ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ
କେନ୍ଦୁଝର,୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ କିଆପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଧରପଗଡ଼ ହେଉ ନ ଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି…
ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ
ପାଟଣା,୭ା୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନ ଚେମେଣା ଶାଖା ସମିତି ମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରବିବାର ୧୨୦ରୁ ଊଦ୍ଧର୍ବ ଚାଷୀ ୪୯ନଂ. ଜାତୀୟ ରାଜପଥର…
ଭାଇବୋହୂଙ୍କୁ ହତ୍ୟା, ଦେଢ଼ଶୁର ଅଟକ
ଯୋଡ଼ା,୭ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅଧୀନ କଲ୍ହୋହୁଣ୍ଡୁଳା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦେଢ଼ଶୁର ତାଙ୍କ ଭାଇବୋହୂଙ୍କୁ ହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଶ୍ରୀଦେବୀ ମୁଣ୍ଡା। ପୋଲିସ ଅଭିଯୁକ୍ତ ରଞ୍ଜିତ ମୁଣ୍ଡାଙ୍କୁ ଥାନାରେ…
‘ସମ୍ମାନହାନି ହୋଇଥିବାରୁ ଅଦାଲତ ଦ୍ୱାରସ୍ଥ ହେବି’
କେନ୍ଦୁଝର, ୭ା୨ (ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ବିରୋଧରେ ଭାଜପା କର୍ମୀ ସଞ୍ଜୀବ ନାୟକ ଟାଉନ ଥାନାରେ ଏତଲା ଦେବା ଘଟଣା ଜିଲାରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗକୁ ଭିତ୍ତିକରି…
ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ
କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ଚୋରି ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପରିସରରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷା ବଳ ନିୟୋଜିତ ସତ୍ତ୍ୱେ କିଭଳି…
ନିଷେଧ ସତ୍ତ୍ୱେ ସହରକୁ ପଶୁଛି ଭାରିଯାନ
କେନ୍ଦୁଝର, ୬ା୨ (ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ନିଷେଧ ସତ୍ତ୍ୱେ ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ୍ ତଥା ଲାଇନ ଟ୍ରକ୍ ଯାତାୟାତ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଆଗକୁ ସ୍କୁଲ ଖୋଲୁଥିବାରୁ ବହୁ ସଂଖ୍ୟାରେ ଛୋଟ ଛୋଟ ପିଲା ଯାତାୟାତ…
ବୋଲେରୋ ନିଲାମରେ ଅନିୟମିତତା
ଯୋଡ଼ା, ୬ା୨ (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅଧୀନରେ ଥିବା ଏକ ସଚଳ ବୋଲେରୋକୁ ପୌରପାଳିକା ପକ୍ଷରୁ ଅତିକମ୍ ମୂଲ୍ୟରେ ନିଲାମ ଦିଆଯାଇଛି। ଏଥିରେ ଅନିୟମିତତା କରାଯାଇଥିବା ଯୋଡା ନଗର ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଯୋଡା ନଗର ଭାଜପା…
ଟୋକନ ଆବଣ୍ଟନକୁ ନେଇ ଗଣ୍ଡଗୋଳ, ଥାନାରେ ମାମଲା
କେନ୍ଦୁଝର,୫ା୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରୁ ଲୁହାପଥର ପରିବହନ ପାଇଁ ଟୋକନ ଆବଣ୍ଟନକୁ ନେଇ ଗଣ୍ଡଗୋଳ ଦେଖାଦେଇଥିଲା। ଏହାକୁ ନେଇ ଟ୍ରକ୍ ଚାଳକଙ୍କୁ ଟ୍ରକ୍ ସଂଘ, ଟ୍ରକ ମାଲିକ ଓ ପରିବହନ ଠିକାସଂସ୍ଥାର କେତେକ କର୍ମଚାରୀ ମାଡ଼ ମାରିବା…
ମଣ୍ଡିରେ ଭିଜିଲା ଧାନ
କେନ୍ଦୁଝର, ୫।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀଙ୍କଠାରୁ ଧାନ କିଣା ଚାଲିଛି। ଚାଷୀମାନେ ଧାନ ଓ ଟୋକନ ଧରି ମଣ୍ଡି ଆଗରେ ଅପେକ୍ଷା କରି ରହିଛନ୍ତି। ହେଲେ ଅନେକ ମଣ୍ଡିରେ ଧାନ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ନାହିଁ କିମ୍ବା ଚାଷୀଙ୍କ…
ଭୋଟର ତାଲିକାରେ ଶତାଧିକଙ୍କ ନାଁ ନାହିଁ
ହାଟଡିହୀ,୩ା୨(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତ କନକପା ଗ୍ରାମ ୧୦ନଂ. ୱାର୍ଡର ଶତାଧିକ ଭୋଟରଙ୍କ ନାଁ ତାଲିକାରେ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଲୋକେ ଦାୟୀ କରିଛନ୍ତି। ଏତେସଂଖ୍ୟକ ଲୋକଙ୍କ ନାଁ କିପରି…
ଅସହାୟଙ୍କ ଦେବଦୂତ ନିକୁ
କେନ୍ଦୁଝର,୩ା୨(ଡି.ଏନ.ଏ.) କେନ୍ଦୁଝରର ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନ କନକ ଜୁଏଲେରିର ନିର୍ଦ୍ଦେଶକ ଜିତେନ୍ଦ୍ର ସାହୁଙ୍କ ସ୍ତ୍ରୀ ସାମାଜିକ କର୍ମୀ ନିକୁ ସାହୁ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ପ୍ରବଳ ଶୀତରେ ବସ୍ତ୍ର ଅଭାବରୁ କଷ୍ଟ ଭୋଗୁଥିବା ଅସହାୟମାନଙ୍କୁ କମ୍ବଳ ବାଣ୍ଟି ସେ…
ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର
କେନ୍ଦୁଝର,୩ା୨(ସ୍ବ.ପ୍ର.): ଯୁକ୍ତ ଦୁଇପରୀକ୍ଷା ବାତିଲ ଦାବିରେ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରୀଛାତ୍ର ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ଯାତାୟାତ ବ୍ୟାହତ ହୋଇଛି। ଏଥିରେ ଜିଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର…
Archives


