କେନ୍ଦୁଝର

ଅତ୍ୟାଧୁନିକ ହସ୍ପିଟାଲର ଭିତ୍ତିପ୍ରସ୍ତର

ଯୋଡ଼ା,୪ା୨(ଡି.ଏନ.ଏ): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଶାଖା, ଜେଏସପି ଫାଉଣ୍ଡେଶନ ପକ୍ଷରୁ କେନ୍ଦୁଝର ଜିଲା ବଡ଼ବିଲଠାରେ ଏକ ଅତ୍ୟାଧୁନିକ ହସ୍ପିଟାଲ, ‘ଜିନ୍ଦଲ ଆରୋଗାମ ହସ୍ପିଟାଲ’ର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଜେଏସ୍‌ପି ଅଧ୍ୟକ୍ଷ ନବୀନ ଜିନ୍ଦଲ…

ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ି ନେଇଗଲେ

ଚମ୍ପୁଆ,୪।୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ନିକଟରେ ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ିକୁ ଦୁର୍ବୃତ୍ତ ନେଇଯାଇଛନ୍ତି। ଏଥିସହ ଟଙ୍କା ଓ ମୋବାଇଲ ମଧ୍ୟ ଲୁଟି ନେଇଛନ୍ତି। ଏନେଇ ଚମ୍ପୁଆ ଥାନାରେ ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଅଭିଯୋଗ…

ମନ୍ତ୍ରୀଙ୍କ ଗସ୍ତରେ ବନ୍ଧୁକ ହଟାଗଲା

କେନ୍ଦ୍ରାପଡ଼ା ଅଫିସ, ୪ା୨: ପୋଲିସକୁ ମନ୍ତ୍ରୀମାନେ ଏବେ ଭୟ କଲେଣି। ପୋଲିସ ଗୁଳିରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜୀବନ ଯିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ। ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ନିରାପତ୍ତା ଦାୟିତ୍ୱରେ ଥିବା ଜିଲା…

କ୍ଷତିପୂରଣ ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ପାଟଣା,୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜତଣ୍ଡ ବିଟ ରୋହଣି ଦୁମା ଗ୍ରାମର ଅନନ୍ତ ମାଝୀଙ୍କର ଗୁରୁବାର ସାରେ ରାସ୍ତାରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଅନନ୍ତଙ୍କୁ ହତ୍ୟା କରାଯାଇଛି କି ବନ୍ୟଜନ୍ତୁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ…

ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ପାଟଣା,୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ବାଘ ଆତଙ୍କ ଦେଖାଯାଇଛି। ଗୁରୁବାର ଏକ ବିଦାରିତ ବାର୍‌ହାର ଗଳିତ ମୃତଦେହକୁ ବନ ବିଭାଗ ଠାବ କରିଛି। ବାଘ ଶିକାର କରିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ଏକ ଅଜଣା…

ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର, ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨।୨ (ସ୍ବ.ପ୍ର.): ପାଟଣା ରେଞ୍ଜ ଅନ୍ତର୍ଗତ ଭୀମକୁଣ୍ଡ ଅଞ୍ଚଳରେ ବାଘ ଆତଙ୍କ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଗୁରୁବାର ରୋହିନିଦୁମା ଗ୍ରାମର ଜଣେ ବ୍ୟକ୍ତି ଯାମୁଳିବେଡା ହାଟରୁ ସାରେ ଫେରୁଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ…

ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ବଦଳିଲେ ବଡବିଲ ଥାନା ଅଧିକାରୀ

କେନ୍ଦୁଝର:୨।୨ (ସ୍ବ.ପ୍ର.): ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ବଡବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କ ବଦଳି ହୋଇଛି। ସେ ଡବଲ ମର୍ଡର ଘଟଣାର ତଦନ୍ତକାରୀ ଅଧିକାରୀ ଥିଲେ। ରବିବାର ଡବଲ ମର୍ଡର ଘଟଣାର ଅଭିଯୁକ୍ତ ମିଲୁ ବାରିକଙ୍କୁ ଧରି…

ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ଚିଠି ଲେଖିଲେ ଏସ୍‌ପି

କେନ୍ଦୁଝର,୧ା୨(ସ୍ବ.ପ୍ର.): ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ଜିଲା ଜଜ୍‌ଙ୍କୁ ଚିଠି କରିଥିବା ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଅଭିଯୁକ୍ତ ଜଣଙ୍କ ମିଲୁ ବାରିକ। ଘର ସୁନ୍ଦରଗଡ଼ ଜିଲାରେ ହୋଇଥିବା ବେଳେ…

ପରିବେଶୀୟ କ୍ଷତିପୂରଣ ଆଦାୟ ପାଇଁ ଏନ୍‌ଜିଟି ଆଦେଶ

କେନ୍ଦୁଝର,୧ା୨(ସ୍ବ.ପ୍ର.): ଘସିପୁରା ତହସିଲ ଅନ୍ତର୍ଗତ ମଦନପୁର ଗ୍ରାମରେ ହୋଇଥିବା ବେଆଇନ ମାଙ୍କଡ଼ାପଥର କ୍ୱାରୀର ଶୁଣାଣି କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ପୂର୍ବ ଜୋନ୍‌) ଏହା ଦ୍ୱାରା ହୋଇଥିବା ପରିବେଶୀୟ କ୍ଷତିପୂରଣ ସଂପୃକ୍ତ କମ୍ପାନୀଠାରୁ ଆଦାୟ କରିବାକୁ କମିଟିକୁ ଆଦେଶ ଦେବା ସହ…

ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବା ଘଟଣା: ରିପୋର୍ଟ ମାଗିଲେ ସିଡିଏମ୍‌ଓ

କେନ୍ଦୁଝର,୧ା୨(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣ ବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପୋଲିସ ଭ୍ୟାନ୍‌ରେ ୧୨ ଘଣ୍ଟା ଅପେକ୍ଷା କରିବା ନେଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର କୁମାର…

ଜଗନ୍ନାଥଙ୍କ ପରେ ହନୁମାନଙ୍କୁ ଗାଡ଼ି ପଛପଟେ ବାନ୍ଧିନେଲେ

ପାଟଣା,୩୧।୧(ସ୍ବ.ପ୍ର.): ପୁଣି ଭଗବାନଙ୍କୁ ଅପମାନିତ କରି ଗାଡି ପଛରେ ବାନ୍ଧି ନେଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରରେ ବଡ଼ବିଲ ନିକଟରେ ଏହି ଘଟଣା ଘଟିଛି। ସୂଚନା…

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବୃଦ୍ଧ ଗିରଫ

କେନ୍ଦୁଝର,୩୧।୧(ସ୍ବ.ପ୍ର.): ଛଅ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ହରିଚନ୍ଦନପୁର ପୋଲିସ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କାନ୍ଦର ନାଏକ। ଭାଗମୁଣ୍ଡା ସ୍ଥିତ ଏକ ଘରୋଇ ସ୍କୁଲରେ ସେ ରୋଷେୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?