କେନ୍ଦୁଝର

ଜାତୀୟ ରାଜପଥ ଡିଭାଇଡରରେ ପିଟି ହେଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର

ବଡବିଲ,୧୪।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥ ତୋପାଡିହି ନିକଟରେ ଏକ ବାଇକ୍‌ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ଡାବରଚୁଆ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା…

ମେଡିସିନ ଷ୍ଟୋର୍‌ରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ନୂତନ ଭାବେ ଖୋଲା ଯାଇଥିବା ଏକ ମେଡିସିନ ଷ୍ଟୋର୍‌ରେ ଗୁରୁବାର କେନ୍ଦୁଝର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ମେଡିସିନ ଷ୍ଟୋର୍‌ରେ ବେଆଇନ ଭାବେ ଡାକ୍ତର ରୋଗୀସେବା କରୁଥିବା,…

ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍‌

ପାଟଣା,୧୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଇଦାନ କେଲ ଭାୟା କେନ୍ଦୁଝର ରାସ୍ତାର ଶ୍ୟାମସୁନ୍ଦରପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ ଭିତରକୁ ପଶିଯାଇଛି। ଦୁର୍ଘଟଣାରୁ କାର୍‌ ଚାଳକ ଏବଂ…

ବାଇକ୍‌ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ୍‌, ଜଣଙ୍କ ଜୀବନ ଗଲା, ଗୁରୁତର

ଆନନ୍ଦପୁର,୧୩ା୩(ସୁଶାନ୍ତ କୁମାର ସାହୁ): ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର…

ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ ନାବାଳିକା ଝିଅ ହେଲେ ଇତିଶ୍ରୀ (୪) ଏବଂ ଲିପି (୨)। ୨ ଶିଶୁକନ୍ୟାଙ୍କ…

ଦୁରହେଲା ଦୀର୍ଘ ଦିନର ସମସ୍ୟା: ଉଦ୍‌ଘାଟନ ହେଲା ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ

ପାଟଣା,୧୨।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସାଧୁପଡ଼ାଠାରେ ନିର୍ମିତ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ମଙ୍ଗଳ ଉଦ୍‌ଘାଟିତ ହୋଇଛି। ୨କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ଆମ ବସଷ୍ଟାଣ୍ଡ ଯୋଜନାରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ ପାଟଣା ବିଧାୟକ ତଥା ଜିଲା…

କଂଗ୍ରେସରୁ ବାପ ନା ପୁଅ

ହାଟଡିହୀ,୧୨l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ଠାରୁ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ବିଜୟୀ ହୋଇ ଆସିଛନ୍ତି। ୨୦୦୪ରେ କଂଗ୍ରେସର ଜୟଦେବ ଯେନା ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ୨୦୨୪ ନିର୍ବାଚନ ଥିବାରୁ…

ମା’ ଝିଅଙ୍କୁ ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ଦୋଷୀଙ୍କୁ ଆଜୀବନ ଜେଲ

କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ମମିତା ଦାସ ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୭ ହଜାର…

ବନ୍ୟଜନ୍ତୁ ଶିକାର କରି ମାଂସ ଖାଇଲେ: ଭିଡିଓ ଭାଇରାଲ 

ସୋସୋ୧୧ା୩(ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ହଦଗଡ଼ ବନାଞ୍ଚଳ ବାଘୁଆ ଗ୍ରାମ ଝାଡୁ ସାହିରେ ୨ ସପ୍ତାହ ତଳେ କେତେଜଣ ଲୋକ ବନ୍ୟଜନ୍ତୁ ଶିକାର କରି ମାଂସ ଖାଇଥିବା ଜଣାପଡ଼ିଛି। ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଝୁଲା ପୋଲ, ଟ୍ରି ହାଉସ୍‌

କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତ ନିକଟରେ ଥିବା ନେଚର୍‌ କ୍ୟାମ୍ପ (ପ୍ରକୃତି ନିବାସ)ରେ ନିର୍ମାଣ ହୋଇଥିବା ଝୁଲା ପୋଲ ଓ ଟ୍ରି ହାଉସ ସୋମବାର ଲୋକାର୍ପିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଏମ୍‌ପି ଚନ୍ଦ୍ରାଣି ମୁର୍ମୁ,…

ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ 

ଯୋଡ଼ା,୧୧ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲାର ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ସୋମବାର ଲୋକାର୍ପିତ ହୋଇଯାଇଛି। ୩ କି.ମି. ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?