କେନ୍ଦୁଝର

ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳିଲେ ଭାଜପା ନେତା

ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଫିସ ସମ୍ମୁଖରେ ପାଟଣା ଭାଜପା ପକ୍ଷରୁ ରବିବାର ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯାଇଛି। ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିବାଦରେ ଭାଜପା ନେତା ଓ କର୍ମୀମାନେ କଳା ବ୍ୟାଜ୍‌…

ବାସହରା ବନ୍ୟଜନ୍ତୁ ଜନବସତିମୁହାଁ

କେନ୍ଦୁଝର,୫।୩ (ସ୍ବ.ପ୍ର.): ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା କେନ୍ଦୁଝରର ବଣପାହାଡ଼ ଏବେ ଗଛଶୂନ୍ୟ ହୋଇପଡିଛି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳ ପଦା ହେବାକୁ ବସିଥିବାରୁ ବନ୍ୟଜନ୍ତୁ ଏବେ ବାସହରା ହୋଇ ଜନବସତିମୁହଁା ହେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ହାତୀପଲ ସହରମୁହଁା…

ଖୋଲିପାରେ ହିସାବୁର ଖଣି ଦୁର୍ନୀତି ଫାଇଲ

କେନ୍ଦୁଝର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳର ପୂର୍ବତନ ଉପନିର୍ଦ୍ଦେଶକ ତଥା ବର୍ତ୍ତମାନ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘର, ଅଫିସ୍‌ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି…

ପିସି ପାଇଁ ଫାଇଲ ଲୁଚାଇ ଦିଆଯାଉଛି

ଆନନ୍ଦପୁର,୪। ୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୌର କାର୍ଯ୍ୟାଳୟରେ ୬ ନଂ. ଓ୍ବାର୍ଡର କାଉନ୍‌ସିଲର ମଣିଲତା ରାମଙ୍କ ପ୍ରତିନିଧି ଦେବବ୍ରତ ରାମ ମାଇକ୍‌ ଲଗାଇ ଦୁର୍ନୀତି ପେଡ଼ି ଖୋଲିଥିଲେ। ବିଗତ…

ପୌର ଅଧ୍ୟକ୍ଷାଙ୍କ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି

ଆନନ୍ଦପୁର,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର କିଛି ଗୁରୁତ୍ୱପୁର୍ଣ୍ଣ ଉନ୍ନୟନ କାର୍ଯ୍ୟର ଫାଇଲ୍‌ ଅଧ୍ୟକ୍ଷାଙ୍କ ଟେବୁଲରୁ ଚୋରି ହୋଇଯାଇଛି। ଏନେଇ ପୌର ଅଧିକାରୀ ଅଶୋକ କୁମାର ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପୌରକାର୍ଯ୍ୟାଳୟର ଜଣେ ଚତୁର୍ଥ…

କରୁଥିଲେ ଆଇରନ୍‌ ପିଲେଟ୍ ଚୋରା ଚାଲାଣ: ଧରାପଡିିଲେ ୩ ଅଭିଯୁକ୍ତ

ବଡ଼ବିଲ,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ବଲାଣି-ବଡ଼ବିଲ ମୁଖ୍ୟ ରାସ୍ତାଦେଇ ଆଇରନ୍‌ ପିଲେଟ୍ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ଧରିବାରେ ସଫଳ ହୋଇଛି। ପୋଲିସ କରି ୧୭ମେଟ୍ରିକ ଟନ୍‌ ଆଇରନ ପିଲେଟ୍ ସହ ହାଇଓ୍ବା ଟ୍ରକ୍‌ ସହ ଏସ୍‌କର୍ଟ…

ପାଟଣା, ତୁରୁମୁଙ୍ଗା ଥାନାରେ ଏତଲା ଦେଲା ଭାଜପା

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଭୁବନେଶ୍ୱରରେ ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଆକ୍ରମଣ ପ୍ରତିବାଦରେ ଶୁକ୍ରବାର ପାଟଣା ଓ ତୁରୁମୁଙ୍ଗା ଥାନାରେ ଏତଲା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ଭାଜପା ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସମର୍ଥକଙ୍କ ସହ…

ହନୁମାନ ହାଟିଂ, ଡିବିସିଂ ଛକରୁ ଉଚ୍ଛେଦ

ଯୋଡ଼ା,୩ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଦେଇ ଯାଇଥିବା ବିଜୁ ପଟ୍ଟନାୟକ ଏକ୍ସପ୍ରେସ ୱେ-୨ ନଂରେ ବହୁ ପ୍ରତିକ୍ଷୀତ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଗୁରୁବାର ଯୋଡ଼ା ବଜାର…

୫୪ ଗ୍ରାମ ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଆନନ୍ଦପୁର,୨।୩(ସ୍ବ.ପ୍ର.): ସମ୍ବଲପୁର ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ ଗୁରୁବାର ୫୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହିସହ ନନ୍ଦିପଦା ଥାନା ଓରାଳିଠାରୁ ଜଣେ ଯୁବକକୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ୪୦ ହଜାର ଟଙ୍କା ହେବ…

ସିଲ୍‌ ହେଲା ସନ୍‌ରାଇଜ୍‌ ହସ୍ପିଟାଲ

କେନ୍ଦୁଝର,୨ା୩(ସ୍ବ.ପ୍ର.): କଲେଜ ରୋଡ୍‌ସ୍ଥିତ ବଣିଆ ପାଟ ଅଞ୍ଚଳରେ ଥିବା ସନ୍‌ରାଇଜ ହସ୍ପିଟାଲକୁ ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସିଲ୍‌ କରାଯାଇଥିବା ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି। ଯୋଡ଼ା ଅଞ୍ଚଳର ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ…

ଅକାଳରେ ମରୁଛନ୍ତି ବନ୍ୟପ୍ରାଣୀ

କେନ୍ଦୁଝର,୨ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ  ଅନ୍ତର୍ଗତ ଘଟଗାଁଠାରୁ ପ୍ରାୟ ୧୦ କି.ମି. ଦୂର ଅଟେଇ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ନଂ.୨୦ରେ ବୁଧବାର ଭୋର୍‌ ସମୟରେ ରାସ୍ତା ଅତିକ୍ରମ ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ

କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ସୁଶାନ୍ତ ଦାସ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri