କେନ୍ଦ୍ରାପଡ଼ା

ମୋଟରରେ ପାଣି ମଡ଼ାଇ ଚାଲିଛି ଧାନଚାଷ

ପଟ୍ଟାମୁଣ୍ଡାଇ,୪ା୯ (କଳ୍ପତରୁ ନାୟକ): ସରିଲା ଦୁଇମାସିଆ ଶ୍ରାବଣ, କିନ୍ତୁ ମୌସୁମୀ କି ଲଘୁଚାପଜନିତ ବର୍ଷାର ଦେଖାନାହିଁ। ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁ ନ ଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସବୁଠି ସ୍ଥିତି ବେହାଲ।...

ନଦୀରେ ମାଇକ୍‌ ଯୋଗେ କରାଯାଉଛି ସଚେତନ

ରାଜନଗର,୪ା୯ (ଭାସ୍କର ରାଉତରାୟ): କୁମ୍ଭୀର ଆକ୍ରମଣରେ ୭୫ ଦିନରେ ୫ ଜଣଙ୍କ ଜୀବନ ଗଲାଣି। କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଯୋଗୁ ସବୁ ମହଲରେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କୁମ୍ଭୀର ପ୍ରଜନନ କେନ୍ଦ୍ର ଅଞ୍ଚଳରେ ଗୋଟିଏ...

ଜଳସମ୍ପଦ-ଏନ୍‌ଆଇଓଟି ଏମ୍‌ଓୟୁକୁ ବର୍ଷେ: କାର୍ଯ୍ୟକାରୀ ହୋଇନାହିଁ

କେନ୍ଦ୍ରାପଡ଼ା,୪ା୯(ଜଗନ୍ନାଥ ଧଳ): ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ଓ ଲୁଣାବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୌଗିକ ସଂସ୍ଥାନ (ଏନ୍‌ଆଇଓଟି) ମଧ୍ୟରେ ୨୦୨୨ ଅଗଷ୍ଟ ୧୦ରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିଲା। ବିଭାଗୀୟ ମନ୍ତ୍ରୀ...

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା

ରାଜନଗର,୪ା୯ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାଠାରେ ଭିଡ଼ ଜମାଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ବନ ବିଭାଗ...

ପଟ୍ଟାମୁଣ୍ଡାଇ, ରାଜନଗରରୁ ଶ୍ରମିକ ନେଲା ବାହାର ରାଜ୍ୟ ବସ୍‌

ପଟ୍ଟାମୁଣ୍ଡାଇ, ୩ା୯(କଳ୍ପତରୁ ନାୟକ)ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟମୁହଁା ହେବାରେ ଲାଗିଛନ୍ତି। ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ୍‌ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳରେ ଡେରା ପକାଇଛନ୍ତି। ଚାଷ ପ୍ରତି ବିମୁଖ ବର୍ତ୍ତମାନର...

କୁମ୍ଭୀରଭରା ନଦୀରେ ଜୀବନ ବାଜି

ମହାକାଳପଡ଼ା,୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜୀବିକା ପାଇଁ ଜୀବନ ମରଣ ଦୋଛକିରେ ଅଭାବୀ ମଣିଷ। ପେଟ ଚାଖଣ୍ଡେ ପାଇଁ କୁମ୍ଭୀର ଭରା ନଦୀରେ ଦୈନଦିନ ଚାଲିଛି ଜୀବିକା ପାଇଁ ସଂଗ୍ରାମ। ଅଭାବୀ ପରିବାର ଜଙ୍ଗଲରୁ କାଠ ଆଣିଲେ ଘରେ ଚୁଲି ଜଳେ।...

ରାଜ୍ୟର ପ୍ରଥମ ପୌରାଞ୍ଚଳ ପ୍ରତି ଅବହେଳା

କେନ୍ଦ୍ରାପଡ଼ା,୧ା୯ (ଜଗନ୍ନାଥ ଧଳ: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଆଗତ କରିଥିଲେ। ଏହା ପୂର୍ବରୁ ଇଂରେଜ ସରକାର ୧୮୫୯ରେ କେନ୍ଦ୍ରାପଡ଼ା ଓ ଯାଜପୁରକୁ ଦୁଇଟି ସବ୍‌ଡିଭିଜନରେ ପରିଣତ କରିଥିଲେ। ଏହାର ଠିକ୍‌ ୧୦ ବର୍ଷ...

ମୌଳିକ ସମସ୍ୟାରୁ ବଞ୍ଚିତ ପୌରାଞ୍ଚଳବାସୀ

ପଟ୍ଟାମୁଣ୍ଡାଇ,୩୧ା୮ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ବାୟତ ଶାସନ ଦିବସ ପାଳନ କରିବ ା ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୂର୍ବରୁ ବିଧାୟକ, ପୌର...

ଶବରୀ ବୃଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇ ଭଣ୍ଡାଇଲା ପ୍ରଶାସନ

ମହାକାଳପଡ଼ା,୩୦।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହଠାରେ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୪୦ ଅଭିଯୋଗ ହୋଇଥିବା ବେଳେ ପେଟଛେଲା ପଞ୍ଚାୟତ ଶବରପଲ୍ଲୀର ଶବରୀ ବୃଦ୍ଧା ଦୁଃଖୀ ଭକ୍ତା ଗଁା...

ବାବୁ ଆମକୁ ରାସ୍ତା କେବେ ଦେବୁ, କାହିଁକି ହେଇନି

ମହାକାଳପଡ଼ା,୨୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବର ସୋମବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକର ପେଟଛେଲା ପଞ୍ଚାୟତର ଜନଜାତି ବର୍ଗର ଶବରପଲ୍ଲୀ ଗାଁ ରହିଛି। ଏହି ଗାଁକୁ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ...

ରୋଜଗାର ଦେଉଛି କାଇଞ୍ଚ, ଟେରାକୋଟା ରାଖୀ

କେନ୍ଦ୍ରାପଡ଼ା, ୨୯ା୮(ଜଗନ୍ନାଥ ଧଳ): ଆସନ୍ତା ୩୦ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍‌ମାସ ପକ୍ଷରୁ କେନ୍ଦ୍ରାପଡ଼ା...

ନଡ଼ିଆ କତା ହସ୍ତଶିଳ୍ପ କ୍ଲଷ୍ଟର ଘୋଷଣାରେ ସୀମିତ

କେନ୍ଦ୍ରାପଡ଼ା, ୨୮ା୮(ଜଗନ୍ନାଥ ଧଳ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥର ସରକାର ଗଠନ ସମୟରେ ଓଡ଼ିଶାର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପଦ ମିଳିଥିଲା। ଏହି ସମୟରେ ସ୍ମିମ୍‌ ଫର ରିଜେନେରେଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri