କେନ୍ଦୁଝର

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ ଟୁକୁଣା ଗ୍ରାମର ପବିତ୍ର ଦାସଙ୍କ ଘରୁ ଲୁଟପାଟ ହୋଇଥିବା ଜଣାପଡିଛି। ପବିତ୍ରଙ୍କ ଛେନାପଦି ବଜାରରେ…

ଅମଳ ବେଳେ ଉଜାଡ଼ୁଛନ୍ତି ହାତୀପଲ

ଢେଙ୍କିକୋଟ, ୨୯।୧୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ର ଦେଓବନ୍ଧ ଫରେଷ୍ଟ ସେକ୍ସନ ସାନ୍ତରାପୁର ପଞ୍ଚାୟତର ଛତିଆ ଗ୍ରାମ ହୁଡ଼ି ସାହିରେ ସୋମବାର ସାଠାରୁ ରାତି ୪ଟା ପର୍ଯ୍ୟନ୍ତ ହାତୀପଲ ଗ୍ରାମବାସୀଙ୍କ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହ ମାଡ଼ି…

ଘଟଗାଁ ତାରିଣୀ ମନ୍ଦିରରେ ଭକ୍ତଙ୍କୁ ପିଟିଲେ ଉଠାଦୋକାନୀ, ଗୁରୁତର ଅବସ୍ତାରେ

ଘଟଗଁା.୨୭ା୧୧(ରାଜେନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗଁାସ୍ଥିତ ତାରିଣୀ ମନ୍ଦିରଠାରେ ଉଠାଦୋକାନୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଭକ୍ତ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭୋଗଡାଲା ଦରକୁ…

କାର୍ତ୍ତିକ ପୂର୍ଣ୍ଣିମା: ବୈତରଣୀରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପାଟଣା,୨୭।୧୧(ବୀର କିଶୋର ଦାଶ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବୋଇତ ବନ୍ଦାଣ ଉତ୍ସବ ରବିବାର ପାଳନ କରାଯାଇଛି। ରବିବାର ଭୋର ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଲଗ୍ନ ଅନୁସୟା ଘାଟ…

ଦୁଇ ବାଇକ୍‌ ମୁହାଁମୁହିଁ: ଜଣଙ୍କର ଜୀବନ ଗଲା, ଦୁଇ ଗୁରୁତର

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ପାଟଣା ରାସ୍ତାର କପାସପଡ଼ା ନିକଟରେ ଶନିବାର ସନ୍ଧ୍ୟାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା…

ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଯୁବକଙ୍କ ଖପୁରୀ ଦୁଇଫାଳ

କେନ୍ଦୁଝର,୨୫ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଝାଡ଼ବେଲଦା ନିକଟରେ ଶନିବାର ଏକ ବୋର୍‌ଓ୍ବେଲ ଟ୍ରକ୍‌ ପଛରେ ଜଣେ ବାଇକ୍‌ ପିଟିହୋଇ ଯୁବକଙ୍କ ଜୀବନ ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ପଣ୍ତାପଡ଼ା ଥାନା…

ମହୁମାଛି ଆକ୍ରମଣରେ ବାପ-ପୁଅ ଗୁରୁତର

ଘସିପୁରା,୨୫ା୧୧(ନିରଞ୍ଜନ ସାହୁ): ଚାଷଜମିକୁ ଆସିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ବାପ-ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘସିପୁରା ବ୍ଲକ ସରେଇଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର…

ତାରିଣୀ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌, ୬ ଗୁରୁତର

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଶନିବାର ଅପରାହ୍ନରେ ଏକ କାର୍‌କୁ ଲୁବ୍ରିକାଣ୍ଟ୍‌ ବୋଝେଇ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ପରିବାରର ୬…

ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ଖସିଗଲା ଛାତ୍ରଙ୍କ ଗୋଡ଼

ବଡ଼ବିଲ,୨୫ା୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେ ଖସି ପଶ୍ଚିମବଙ୍ଗରୁ ଷ୍ଟଡିଟୁର୍‌ରେ ଆସିଥିବା ଦୁଇଜଣ ପର୍ଯ୍ୟଟକ ଛାତ୍ର ନଦୀରେ ବୁଡ଼ିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅନ୍ୟ ଜଣେ ଛାତ୍ର ଦୁଇଦିନ ଧରି ନିଖୋଜ ରହିଥିଲେ। ଶନିବାର…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଶୁକ୍ରବାର ଏକ ୧୩ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଚତୁର୍ଭୁଜ ପାତ୍ର (୨୫)ଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି।…

ନନ୍ଦନକାନନ ଯିବ ଆହତ ହାତୀଛୁଆ

କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀ ଦଳରେ ବୁଲୁଥିବା ଆହତ ମାଈ ହାତୀଛୁଆକୁ ବନ ବିଭାଗ ଏକ ସପ୍ତାହ ପରେ ଧରିବାରେ ସଫଳ ହୋଇଛି। ତେବେ ହାତୀଛୁଆର ଗୋଡ଼ରେ ଏକ…

ସରକାରଙ୍କ ବିରୋଧରେ ଗର୍ଜିଲା ଭାଜପା

ପାଟଣା,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟକୁ ବୁଧବାର ପାଟଣା ବ୍ଲକ ଭାଜପା ପକ୍ଷରୁ ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବ୍ଲକ ଘେରାଉ ସହ ବ୍ଲକ ସମ୍ମୁଖରେ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?