କେନ୍ଦୁଝର

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ, ୨ ଗୁରୁତର

କେନ୍ଦୁଝର, ୧୧। ୨(ସ୍ବ.ପ୍ର.): ପଣ୍ଡାପଡା ଥାନା ଅନ୍ତର୍ଗତ ରୁଟିଶିଳା କ୍ରସର ନିକଟରେ ଶୁକ୍ରବାର ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। ମୃତକ ଯୁବକ ହେଉଛନ୍ତି ଏହି ଥାନା…

ନଦୀ ଗର୍ଭରେ କୃତ୍ରିମ ରାସ୍ତା

ପାଟଣା,୧୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ତହସିଲ ଦେଇ ପ୍ରବାହିତ ବୈତରଣୀ, କଞ୍ଝାରି, ଦେଓ ନଦୀରେ ଥିବା ଲିଜ୍‌ ବାଲି ଉତ୍ସ ସହ ଘାଟ ଓ ବିଭିନ୍ନ ନାଳରୁ ବେଧଡ଼କ ଭାବେ ବାଲି ଉତ୍ତୋଲନ କରାଯାଉଛି। ଲଘୁ ଖଣିଜ ଆଇନକୁ…

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ କଲା ପୋଲିସ

କେନ୍ଦୁଝର,୯ା୨(ସ୍ବ.ପ୍ର.): ସାମାଜିକ କର୍ମୀ ନୈନା ସାହୁଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗୁରୁବାର ହତ୍ୟା ମାମଲା ରୁଜୁ କରିଛି। ଡିଏସ୍‌ପି କ୍ରାଇମ ଏହି ମାମଲାକୁ ତଦାରଖ କରୁଛନ୍ତି। ପୂର୍ବରୁ ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଗାଁ ପୋଲିସ ମାମଲା…

ଅଗ୍ନିଶମ କର୍ମଚାରୀଙ୍କ ମାଡରେ ଟ୍ରକ୍‌ ଚାଳକ ଆହତ

କେନ୍ଦୁଝର,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଜୁଡ଼ିଆ ନିକଟସ୍ଥ ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀଙ୍କ ମାଡରେ ଗୁରୁବାର ଜଣେ ଟ୍ରକ୍‌ ଚାଳକ ଆହତ ହୋଇଥିବା ଜଣାପଡିଛି। ଏହାକୁ ନେଇ ପଚାଶରୁ ଉଦ୍ଧର୍‌ବ ଡ୍ରାଇଭର ଉତ୍ତ୍ୟକ୍ତ ହୋଇ ଜୁଡିଆ ସ୍ଥିତ ବିଭାଗ କାର୍ଯ୍ୟାଳୟକୁ ଘେରବା…

କୋର୍ଟ କର୍ମଚାରୀଙ୍କ ଘରୁ ଚୋରି: ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ କୋର୍ଟର କର୍ମଚାରୀ ଗୀତାଞ୍ଜଳୀ କିଷାନଙ୍କ ଘର ତାଲା ଭାଙ୍ଗି ଲାପଟପ୍‌ ଓ ଟାବ୍ଲେଟ୍‌ ଚୋରି ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ସୁନ୍ଦରାବସ୍ତି ଅଞ୍ଚଳର…

ସଂରକ୍ଷିତ ଜଙ୍ଗଲରେ ମଦ୍ୟପାନ କଲେ ଜରିମାନା

ପାଟଣା,୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ନିହ୍ନୁଆଁ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବାକୁ ଗ୍ରାମବାସୀ ଏକ ଚେତାବନୀ ପୋଷ୍ଟର ଲାଗାଇଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି। ପାଟଣା ବ୍ଲକ୍‌ ତୁରୁମୁଙ୍ଗା ପଞ୍ଚାୟତ ଅଧୀନରେ ଥିବା ନିହ୍ନୁଆଁ ଗାଁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଭାଜପା

ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ଭାଜପା ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ ଅଧୀନ ୧୮ଟି ପଞ୍ଚାୟତରେ…

ମହୁମାଛି ଆକ୍ରମଣରେ ୧୫ ଆହତ

ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ଓ୍ବାର୍ଡ ଘସିପୁରାସ୍ଥିତ ଝାଡ଼େଶ୍ୱର ମନ୍ଦିର ନିକଟରେ ମହୁମାଛି ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ଆହତ ହେବା ସହିତ ୪ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମନ୍ଦିର ନିକଟ ଏକ…

ନ୍ୟାୟ ଦାବିରେ ମହିଳାଙ୍କ ଧାରଣା

ଆନନ୍ଦପୁର,୮।୨(ସ୍ବ.ପ୍ର.): ନ୍ୟାୟ ପାଇଁ ଜଣେ ମହିଳା ମଙ୍ଗଳବାର ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପ୍ରଶାନ୍ତି ନାୟକ ନାମ୍ନୀ ଉକ୍ତ ମହିଳା ଜଣକ ଉପଜିଲାପାଳଙ୍କ ପେସକାରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି। ବିବାହ ପରେ ସ୍ବାମୀଙ୍କଠାରୁ ନିର୍ଯାତନାର ଶିକାର ହେଉଥିବା ନେଇ…

ବସ୍ତି ବାସିନ୍ଦାଙ୍କ ରାସ୍ତା ଅବରୋଧ

ଯୋଡ଼ା,୭ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଧରଣୀଧର ଛକରେ ଚାଲିଥିବା ଫ୍ଳାଏ ଓଭର କାର୍ଯ୍ୟ ଯୋଗୁ ଲୋକେ ଧୂଳି ଧୂଆଁରେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକେ ପୂର୍ବରୁ ପ୍ରତିବାଦ କରିଥିବା ବେଳେ…

ଅଯୋଗ୍ୟଙ୍କୁ ବାଦ ଦାବିରେ ବ୍ଲକ୍‌ ଘେରାଉ

କେନ୍ଦୁଝର/ଯୋଡ଼ା,୭ା୨ (ସ୍ବ.ପ୍ର./ଡି.ଏନ୍‌.ଏ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦାବିରେ ସୋମବାର ଭାଜପା ପକ୍ଷରୁ କେନ୍ଦୁଝର ସଦର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ସଦର…

ଅମାନୁଷିକ ଭାବେ ଷଣ୍ଢକୁ ତୀରମାଡ଼

ଆନନ୍ଦପୁର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପଦନପୁର ଗାଁ ଛକରେ ଏକ ଷଣ୍ଢକୁ ଦୁର୍ବୃତ୍ତ ୮ ତୀର ମାଡ଼ କରିଛନ୍ତି। ଷଣ୍ଢ ଅବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ଯୁବକ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରୁଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?