ଦଳୀୟ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଅଡୁଆ
କେନ୍ଦ୍ରାପଡ଼ା ଅଫିସ, ୨୫ା୧: ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ। ତେବେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରୁ କାହାର ଫୋନ ସୁଇଚ ଅଫ ତ ଆଉ କିଏ ଗଁା ଛାଡି ବାହାରକୁ ପଳାଇ ଯାଇଛନ୍ତି। ସୋମବାର ରାତି ସୁଦ୍ଧା ଅସନ୍ତୁଷ୍ଟଙ୍କୁ...
ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ
ମହାକାଳପଡ଼ା ,୨୫ା୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ପେଟଛେଲା ପଞ୍ଚାୟତ ୧୪ ନଂ. ୱାର୍ଡ ଜ୍ୱାଇଁପଡ଼ା ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଗ୍ରାମବାସୀ ବର୍ଷା ଦିନରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବିରୋଧରେ ସୋମବାର...
ଘରକୁ ଘର ବୁଲିଲେଣି ପ୍ରାର୍ଥୀ
ଡେରାବିଶ,୨୪ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୧ ତାରିଖ ପ୍ରାର୍ଥିପତ୍ର ଦାଖଲ ପରେ ଶନିବାରଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ରବିବାର ଅପରାହ୍ନରେ ଶେଷ ହୋଇଛି। ମାତ୍ର ନାମାଙ୍କନ ପତ୍ର ଦାଖଲ ପରେ ଘରକୁ ଘର ବୁଲି ପ୍ରାର୍ଥୀମାନେ ସେମାନଙ୍କ...
ତାଳଚୁଆ ମଣ୍ଡିରେ ଭିଜୁଛି ଧାନ, ତୁରନ୍ତ ପଦେକ୍ଷପ ନେବାକୁ ଦାବି
ରାଜନଗର,୨୩ା୧(ଡି.ଏନ.ଏ.): ରାଜନଗର ବ୍ଲକ ତାଳଚୁଆ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଟିକାୟତନଗରଠାରେ ଧାନମଣ୍ଡି ଖୋଲାଯାଇଛି। ଏହିମଣ୍ଡିରେ ୪ଦିନ ମଧ୍ୟରେ ୬୦ ଚାଷୀ ୧ ହଜାର କୁଇଣ୍ଟାଲ ଧାନ ଦେଇଛନ୍ତି। ତେବେ ମଣ୍ଡିରେ ଧାନ ପଡି ରହିଥିଲେ ମଧ୍ୟ ମିଲର...
କେନ୍ଦ୍ରାପଡ଼ା: ଭୋଟରେ ପ୍ରତିଫଳିତ ହେବ ଆଞ୍ଚଳିକ ସମସ୍ୟା
କେନ୍ଦ୍ରାପଡ଼ା ଅଫିସ,୨୩ା୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୦,୫୮୭ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି । ଜିଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ ଏହି ପ୍ରାର୍ଥତ୍ପତ୍ରର ଯାଞ୍ଚ ଶନିବାର ଚାଲିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟାହାର...
କୋଭିଡ୍ କଟକଣା ଉଲ୍ଲଂଘନକୁ ନେଇ ପ୍ରଶାସନର ତଦନ୍ତ
କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୮ା୧ (ଡି.ଏନ୍.ଏ.): କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନୀ ସହ ସାମାଜିକ କଟକଣା ଜାରି ହୋଇଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜୟଚନ୍ଦ୍ରପୁର ତାରିଣୀ ମହାବିଦ୍ୟାଳୟ ପରିସରରେ ରବିବାର ମଧ୍ୟାହ୍ନରେ ହୋଇଥିବା ଏକ ଦଳୀୟ...
ଜିଲାରେ ପ୍ରଥମ ଦିନରେ ୮୧୦ ପ୍ରାର୍ଥତ୍ପତ୍ର ଦାଖଲ
କେନ୍ଦ୍ରାପଡ଼ା ଅଫିସ, ୧୮ା୧: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲା ପରିଷଦ ସଭ୍ୟ ପାଇଁ ୪ଟି ପ୍ରାର୍ଥିପତ୍ର ଦାଖଲ ସହ ୯...
ଜଳପଥରେ ଚାଲିଛି କଙ୍କଡ଼ା ଚାଲାଣ, ଚେଇଁ ଶୋଇଛି ବନବିଭାଗ
ମହାକାଳପଡ଼ା,୧୬ା୧(ଡି.ଏନ୍.ଏ.): ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ନଦୀ, ନାଳ ଓ ସମୁଦ୍ରରୁ ବେଆଇନ କଙ୍କଡ଼ା ଚାଲାଣ ଚାଲିଛି। ବିଶେଷ କରି ଜଳପଥରେ ଚାଲାଣ ଚାଲି ଥିଲେ ମଧ୍ୟ ବନ ବିଭାଗ ଚେଇଁ ଶୋଇଛି। କେବଳ କଙ୍କଡ଼ା ନୁହେଁ ବିଭିନ୍ନ...
ଦେଶରେ ଲୁଣା ଜଙ୍ଗଲ ବୃଦ୍ଧିରେ ଭିତରକନିକା ପ୍ରଥମ
ରାଜନଗର, ୧୪ା୧ (ଡି.ଏନ.ଏ.): ବିଶ୍ୱତାପନ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଅଧୀନରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଲୁଣା...
ଭିତରକନିକାରେ ୨୦୧୫ ବିଦେଶୀ ପକ୍ଷୀ ବଢ଼ିଲେ
ରାଜନଗର, ୧୪ା୧ (ଡି.ଏନ.ଏ.): ଚଳିତବର୍ଷ ବିଶ୍ୱର ଅନ୍ୟତମ ପକ୍ଷୀ ବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧,୩୬,୦୯୨ପକ୍ଷୀ...
ଅଦିନିଆ ବର୍ଷାରେ ଭିଜିଲା ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ
ଡେରାବିଶ,୧୩ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳରେ ମଙ୍ଗଳବାର ରାତିରୁ ପୁଣି ଥରେ ଆରମ୍ଭ ହୋଇଛି ଅଦିନିଆ ବର୍ଷା । ଚାଷୀଙ୍କ ପାଚିଲା ଓ ଅମଳକ୍ଷମ ଧାନ ଭିଜିଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି । ଧାନ ବିକ୍ରୀ...
Archives


