ବ୍ୟକ୍ତି ସୋମବାର ଭୋରରୁ ଗାଁ ନାଳକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ…

‘ଆଗଭଳି ବେପାର ହେଉନି’ – କରୋନା ପାଇଁ ସବୁ ଠପ୍‌

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-କରୋନା କଟକଣାରେ ବହୁ ଲୋକଙ୍କ ଜୀବନଜୀବିକା ଠପ୍‌ ହୋଇଯାଇଛି। ବିଶେଷ କରି ଦିନମଜୁରିଆ ଓ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଜଳଖିଆ ଦୋକାନ, ହୋଟେଲ ଆଦି ଖୋଲି ଗୁଜୁରାଣ ମେଣ୍ଟାଉଥିବା ବହୁ ଗରିବ ଶ୍ରେଣୀର ଲୋକେ ଅଧିକ କ୍ଷତିଗ୍ରସ୍ତ…

ଆମ୍ବୁଲାନ୍ସରେ ମିଳିଲାନି ଅକ୍ସିଜେନ୍‌: ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ଆନନ୍ଦପୁର,୨୮। ୧୧(ସ୍ବ.ପ୍ର.)-ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ହେଲେ ଆମ୍ବୁଲାନ୍ସରେ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ଅବହେଳା ଯୋଗୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି…

ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ

କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି।…

କଳାପଲ୍‌ସର ଆତଙ୍କ: ୫ଲକ୍ଷ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଫେରାର

ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ମଙ୍ଗଳବାର ଲୁଟ୍‌ ହୋଇଛି। କଳାପଲ୍‌ସରରେ ୨ ଦୁର୍ବୃତ୍ତ ଆସି ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇ ଜାତୀୟ ରାଜପଥ ୪୯ ନଂ.ରେ…

ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ ହେବା…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ ଲୋକନାଥ ସାହୁ ସୋମବାର ପୋକ୍ସୋ ଆଇନରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…

ଚାଲି ଚାଲି ଆସିଲେ ଗର୍ଭବତୀ: ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ

ତେଲକୋଇ,୨୨।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତର ଟୁଙ୍ଗୁରୁବାହାଳ ଜୁଆଙ୍ଗ ବସ୍ତିର ଜଣେ ଗର୍ଭବତୀଙ୍କୁ ଏକ କି.ମି. ଚାଲିଚାଲି ଆସିବାକୁ ପଡିଛି। ଉକ୍ତ ବସ୍ତିକୁ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିଲା। ଏଥିଯୋଗୁ ଆଶା ଦିଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri