କପି କରି ଗୋଟିଏ କେନ୍ଦ୍ରରୁ ଧରାପଡ଼ିଲେ ୩୩ ଛାତ୍ରୀଛାତ୍ର
କେନ୍ଦୁଝର,୧୮ା୩(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ଏସ୍ସି/ଏସ୍ଟି ବିଭାଗ ଦାରା ପରିଚାଳିତ ହାଇସ୍କୁଲର ରାଇସୁଆଁ କେନ୍ଦ୍ରରେ ସ୍ବତନ୍ତ୍ର ସ୍କ୍ବାଡ(୧୬ ନଂ) ଚଢ଼ାଉ କରି ୩୩ ଜଣ କପି କରୁଥିବା ବେଳେ ଧରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡକ୍ଟର ଅକ୍ଷୟ କୁମାର ରଣା…
କନ୍ଷ୍ଟେବଲଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ଚାପା ଉତ୍ତେଜନା
ପାଟଣା,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ମୁମ୍ବାଇ-କୋଲକାତା ରାସ୍ତାର ଝାରବେଡ଼ା ଥାନା ଛକ ନିକଟରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ କନ୍ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ମୃତ କନ୍ଷ୍ଟେବଲ…
ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ
ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ କାର୍ଯ୍ୟ ଟେଣ୍ଡରକୁ ନେଇ ଅଧ୍ୟକ୍ଷ ଓ ପୌର ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। କୌଣସି ଆଲୋଚନା…
ଅନ୍ଧାରରେ ଡାଇରିଆ, ଟିବି ଓ୍ବାର୍ଡ
କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ଡାଇରିଆ ଓ ଟିବି ଓ୍ବାର୍ଡ ଶୁକ୍ରବାର ଅନ୍ଧାରରେ ରହିଥିଲା। ଦିନ ୩.୩୦ରୁ ଲାଇନ କଟିଯାଇଥିବାରୁ ରୋଗୀ ଓ ସ୍ବାସ୍ଥ୍ୟ କର୍ମଚାରୀ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ଏହିଭଳି ପ୍ରତ୍ୟେକ ଦିନ ବିଦ୍ୟୁତ କାଟ୍ ହେଉଥିବାରୁ…
ଗୋରୁ ବେପାରୀଙ୍କୁ ମାଡ଼ମାରି ଟଙ୍କା ମାଗିବା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ୨ ଅଭିଯୁକ୍ତ
ଆନନ୍ଦପୁର,୧୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା କେଶଦୁରାପାଳ ଅଞ୍ଚଳରେ ଗୋରୁ ବେପାରୀଙ୍କଠାରୁ ଚାନ୍ଦା ଆଦାୟ କରିବା ଘଟଣା ଯୁବକଙ୍କୁ ମହଙ୍ଗା ପଡିଛି। ଘସିପୁରା ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଗଣମାଧ୍ୟମ…
ଓଲଟିଲା ତରଭୁଜ ଟ୍ରକ୍: ଲୋକେ ବୋହିନେଲେ
କେନ୍ଦୁଝର,୧୭।୩ (ଡି.ଏନ୍.ଏ.): କେନ୍ଦୁଝର ଟାଉନ ଥାନା ୪୯ ନଂ. ଜାତୀୟ ରାଜପଥ ଜୁଡିଆଘାଟି ନିକଟରେ ଏକ ତରବୁଜ ବୋଝେଇ ଟ୍ରକ୍ ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ରାସ୍ତାସାରା ତରଭୁଜ ବିଛିନ୍ନ ହୋଇ ପଡ଼ିଛି। ଅଧେ…
ପେଟ୍ରୋଲ ପମ୍ପ୍ରେ ଅସମ୍ଭାଳ ଭିଡ଼
ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଛି। ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟଓ୍ବାଡା ଜାତୀୟ ରାଜପଥ ଉପରେ ମଙ୍ଗଳପୁର ନିକଟରେ ଡ୍ରାଇଭର ସଂଘ ବ୍ଲକ…
ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର
ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ ବୃହତ ଓଭର ବ୍ରିଜ୍ ନିର୍ମାଣ କରୁଛନ୍ତି। ୨୦୨୦ରୁ ଯୋଡ଼ା ସହରରେ ଏହାର ନିର୍ମାଣ ଆରମ୍ଭ…
ବଲିଉଡ୍ରେ କେନ୍ଦୁଝର ଝିଅ ୟୁବିକା
କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ ଚରିତ୍ର…
ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ବହୁ ପରିମାଣର କାଠ ଜବତ
କେନ୍ଦୁଝର,୧୬।୩(ସ୍ବ.ପ୍ର.): ବନ ବିଭାଗ ଡିଭିଜନ ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ଏହି ଚଢାଉରେ ଜୁଡିଆ ଘାଟିରୁ ବହୁ ପରିମାଣର ଜାଳ କାଠ ଜବତ ହୋଇଛି। ସେମାନେ ଜଙ୍ଗଲରୁ ଜାଳେଣୀ କାଠ ଧରି ବିକ୍ରି ପାଇଁ ବଜାରକୁ ଆସୁଥିବାବେଳେ ସଦର…
ଲିଭୁନି ନିଆଁ, ଅସୁରକ୍ଷିତ ଅବସ୍ଥାରେ ଚାଲୁଛି କାମ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ବୁଧବାର ଲାଗିଥିବା ନିଆଁ ଲିଭୁନାହିଁ। ଫଳରେ ଚାରିଆଡ଼େ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ପୋଡ଼ି ଯାଇଥିବାରୁ ପରିଚାଳନା କେନ୍ଦ୍ର ଅନ୍ଧାରରେ ରହିଥିବା…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ମୁକୁଳା ଡ୍ରେନ୍ର ମରାମତି କାମ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଦୀର୍ଘ ମାସ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମୁକୁଳା ହୋଇ ପଡ଼ିଥିବା ଫୁଟ୍ପାଥର ମରାମତି କାମ ଆରମ୍ଭ ହୋଇଛି। ଏହା ଦ୍ୱାରା ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରିବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଟ୍ରାଫିକ ପୋଷ୍ଟ ନିକଟରେ…
Archives


