କେନ୍ଦ୍ରାପଡ଼ା

ଚାନ୍ଦିରୁପାରେ ସଜେଇ ହେବେ ମା’ ଦୁର୍ଗା

ଡେରାବିଶ, ୧ା୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ତିଲଙ୍ଗଠାରେ ଥିବା ମା’ ପିଙ୍ଗଳେଶ୍ୱରୀଙ୍କ ବହୁ ପ୍ରାଚୀନ। ଏହି ପୀଠ ଏଣ୍ଡର, ହଳଦିଆପାଟଣା, ଛଚିଣା, କୁଅଁରପୁର, ପଲେଇ ସାଥି ସମାଜ, ଜଗଦମ୍ବା ମଠ, ଖରିଦାସାହି, ଭୋଳହାଟ ଓ ତିଲଙ୍ଗ ପ୍ରସିଦ୍ଧି ଲାଭ କରିଛି। ମା’ ପିଙ୍ଗଳେଶ୍ୱରୀଙ୍କ…

ନିର୍ମାଣ ଅପେକ୍ଷାରେ ଗଲାଣି ୪ ବର୍ଷ

କେନ୍ଦ୍ରାପଡ଼ା ଅଫିସ, ୧ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା…

ରୋଗରେ ପଡ଼ି ହଷ୍ଟେଲ ଛାଡୁଛନ୍ତି ଅନ୍ତେବାସୀ

କେନ୍ଦ୍ରାପଡ଼ା ଅଫିସ, ୩୦ା୯:ଭିନ୍ନକ୍ଷମ ଓ ନିଷ୍ପେଷିତ ଶିଶୁଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେମାନଙ୍କ ଚିକିତ୍ସା ସହ ଶିକ୍ଷାଦାନ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏଥିପାଇଁ ଆସୁଥିବା…

ଶତାୟୁ ହେଲେ ବି ଶାଳରେ କରୁଛନ୍ତି କାମ

ମହାକାଳପଡା,୩୦ା୯(ଡି.ଏନ.ଏ.):ଭାରତ ୧୯୪୭ରେ ସ୍ବାଧୀନତା ଲାଭ କରିଥିଲା। ଏହି ସମୟରେ ପୂର୍ବ ପାକିସ୍ତାନ ଏବେକାର ବାଂଲାେ ଦଶରେ ଗୃହଯୁଦ୍ଧରେ ସଂଖ୍ୟାଧିକ ମହିଳାପୁରୁଷ ନିର୍ଯାତିତ ହୋଇଥିଲେ। ସେମାନେ ଭାରତକୁ ପଳାଇ ଆସିବାରୁ ସରକାର ଶରଣାର୍ଥୀ ଭାବେ ଆଶ୍ରୟ ଦେଇଥିଲେ। ୧୯୫୦/୫୧ ପରେ ଅନେକ ଶରଣାର୍ଥୀଙ୍କୁ…

ନକଲି ଫେସବୁକ୍‌ ଆଇଡି ଖୋଲି କଲେଜ ଛାତ୍ରୀଙ୍କ ନାମରେ ଅଶ୍ଳୀଳ ପୋଷ୍ଟ, ଜେଲ୍‌ ଗଲେ ଯୁବକ

ଆଳି,୨୮ା୯ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଶଶିକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ନକଲି ଫେସବୁକ୍‌ ଆଇଡି ଖୋଲି ଜଣେ କଲେଜ ଛାତ୍ରୀଙ୍କ ନାମରେ ଅଶ୍ଳୀଳ ବାର୍ତ୍ତା ପୋଷ୍ଟ କରୁଥିଲେ । ଏ ସଂକ୍ରାନ୍ତରେ ଅଭିଯୋଗ…

କଣ୍ଠିଆ ନାଳ ସେତୁ ନିର୍ମାଣ ପାଇଁ ବାଟ ଫିଟିଲା

କେନ୍ଦ୍ରାପଡ଼ା ଅଫିସ/ ପଟ୍ଟାମୁଣ୍ଡାଇ, ୨୯ା୯ (ସ୍ବ.ପ୍ର.): କଣ୍ଠିଆ ନାଳ ଉପରେ ସେତୁ ନିର୍ମାଣ ହେବ। ଦୀର୍ଘ ୧୬ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତବାସୀଙ୍କ ଦାବି ପୂରଣ ହେବାକୁ ଯାଉଛି। ଏ ନେଇ ରାଜ୍ୟ ସରକାର ଗ୍ରାମ୍ୟ…

ପାନବରଜ ପାଇଁ ପିମ୍ପୂଳା ଭରସା

ମହାକାଳପଡ଼ା,୨୮।୯ (ଡି.ଏନ.ଏ.):ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ କୁଶଳୀ, ଅର୍ଦ୍ଧ କୁଶଳୀ ଶ୍ରମିକମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଅନେକ ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ମହାକାଳପଡ଼ା ବ୍ଲକ ବତିଘର, ରାମନଗର, ଖରିନାସୀ, ପେଟଛେଲା ଆଦି ପଞ୍ଚାୟତର…

ଧାର୍ମିକ, ପରିବେଶ ପର୍ଯ୍ୟଟନର କ୍ଷେତ୍ର କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ରାଜ୍ୟର ଏକମାତ୍ର ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲାରେ ଅଛି। ଏଥିସହ ତୁଳସୀକ୍ଷେତ୍ର ଭାବେ ଏହି ଜିଲା ଧାର୍ମିକ ପର୍ଯ୍ୟଟନ ପାଇଁ ପରିଚିତି ଲାଭ କରିଛି। ପରିବେଶ ଓ ଧାର୍ମିକ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ…

ଗୁଆ ଘିଅରେ ତିଆରି ହୁଏ ସମସ୍ତ ଭୋଗ

ଡେରାବିଶ, ୨୭ା୯(ସ୍ବ.ପ୍ର.):ଶାରଦୀୟ ଦୁର୍ଗାପୂଜା ପାଇଁ ଡେରାବିଶର ବିଭିନ୍ନ ଅଞ୍ଚଳ ଉତ୍ସବ ମୁଖର ହେବାକୁ ଯାଉଛି। ପୂଜା ଆଉ ମାତ୍ର ୫ ଦିନ ଥିବାବେଳେ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ହଳଦିଆପାଟଣା ମା’ ଦୁର୍ଗାଙ୍କ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ମହାଳୟା…

ଅଲିଭ ରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ପ୍ରତି ବିପଦ

ମହାକାଳପଡ଼ା, ୨୭ା ୯(ଡି.ଏନ.ଏ):ବଙ୍ଗୋପସାଗର ପୂର୍ବ ଉପକୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଅଲିଭ ରିଡ୍‌ଲେ କଇଁଛଙ୍କ ଅଣ୍ଡଦାନର ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏଠାକୁ କାହିଁ କେଉଁ କାଳରୁ ବିରଳ ପ୍ରଜାତିର…

କେନାଲ ପୋତି ହୋଇଗଲାଣିି, ଜମିକୁ ମାଡୁନି ପାଣି

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସମ୍ପଦ ବିଭାଗର ଅପାରଗତା ପଦାରେ ପଡିଛି। କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଶର ଶିକାର ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଳସେଚନ ପାଇଁ ପଟ୍ଟାମୁଣ୍ଡାଇ ମୁଖ୍ୟ…

ବନ୍ୟାରେ ଭାଙ୍ଗିଛି ପଥର ପ୍ୟାକିଂ, ଦବିଛି ୩ ସ୍ପର

ପଟ୍ଟାମୁଣ୍ଡାଇ,୨୬ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରବାହିତ ଚିରସ୍ରୋତା ବ୍ରାହ୍ମଣୀ ନଦୀର ପ୍ରଖର ସ୍ରୋତରେ ପ୍ରତିବର୍ଷ କୂଳରୁ ଅତଡା ଖାଉଛି। ଏହାର ସୁରକ୍ଷା ପାଇଁ ନାର୍ବାଡ ପକ୍ଷରୁ ୧୭ କୋଟି ୮୩ ଲକ୍ଷ ୩୪ହଜାରେ ଟଙ୍କା ବ୍ୟୟ ଅଟକଳରେ ପଟ୍ଟାମୁଣ୍ଡାଇ ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri