କେନ୍ଦୁଝର

ହଠାତ୍‌ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଆକାଶ ହେଲା ଧୂଆଁମୟ

ପାଟଣା,୧୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇଛି। ଦୁଇଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି ଉଠିଥିଲା। ତେବେ ଏହି ଶବ୍ଦର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେତେକ…

ମେଡିକାଲରେ ଦୀର୍ଘ ସମୟ ପଡିରହିବା ପରେ ଉଠିଲା ମୃତଦେହ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କରଞ୍ଜିଆ ବ୍ଲକ ରସମନ୍ତଳା ଗ୍ରାମର କିଡ଼ନୀ ରୋଗୀ ସୁନି ସେଠୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡି ରହିଥିଲା। ମୃତଦେହ ସତ୍କାର ପାଇଁ…

ଅଭୟାରଣ୍ୟରେ ହାତୀ ଶାବକଙ୍କର ମୃତ୍ୟୁ

ହାଟଡିହୀ,୧୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମଶାଘାଟି ନିକଟରେ ୫ -୬ ବର୍ଷର ଏକ ଅଣ୍ଡିରା ହାତୀଛୁଆର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିଲେ।…

ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାମୀର ଅତ୍ୟାଚାରରେ ଗୀତାରାଣୀ ଅତିଷ୍ଠ। ଅତ୍ୟାଚାରୀ ସ୍ବାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୀତାରାଣୀ ତାଙ୍କର ଦୁଇଟି କୋମଳମତି ଛୁଆଙ୍କ ଭରଣପୋଷଣ ସହିତ ସାହାଯ୍ୟ ସହଯୋଗ କରିବାକୁ ଜିଲାପାଳ ଓ ଏସ୍‌ପିଙ୍କ…

କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିଲା ଟ୍ରେନ୍‌

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷିତ ପୁରୀ-ଆନନ୍ଦବିହାର(ନୂଆଦିଲ୍ଲୀ) ଟ୍ରେନ୍‌ ଶନିବାରଠାରୁ କେନ୍ଦୁଝର ଦେଇ ଗଡ଼ିଛି। ଏହି ଟ୍ରେନ୍‌ କେନ୍ଦୁଝରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୯ଟା ୫୦ରେ କେନ୍ଦୁଝରଗଡ଼ ଷ୍ଟେଶନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରିବା ପାଇଁ ବହୁ ଲୋକ ଷ୍ଟେଶନରେ ପହଞ୍ଚିଥିଲେ।…

ନିଆଁ ଲିଭାଉଥିବା ବେଳେ ଜିୟନ୍ତା ଜଳିଗଲେ ବୃଦ୍ଧ

ପାଟଣା,୯।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଏକ ଅଘଟଣ ଘଟିଛି। ବିଲରେ ନିଆଁ ଲିଭାଉଥିବା ବେଳେ ଜଣେ ୭୦ବର୍ଷୀୟ ବୃଦ୍ଧ ଜିଅନ୍ତା ଜଳିଯାଇଛନ୍ତି। ମୃତକ ହେଲେ ଗ୍ରାମର ଦୂତ ମହାନ୍ତ। ମିଳିଥିବା ସୂଚନା ମୁତାବକ,…

ସମ୍ଭାବ୍ୟ ମେଣ୍ଟ: ଦ୍ୱନ୍ଦ୍ୱରେ ବିଜେଡି, ଭାଜପା ନେତା

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି ଓ ଭାଜପା ମେଣ୍ଟକୁ ନେଇ ଉଭୟ ବିଜେଡି- ଭାଜପା ଦଳର ନେତା ଓ କର୍ମୀ ନିରାଶ ହୋଇଥିବା ବେଳେ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ମେଣ୍ଟ ହେବା ଘଟଣା ପ୍ରସାରିତ ହେବା ପରେ ଉଭୟ…

ନ୍ୟାୟ, ସୁରକ୍ଷା ଦାବିରେ ଅନଶନ

କେନ୍ଦୁଝର ୮।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାୟ ଓ ସୁରକ୍ଷା ଦାବିରେ ସନ୍ତୋଷ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅମରଣ ଅନଶନରେ ବସିଛନ୍ତି। ଏନେଇ ସେ ଗତ ୨ ତାରିଖରେ ଜିଲାପାଳଙ୍କୁ ଲିଖିତ ଭାବେ…

କଳାକାରଙ୍କୁ ମିଳୁନି ଭତ୍ତା, ପରିବାର ପ୍ରତିପୋଷଣରେ ଅର୍ଥ ସାଜିଛି ବାଧକ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରଙ୍କ କଳାକାର ଭତ୍ତାରୁ ବଞ୍ଚିତ ସଦର ବ୍ଲକ କାଳିଆବେଡ଼ା ଗ୍ରାମର ମହିଳା ପାଲା ଗାୟିକା ଯଶୋଦା ବାରିକ ଦୁଃଖ ଦୁର୍ଦ୍ଦଶାରେ ରହୁଛନ୍ତି। ଏଥିପାଇଁ କଳାକାର ଭତ୍ତା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଦୀର୍ଘ ବର୍ଷ ଧରି ପାଲା…

ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢ଼େ ୪ ଲକ୍ଷ ଠକେଇ ଅଭିଯୋଗ: ଦମ୍ପତି ଗିରଫ

ବଡ଼ବିଲ,୬ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିବା ପୂର୍ଣ୍ଣମାସୀ ଦଳେଇ ନାମକ ଅବସରପ୍ରାପ୍ତ ମହିଳା କର୍ମଚାରୀଙ୍କ ଆକାଉଣ୍ଟରୁ ସାଢେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର…

ହତ୍ୟା ମାମଲାରେ ୫ ଜଣଙ୍କୁ ଫାଶୀ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ବୁଧବାର ବହୁ ଚର୍ଚ୍ଚିତ ଘଷିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ଶୁଣାଣି କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।…

ପାଣି ପାଇଁ ତାତିଲେ ମହିଳା: ଗରା, ବାଲଟି ରଖି ବନ୍ଦକଲେ ରାସ୍ତା

ପାଟଣା,୬।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଥିବାରୁ ଏହାର ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ ତୁରନ୍ତ ପାନୀୟ ଜଳ ଯୋଗାଣ ଦାବି କରି ମହିଳାମାନେ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?