କେନ୍ଦୁଝର

ରୁପା ମୁକୁଟରେ ଝଲସିବେ ମା’

କେନ୍ଦୁଝର,୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଡେଲି ମାର୍କେଟ ରାସ ପଡ଼ିଆ ସ୍ଥିତ ଶ୍ରୀଶ୍ରୀ ଦୁର୍ଗାଦେବୀ ପୀଠରେ ଦୁର୍ଗାପୂଜା କମିଟି ପକ୍ଷରୁ ଭାଇଚାରାର ଉତ୍ସବ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ସରିଛି। ୧୯୬୪ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ୫୮ ବର୍ଷରେ…

ଧାନ ଫସଲରେ ପୋକ ଉପଦ୍ରବ

କେନ୍ଦୁଝର,୩୦ା୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଅଞ୍ଚଳରେ ଧାନ ଫସଲରେ ପୋକ ଉପଦ୍ରବ ଦେଖିବାକୁ ମିଳିଛି। ବିଶେଷ କରି ହାଇବ୍ରିଡ୍‌ ଧାନରେ ପୋକଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ପୋକ ଧାନ…

ଅତିଥି ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ

କେନ୍ଦୁଝର,୩୦ା୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅବସ୍ଥାପିତ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ବହୁ ସମସ୍ୟା ଦେଇ ଗତି କରୁଛି। ବର୍ଷ ବର୍ଷ ଧରି ଏହି ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକରେ ଶିକ୍ଷାଦାନ ହେଉଛି। ଅଧ୍ୟାପକ ସଙ୍କଟ ଲାଗି ରହୁଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ପଡୁନାହଁି।…

ଏନ୍‌ଏଚ୍‌ ୪୯ରେ ଦୁର୍ଘଟଣା: ଜଣଙ୍କ ଜୀବନଗଲା, ଜଣେ ଗୁରୁତର

କେନ୍ଦୁଝର,୨୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ନିକଟ ଏନ୍‌ଏଚ୍‌ ୪୯ରେ ଗୁରୁବାର ଏକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ସ୍ଥାନୀୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇ ଜଣ…

ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର: ୬ ଛାତ୍ରୀଛାତ୍ର ଆହତ

କେନ୍ଦୁଝର,୨୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅର୍ଜୁନବିଲା ପ୍ରାଥମିକ ବିଦ୍ୟାଳୟରେ ଛାତର ପ୍ଲାଷ୍ଟର ଖସି ୬ ଜଣ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ପାଠ ପଢ଼ା ହେଉଥିବା ସମୟରେ ଏଭଳି ଘଟିଥିଲା। ଉକ୍ତ କ୍ଲାସରୁମଟିକୁ ସ୍ଥାନୀୟ ଲୋକ କିଛି ଦିନ ତଳେ ମରାମତି…

ସ୍ତ୍ରୀଙ୍କୁ ନେଉଥିଲେ ମେଡିକାଲ, ପିଟିଲା ଟ୍ରକ୍‌

ପାଟଣା,୨୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ନଂ. ଜାତୀୟ ରାଜପଥରେ ବୁଧବାର ଘଟିଛି ଏକ ଦୁର୍ଘଟଣା। ସକାଳୁ ମଙ୍ଗଳପୁର ଛକ ଏଞ୍ଜେଲ ଢାବା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ…

ବିଦ୍ୟୁତ୍‌ ବିଚ୍ଛିନ୍ନ କରିବାକୁ ଚିଠି

କେନ୍ଦୁଝର,୨୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ତହସିଲ ଅନ୍ତର୍ଗତ ଖଣ୍ଟଘରଠାରେ ଦୀର୍ଘ ବର୍ଷ ହେଲା ବିନା ଅନୁମତିରେ ଚାଲୁଥିବା ୨ ବେଆଇନ କ୍ରଶରକୁ ବନ୍ଦ କରିବା ପାଇଁ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉକ୍ତ କ୍ରଶରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ପାଇଁ…

ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା

ଚମ୍ପୁଆ,୨୮ା୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୂଳି ଫାଣ୍ଡି ଅଧୀନ ନିଶ୍ଚିନ୍ତପୁର ପଞ୍ଚାୟତର ଅମଳାଣିଗୋଡ଼ା ଗାଁରେ ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା ଦେଖାଯାଇଛି। ପୂର୍ବତନ ଝୁମ୍ପୁରା ବ୍ଲକ୍‌ ଅଧ୍ୟକ୍ଷ ସଚିତ୍ର ମହାନ୍ତ, ଫାଣ୍ଡି ଅଧିକାରୀ ସନ୍ତୋଷ ନାୟକଙ୍କ ହସ୍ତକ୍ଷେପ ପରେ ଉଭୟ…

ଜମିହରା ଆଦିବାସୀଙ୍କୁ ମିଳୁନି କ୍ଷତିପୂରଣ

ଯୋଡ଼ା/ଚମ୍ପୁଆ,୨୮ା୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ ଅନ୍ତର୍ଗତ କଇନ୍ତା ଗ୍ରାମରେ ଥିବା ଆଦିବାସୀଙ୍କ ଜମିକୁ କାନପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ପାଇଁ ଅଧିଗ୍ରହଣ ପରେ ବି ଆର୍ଥିକ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୦ ବର୍ଷ ହେଲା…

ଚମ୍ପୁଆ ରେଞ୍ଜରେ ୭୨ ଟିକିଆ ହାତୀପଲ

ଚମ୍ପୁଆ,୨୭।୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୭୨ ଟିକିଆ ହାତୀପଲ ବୁଲୁଛନ୍ତି। ହାତୀପଲ ଦିନବେଳା ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଦେଖାଯାଇଛି। ହାତୀ ଆଗମନକୁ ନେଇ…

୨୯ରେ କଂଗ୍ରେସର ବ୍ଲକ ଘେରାଉ

ରୂପସା,୨୬।୯(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଫିସ ଘେରାଉ ପାଇଁ କଂଗ୍ରେସ ଡାକରା ଦେଇଛି। ବନ୍ୟାଜନିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ଆବାସ ଯୋଜନାରେ ଘର, ଭୂମିହୀନଙ୍କୁ ଘରବାଡ଼ି ପଟ୍ଟା, ଜଳ ନିଷ୍କାସନ ସମସ୍ୟା ସ୍ଥାୟୀ ସମାଧାନ, ଟାଟାପାୱାର…

ସ୍କୁଲରେ ମହିଳା ଅଭିଭାବକ-ଶିକ୍ଷୟିତ୍ରୀ ମୁହାଁମୁହିଁ

ଆନନ୍ଦପୁର,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପଦ୍ମପୁର ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟ କମ୍ପ୍ୟୁଟର ରୁମ୍‌ରେ ପଡିଥିବା କିଛି ପୁରୁଣା କାର୍ପେଟକୁ ବଦଳାଯାଇ ନୂଆ କାର୍ପେଟ ଲଗାଯାଇଥିଲା। ପୁରୁଣା କାର୍ପେଟଗୁଡିକ ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?