କେନ୍ଦୁଝର

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ…

ବାରହାଟିପୁରାରେ ମକର ମେଳା: ଲାଗିଛି ଭକ୍ତଙ୍କ ଭିଡ଼

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବାରହାଟିପୁରାରେ ପାହାଡ଼ ଉପରେ ପୂଜା ପାଇ ଆସୁଥିବା ନୀଳକଣ୍ଠେଶର ମହାଦେବଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି। ଶନିବାର ସକାଳୁ ଶହ ଶହ ସଂଖ୍ୟାରେ ଭକ୍ତ ଆସି ମହାଦେବଙ୍କଠାରେ ମକର…

ମା’ ତାରିଣୀ ପୀଠରେ ମକର ସଂକ୍ରାନ୍ତି: ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଛି। ଏହି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ସକାଳୁ ବିଭିନ୍ନ ଜଳାଶୟରେ ମକର ବୁଡ଼ ପକାଇ…

ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ

ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଥିଲା। କୁହୁଡ଼ି ଯୋଗୁ ୨ ଶହ ମିଟର ରାସ୍ତା…

କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟିହେଲା ୨୦ ନୂଆ ପଦବୀ

ଭୁବନେଶ୍ବର,୧୩ା୧(ବ୍ୟୁରୋ): କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶରୁ ଜଣାପଡ଼ିଛି। ରାଜ୍ୟ ସରକାରଙ୍କ…

ସ୍ଲରି ପାଇପ୍‌ ଲାଇନ ଟ୍ରେଞ୍ଚ୍‌ ସାଜିଛି ବିପଦ

କେନ୍ଦୁଝର,୧୨ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ଚିନ୍ତାଜନକ ହୋଇଛି। ଏହାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବହୁବିଦ୍ଧ ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନଗୁଡ଼ିକରେ ସତର୍କତା…

ସହରରେ ବଢୁଛି ଚୋରି

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ସହରରେ କିଛି ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବୃଦ୍ଧିି ପାଇବାରେ ଲାଗିଥିବାରୁ ସହରବାସୀ ଚିନ୍ତା ବ୍ୟକ୍ତ କରିଛନ୍ତି। କେତେକ ବ୍ୟବସାୟୀ ସିିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ କ୍ଲିପ୍‌କୁ ନେଇ ଚୋରଙ୍କୁ ଧରିବାକୁ ଦାବି କରିଛନ୍ତି। ମାଗୁରଗାଡ଼ିଆରେ ଏକ ଲୁହା…

କେନ୍ଦୁଝର ସରକାରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ନାମ ବଦଳିଲା

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ନାମ ବଦଳି ଧରଣୀଧର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ନାମରେ ନାମିତ କରାଯାଇଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବୁଧବାର ଚିଠି ନଂ…

ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ବଡ଼କମଣ୍ଡରା ସ୍କୁଲ ଫାଟକ

କେନ୍ଦୁଝର,୧୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ବଡ଼କମଣ୍ଡରା ସ୍କୁଲରେ ବର୍ଷାଧିକ ଧରି ଶିକ୍ଷକ ଅଭାବ ନେଇ ଚାଲିଥିବା ଆନ୍ଦୋଳନ ତୃତୀୟ ଦିନରେ ସ୍କୁଲ କମିଟି,ଅଭିଭାବକ, ହରିଚନ୍ଦନପୁର ଶିକ୍ଷା ବିଭାଗ ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ତେନ୍ତଳାପଶି…

ପାଟଣା ରେଞ୍ଜ୍‌କୁ ଆସିନାହାନ୍ତି ବିଦେଶୀ ପକ୍ଷୀ

କେନ୍ଦୁଝର/ପାଟଣା, ୧୧।୧ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। କେନ୍ଦୁଝର ଡିଭିଜନର ବିଭିନ୍ନ ଜଳାଶୟରେ ଗଣନା କରାଯାଇଥିଲା। କେନ୍ଦୁଝର ରେଞ୍ଜ୍‌ର ନଳପଙ୍ଗା ଡ୍ୟାମ୍‌, ବଡ଼ଶାସନ ପୋଖରୀ, ମାଧପୁର ଫାର୍ମ ପୋଖରୀ, ଟିକରପଡା ଡ୍ୟାମ, ଚାନ୍ଦିନୀ…

ଖଣି ଖାଦାନ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ଭାର

ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର,୧୦ା୧: ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ଅଗଣିତ ଜଳପ୍ରପାତ ରହିଛି। ପ୍ରାକୃତିକ ପରିବେଶ ମଧ୍ୟରେ ଏହା ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଭଳି ଏକ ଜଳପ୍ରପାତ ହେଉଛି ଯୋଡ଼ା ବ୍ଲକ୍‌ ବଲାଣି ନିକଟରେ ଥିବା ଝିଙ୍କ୍‌ରୀ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଚିକା ସହାୟିକା ସଂଘର ଦାବିପତ୍ର ପ୍ରଦାନ

ଆନନ୍ଦପୁର/ଘସିପୁରା,୯।୧(ସ୍ବ.ପ୍ର): ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ସୋମବାର ବିଭିନ୍ନ ଦାବିକୁ ନେଇ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛିି। ଏହି ପରିପ୍ରେକ୍ଷୀରେ ଘସିପୁରା ବ୍ଲକ ଶାଖା ପାଚିକାମାନେ ଘସିପୁରାସ୍ଥିତ ଖପରାଖାଇ ୧ନଂ ବସଷ୍ଟାଣ୍ଡଠାରୁ ରାଲିରେ ବାହାରି ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?