କେନ୍ଦୁଝର

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ୫୩ ବର୍ଷୀୟ ବ୍ୟକ୍ତି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ୫ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୫୩ ବର୍ଷ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିବା…

ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଁରା-ଫୁଲଝର ରାସ୍ତା ନିକଟରେ ପ୍ଲାଣ୍ଟ ରାସ୍ତାରେ ବୁଧବାର ରାତିରେ ଏକ ହାଇଓ୍ବା (ଓଡି ୦୯ଜେଡ୍‌/ ୧୯୦୮)ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସନ୍ତୋଷ ଦେହୁରୀ ଓ ଘର ବିନିନ୍ଦା…

ନାଳପାଣି ଭରସାରେ ୪୦ ପରିବାର

ଆନନ୍ଦପୁର,୪ା୪(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ ଝାଲିସାହିରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଖରାର ପ୍ରକୋପ ବଢ଼ିଥିବାରୁ ଗ୍ରାମବାସୀ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ପାହାଡ଼ି ନାଳରୁ…

ବିଜେଡିମୁହାଁ ଜୟଦେବଙ୍କ ପୁଅ

ସୋସୋ,୪ା୪(ସତ୍ୟବ୍ରତ ଜେନା)ନିର୍ବାଚନ ଯେତିକି ପାଖଉଛି କେନ୍ଦୁଝର ଜିଲାରେ ରାଜନୀତି ପାଣିପାଗ ସେତିକି ସରଗରମ ହେଉଛି। ରାଜ୍ୟର ପ୍ରମୁଖ ନେତା ଓ ତାଙ୍କ ପୁଅ ଦଳ ବଦଳରେ ଲାଗି ରହିଥିବା ବେଳେ ଜିଲାରେ ମଧ୍ୟ ତାହାର ପ୍ରଭାବ ପଡ଼ିବ ବୋଲି ଆଲୋଚନା ହେଉଛି।…

ଅନୁମୋଦନ ନା ଅନୁକମ୍ପା

ଯୋଡ଼ା,୪ା୪(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ତଥା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ଇଙ୍ଗାଣିଝରଣ ଖଣିରେ ବନାଞ୍ଚଳ ରାସ୍ତାରେ ଖଣିଜ ପରିବହନ ହେଉଛି। ଏ ନେଇ ଅଭିଯୋଗ ପରେ ବନ ବିଭାଗ ଉକ୍ତ ରାସ୍ତାକୁ ଖୋଳି ଦେଇଥିଲା। ମାତ୍ର କିଛି…

ପ୍ରେମିକାଙ୍କୁ ଖୁସି କରିବାକୁ ଚୋରି

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହରର ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି ଘଟଣାରେ ଟାଉନ ଥାନା ପୋଲିସ ଏକ ର଼୍ୟାକେଟକୁ ଠାବ କରିଛି। ମଙ୍ଗଳବାର ୩ ଇଞ୍ଜନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟେ ବାଇକ୍‌ ଓ ମୋବାଇଲ ଜବତ କରିଥିବା ଜଣାପଡ଼ିଛି।…

କଟିଲା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌, ଏଥର ଧନୁର୍ଜୟ ସିଦ୍ଧୁ କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଳମ୍ବରେ ହେଉ ପଛେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଲୋକ ସଭା ପାଇଁ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ପରେ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ତାଙ୍କ ସମର୍ଥକମାନଙ୍କ…

ହୋଟେଲରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ

ବଡ଼ବିଲ,୩।୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ହୋଟେଲ ଲକି ଇଣ୍ଡିଆର ଷ୍ଟାଫ କ୍ୱାର୍ଟରରୁ ବୁଧବାର ଜଣେ ଆସିଷ୍ଟାଣ୍ଟ ସେଫ(ସହକାରୀ ରୋଷେୟା)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଯାଜପୁର ଜିଲା ବରିସ୍ଥିତ ଅରଙ୍ଗାବାଦ ଅଞ୍ଚଳର ୨୪ ବର୍ଷୀୟ ପବିତ୍ର…

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଆଜି ହଠାତ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା…

୨ କି.ମି. ଚାଲିଲେ ମିଳୁଛି ବାଲ୍‌ଟିଏ ପାଣି

ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ…

ଚୋରି ପରେ ପଶୁନି ଚେତା, ମନ୍ଦିରବେଢ଼ା ଖୋଲା          

କେନ୍ଦୁଝର, ୩୧।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରୁ ଚୋରି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ। ତେବେ ଚୋରିର ତିନି ଦିନ ପରେ ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇନାହିଁ ା ଏହାର…

ମହିଳାଙ୍କୁ ହତ୍ୟା ଧମକ ଦେଇ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର, ୩୧ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ପୁରୁଣା ବଜାର ହାଉସିଂ ବୋର୍ଡ କଲୋନୀରେ ଗାୟତ୍ରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ଦୁର୍ବ୍ୟବହାର ଓ ହତ୍ୟା ଧମକ ଦେବା ଅଭିଯୋଗରେ ଟାଉନ ଥାନାରେ ପୌରପାଳରିକା କନିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?