କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଗମ୍ଭୀର
କେନ୍ଦ୍ରାପଡ଼ା ଅଫିସ, ୧୮ା୮: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ଜଳସ୍ତର ବଢୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ରହିଛି। ଯଦିଓ ହାଇ ଫ୍ଲଡ ଲେବୁଲକୁ ଏହି ଜଳସ୍ତର ଛୁଇଁନାହିଁ, ତେବେ ପାଣି ପରିମାଣ…
ଉଛୁଳୁଛି ନଦୀ, ଗ୍ରାମବାସୀ ଆତଙ୍କିତ
ଡେରାବିଶ, ୧୭।୮(ସ୍ବ.ପ୍ର.): ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ଏହାର ଶାଖାନଦୀ ଡେରାବିଶ ବ୍ଲକ ଅଧୀନ ଲୁଣା ଓ କରାଣ୍ଡିଆରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକ ଅଧୀନ ବସୁପୁର ପଞ୍ଚାୟତ ଢିଅବସୁପୁର ଗଁାରେ ଉଭୟ ନଦୀର ବନ୍ୟାଜଳ ପ୍ରବେଶ କରିବା…
ଚିତ୍ରୋତ୍ପଳା, ପାଇକା, ଲୁଣାନଦୀରେ ବନ୍ୟା ପରିସ୍ଥିତି
ପାଟକୁରା,୧୭ା୮ (ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ଚିତ୍ରୋତ୍ପଳା, ପାଇକା, ଲୁଣା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ନଦୀ କୁଳିଆ ଅଧିବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱ ଗରଦପୁର ବ୍ଲକର ଭଦାଳ…
ଗାଁରେ ଲୁଣା କରାଣ୍ଡିଆ ପାଣି, ପାଇକାରେ ଘଳିଆ, ଦ୍ୱିପାଞ୍ଚଳର ୩ ଗାଁ ବିଚ୍ଛିନ୍ନ
କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୫ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ଲୁଣା କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି । ତେବେ ଏହି ଦ୍ୱୀପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ…
୫୫ ପଞ୍ଚାୟତବାସୀଙ୍କୁ ଘାରିଛି ଜଳବନ୍ଦୀ ଭୟ
କେନ୍ଦ୍ରାପଡ଼ା ଅଫିସ, ୧୫/୮:କେନ୍ଦ୍ରାପଡ଼ା ଜିଲାରେ ୬ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଜିଲାର ବିଭିନ୍ନ ବ୍ଲକରେ ୧୦ ତାରିଖରେ ୧୫୪ ମିଲିମିଟର, ୧୧ରେ ୧୯୫ ମି.ମି., ୧୨ରେ ୧୯୧ ମି.ମି., ୧୩ରେ ୧୫୨ ମି.ମି. ଓ ୧୪ ତାରିଖରେ…
ନଷ୍ଟହେବାକୁ ବସିଛି ଶତାଧିକ ଏକର ଧାନ ଫସଲ
ପଟ୍ଟାମୁଣ୍ଡାଇ, ୧୫ା୮(ସ୍ବ.ପ୍ର.):ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ପଟ୍ଟାମୁଣ୍ଡାଇର ଧାନ ଅମାର କୁହାଯାଉଥିବା ଉତିକଣ ଭେଡ଼ାରେ ଏବେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି। ବର୍ଷାପାଣିରେ ବୁଡ଼ିରହି ଶତାଧିକ ଏକର ଚାଷଜମିର ତଳି ଘେରା ଓ ନୂଆ ରୁଆ ଧାନ ଫସଲ ନଷ୍ଟ ହେବାକୁ ବସିଛି।…
ଭାରରେ ବୁହା ହେଲେ ରୋଗୀ
ମହାକାଳପଡ଼ା,୧୫ା୮(ଡି.ଏନ୍.ଏ.): ଭାରତ ସ୍ବାଧୀନତା ଲାଭର ୭୫ ବର୍ଷ ପରେ ବି ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା ମିଳିନି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଚ୍ଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁ ଜଙ୍ଗଲଘେରିକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଆମ୍ବୁଲାନ୍ସଟିଏ ଗାଁକୁ ଆସିପାରୁ ନ…
ଲୁଣାନଦୀରେ ବନ୍ୟା ଆଶଙ୍କା: ନଦୀକୂଳବାସୀ ଆତଙ୍କିତ
ଡେରାବିଶ, ୧୫ା୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ ମହାନଦୀ ସିଷ୍ଟମ୍ରେ ବନ୍ୟା ଆଶଙ୍କା ଦେଖାଦେଇଛି। ହୀରାକୁଦ ଡ୍ୟାମ୍ରୁ ଖୋଲାଯାଇଥିବା ୩୪ଟି ଗେଟ୍ ଯୋଗେ ପ୍ରବାହିତ ହେଉଥିବା ବନ୍ୟା ଜଳ ରବିବାର ସୁଦ୍ଧା ନରାଜଠାରେ ପହଞ୍ଚତ୍ଛି। ଏହି ବିନ୍ୟାଜଳ ନରାଜରୁ ନିଷ୍କାସନ ହେବା ପରେ…
ତଟବନ୍ଧ,ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬୨୨ କୋଟି
କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାନୀୟ ଜଳ ସଙ୍କଟ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ସର୍ବଦା ଆଶଙ୍କାରେ ପକାଇଛି। ତେବେ ଏହାର ସମାଧାନ ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ଶୁକ୍ରବାର…
ଲୁଣାନଦୀ ମାଟି ବନ୍ଧରେ ଫାଟ
ମହାକାଳପଡ଼ା,୧୪ ।୮(ଡି.ଏନ୍.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି ା ଏଥିସହିତ ହୀରାକୁଦ ଉପର ମୁଣ୍ଡରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ରାତି ୭ଟା ସୁଦ୍ଧା ୩୪ ଗେଟ୍ ଦେଇ ହୀରାକୁଦ୍ ଡ୍ୟାମ୍ରୁ ଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀରେ…
ଅନୁପ୍ରବେଶ ରୋକିବାକୁ ହାଇଆଲର୍ଟ
କେନ୍ଦ୍ରାପଡ଼ା ଅଫିସ, ୧୪ ।୮: ସୋମବାର ସ୍ବାଧୀନତା ଦିବସ ା ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଇଁ ଦେଶ ଆଜାଦୀ କୀ ଅମୃତ ମହୋତ୍ସବ ପାଳନ କରୁଛି ା ଏହି ସମୟରେ ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ସମ୍ଭାବନା ଥିବାରୁ କେନ୍ଦ୍ର…
ଲଗାଣ ବର୍ଷା: ଡାକ୍ତରଙ୍କ କ୍ୱାର୍ଟର୍ସ ଆଗରେ ଆଣ୍ଠୁଏ ପାଣି
ପଟ୍ଟାମୁଣ୍ଡାଇ,୧୩।୮(ସ୍ବ.ପ୍ର.): ଲଘୁଚାପଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ମଜୁରି ଲାଗି ତେଲଲୁଣ ସଂସାର ଚଳାଉଥିବା ଅଭାବୀ ଲୋକର ହାଣ୍ଡି ଉପରେ ଲଗାଣ ବର୍ଷା ଏକପ୍ରକାର ଦାଉ ସାଧିଛି। ଗତ ୫ ଦିନ ଧରି…
Archives


