ଅନିଶ୍ଚିତତାରେ ପାରିନୂଆପଡ଼ା ବଳିତର ଘାଟ ପୋଲ
ରାଜକନିକା, ୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ପାରିନୂଆପଡା ପଞ୍ଚାୟତର ବୈତରଣୀ ନଦୀର ବଳିତର ଘାଟରେ ଏକ ପୋଲ ନିର୍ମାଣ ପାଇଁ ୬୦ ବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ପୋଲ…
ବାହାରୁ ମହାକାଳପଡ଼ାକୁ ଆସୁଛି ବିଡିଂ ଯାଆଁଳ
ମହାକାଳପଡ଼ା,୨୦ା୫ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବହୁଳ ଭାବେ ଭାକ୍ସିନ ଦ୍ୱାରା ବିଡିଂ କରାଯାଉଥିବା କୃତ୍ରିମ ମାଛ ଯାଆଁଳ ବିକ୍ରି ହେଉଛି। ଏହି ମାଛ ଯାଆଁଳକୁ କେତେଜଣ ବ୍ୟବସାୟୀ କୋଲକାତା, ବାଂଲାଦେଶ ସୀମାରୁ ଆସି ୨ ମାସରୁ…
ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା
ରାଜକନିକା, ୧୯ା୫ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା କନପୁର, କାଏମା କନପୁର ଓ ଗୁଣ୍ଠଳ ଆଦି ୬ଟି ଗଁା ରହିଛି। ତେବେ ଦୈନିକ…
ବ୍ରାହ୍ମଣୀ ନଦୀ ବାମପାର୍ଶ୍ୱ ସୁବଳପୁରଠାରେ ଅତଡ଼ା ଖସୁଛି
ପଟ୍ଟାମୁଣ୍ଡାଇ ୧୯ା୫(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମଗୁଡିକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ତେବେ ବ୍ରାହ୍ମଣୀ ବନ୍ୟା ସମୟରେ ଏହି ଧୋୟାଞ୍ଚଳ ଲୋକଙ୍କ ଆଖିରୁ ନିଦ ହଜିଯାଇଥାଏ। ଯଦି ନଦୀରେ ୨୦ ଫୁଟରୁ…
ଜଳିଗଲା ୨ ଆମ୍ବୁଲାନ୍ସ
କେନ୍ଦ୍ରାପଡ଼ା ଅଫିସ,୧୮।୫: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୨ଟି ପୁରୁଣା ଆମ୍ବୁଲାନ୍ସରେ ବୁଧବାର ନିଆଁ ଲାଗି ଜଳିଯାଇଛି। ତେବେ ଏଥିରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ଜଣା ପଡ଼ି ନ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ…
୨ ଡକାୟତି ଘଟଣାରେ ୧୧ ଗିରଫ
ଆଳି,୧୮ା୫(ଡି.ଏନ.ଏ.): ଗତ ୨ ମାସ ହେବ କେନ୍ଦ୍ରାପଡ଼ା ଜିଲା ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ୫ ଡକାୟତଙ୍କ ସମେତ ୧୧ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୨ ଲକ୍ଷ ୪୧ ହଜାର ୫୫୫ ଟଙ୍କା ମୂଲ୍ୟର…
ଚାଷୀଙ୍କ ଫସଲ ବୀମା, ଋଣ ସବ୍ସିଡ୍ ଟଙ୍କା ଆତ୍ମସାତ୍ ଅଭିଯୋଗ
ଡେରାବିଶ,୧୮ା୫(ସ୍ବ.ପ୍ର.): ଡେରାବିଶ ବ୍ଲକ କାଉପଡା ପ୍ରାଥମିକ ସମବାୟ ସମିତିର ଜଣେ ସମ୍ପାଦକ ସମିତି ଅଧୀନ ବହୁ ଚାଷୀଙ୍କ ଫସଲବୀମା ଓ ଋଣସବସିଡ ଟଙ୍କା ଆତ୍ମସାତ୍ କରିଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଏବାବଦରେ ଚାଷିମାନେ ରାଜ୍ୟ ସମବାୟ ନିବନ୍ଧକ,୫-ଟି ସଚିବ,…
ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା
ରାଜନଗର,୧୮ା୫(ଡି.ଏନ.ଏ.): ଆମେ ଚାହୁଁ ଥିବା ରିଟେଲରଙ୍କ ପାଖରୁ ଆମକୁ ଚାଉଳ ଦିଅ। ଅନ୍ୟତ୍ର ଆମେ ଚାଉଳ ନେବୁନି। ଆମେ ବର୍ତ୍ତମାନ ହିତାଧିକାରୀଙ୍କୁ ଦିଆଯାଉଥିବା ରିଲିଫ୍ ଓ କୋଟା ଚାଉଳ ୪ମାସର ପାଇନାହୁଁ। ଏହାକୁ ନେଇ ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍…
ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ
ପଟ୍ଟାମୁଣ୍ଡାଇ,୧୮ା୫(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଞ୍ଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ। ୨ ସପ୍ତାହ ମଧ୍ୟରେ ଟମାଟୋ ଦର ୪୦ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ପ୍ରଚଣ୍ଡ ଗ୍ରୀଷ୍ମ…
ନଡ଼ିଆ ପାଇଁ ଉଦ୍ୟାନ ବିଭାଗର ସ୍ଵତନ୍ତ୍ର ମିଶନ
କେନ୍ଦ୍ରାପଡ଼ା ଅଫିସ, ୧୮ା୫: ଖରିଫ ଧାନ ଚାଷ ସହିତ ନଡିଆ ଚାଷ କେନ୍ଦ୍ରାପଡା ଜିଲାର ଅର୍ଥନୀତିକୁ ପ୍ରଭାବିତ କରେ। ଉଦ୍ୟାନ କୃଷି ବିଭାଗ ପରିସଂଖ୍ୟାନ ଅନୁଯାୟୀ ଜିଲାର ୨୨୮୨ ହେକ୍ଟର ଜମିରେ ନଡିଆ ଚାଷ ହେଉଥିବା ବେଳେ ୨୦୧୫- ୧୬ ଆର୍ଥିକ…
ଉଚ୍ଚ ଜୁଆର ମାଡ଼ରେ ଗାଁ ବନ୍ଧରେ ୩୦ ଫୁଟର ଘାଇ
ମହାକାଳପଡ଼ା,୧୮ା୫(ଡି.ଏନ୍.ଏ.): ସୋମବାର ପୂର୍ଣ୍ଣିମା ତିଥିରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଧୀନ ପାଣିଖିଆ ସାନ୍ତାଳପଡ଼ା ଗାଁର ମୁଖ୍ୟ ବନ୍ଧରେ ୩୦ଫୁଟର ଖାଇ ସୃଷ୍ଟି ହୋଇଛି। ପାଣିଖିଆ ଗ୍ରାମ ସମୁଦ୍ର ଜଳ ଘେରରେ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ
ରାଜନଗର,୧୬ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ବଳ ପାଟିରେ କଲମ ମାଧ୍ୟମରେ ଭାରତ ମାନଚିତ୍ର ଆଙ୍କି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ମାତ୍ର ୧ ମିନିଟ୍ ୩୩ ସେକେଣ୍ଡ ମଧ୍ୟରେ ଭାରତ ମାନଚିତ୍ର ଆଙ୍କି ଇଣ୍ଡିଆ…
Archives


