ରାଷ୍ଟ୍ରପତିଙ୍କୁ ଧାନରେ ନିର୍ମିତ କୋଣାର୍କ ମନ୍ଦିର ଉପହାର ଦେଲେ ଶିଳ୍ପୀ
ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲାଠାରେ ଥିବା ଏକ ସିମେଣ୍ଟ ପ୍ରଡକ୍ଟ କାରଖାନରେ ଜଣେ ମିସ୍ତ୍ରୀ ଭାବେ କାମ କରନ୍ତି ଯଶୋବନ୍ତ ମଲ୍ଲିକ ା ବୟସ ୩୦ ା ତାଙ୍କ ନିଜ ଘର ଯାଜପୁର ା ତେବେ ବିନା…
ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ
ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ ରାଜନଗର ଗୋଷ୍ଠୀକେନ୍ଦ୍ରରେ ମୃତଦେହ ପଡ଼ି ରହିଛି ା ମୃତଦେହକୁ ଛାଡ଼ି ଶାଶୁଘର ଓ ବାପଘର…
ଶିଳ୍ପବିହୀନ ଜିଲାରେ କାରଖାନାର ବିଷାକ୍ତ ଧୂଆଁ
କେନ୍ଦ୍ରାପଡ଼ା ଅଫିସ, ୧୧ା୨: ମହାନଦୀର ଗୋଟିଏ ପାର୍ଶ୍ୱରେ କେନ୍ଦ୍ରାପଡ଼ା ଜିଲା ଥିବାବେଳେ ଅପରପାର୍ଶ୍ୱରେ ଜଗତ୍ସିଂହପୁର ଜିଲା ଅଛି। କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି ଶିଳ୍ପବିହୀନ ହୋଇ ରହିଛି। ତେବେ ଅପରପାର୍ଶ୍ୱରେ ଜଗତ୍ସିଂହପୁର ଜିଲା ପାରାଦୀପ ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ବୃହତ ଶିଳ୍ପ ଗଢ଼ି…
ଏନ୍ଜିଟି ନିଷିଦ୍ଧାଞ୍ଚଳ ସ୍ଥାନରୁ ବାଲିମାଟି ଉଠାଣ
ପଟ୍ଟାମୁଣ୍ଡାଇ,୧୦ା୨(ସ୍ବ.ପ୍ର.):ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି) ବ୍ରାହ୍ମଣୀ ନଦୀ ଶର୍ଯ୍ୟାରୁ ବାଲି ମାଟି ଉଠାଣକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ହେଲେ ଉକ୍ତ ସ୍ଥାନରୁ ଏବେ ଦୈନିକ ଶତାଧିକ ହାଇୱା ଓ ଟ୍ରାକ୍ଟରରେ ବାଲିମାଟି ବୁହା ଚାଲିଛି। ଏହି ସ୍ଥାନରୁ ମାଟି ଉଠାଣକୁ ନେଇ…
ପାନିଆ ବାଦ୍ୟକାର ଗଣେଶଙ୍କୁ ମିଳିଛି ସ୍ବୀକୃତି, ମିଳୁନି ଭତ୍ତା
କେନ୍ଦ୍ରାପଡ଼ା ଅଫିସ, ୧୦ା୨:କେନ୍ଦ୍ରାପଡ଼ା ବ୍ଲକ ବଡମାଣତିଆ ଗ୍ରାମର ପାନିଆ ବାଦ୍ୟକାର ଗଣେଶ ଚନ୍ଦ୍ର ରାଉତଙ୍କୁ ସଙ୍ଗୀତ ମୂର୍ଚ୍ଛନା ଓ ଲଳିତ କଳା ସଂସ୍କୃତି ଏକାଡେମୀ ପକ୍ଷରୁ ଓଡ଼ିଶା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥ ଭଞ୍ଜ କଳାମଣ୍ଡପରେ ଗତ ୩୦ ତାରିଖରେ…
କେନ୍ଦ୍ରାପଡ଼ାରେ ସୀମିତ କର୍ମନିଯୁକ୍ତିକୁ ନେଇ ଚିନ୍ତା
କେନ୍ଦ୍ରାପଡ଼ା ଅଫିସ, ୯ା୨: ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ ନୁହେଁ । ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର । ୫୭ ହଜାରରୁ ଅଧିକ ସ୍ନାତକ ଓ ତା’ଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମ ନିୟୋଜନ କେନ୍ଦ୍ରରେ…
ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ
ରାଜନଗର, ୮ା୨(ଡି.ଏନ୍.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ ରାଜନଗର ଯୋଗାଣ ଅଧିକାରୀ, ଜିଲା ଯୋଗାଣ ଅଧିକାରୀ ଓ ଉପଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ…
ବେଆଇନ ଭାବେ ଇଟା ପୋଡ଼ା ଚାଲିଛି
ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ବେଆଇନ ଇଟାଭାଟି ନିର୍ମାଣ କରିବା ସହ ଚୋରା ବାଲି ଚାଲାଣ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢି ଚାଲିଛି। ଇଟାଭାଟି ମାଲିକ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହା ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସାଧାରଣ ଲୋକଙ୍କ ପ୍ରତିବାଦର ସ୍ବର ଜିଲା…
ଶତାଧିକ ତାଳ ଗଛ କାଟି ନେଲେ ଦୁର୍ବୃତ୍ତ, ପ୍ରଶାସନ ଚୁପ
ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିପାଟଣା ପଞ୍ଚାୟତର ଖଡିପାଳ-ଆଗାଡିଆ ମୌଜାରୁ ଶତାଧିକ ତାଳ ଗଛ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏ ନେଇ ୧୫ ଦିନ ତଳେ ତହସିଲରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇର ତତ୍କାଳିନ ତହସିଲଦାର ଓ…
ଅର୍ଥକରୀ ଫସଲ ହିଁ ଚାଷୀଙ୍କୁ ସ୍ବାବଲମ୍ବୀ କରିବ
କେନ୍ଦ୍ରାପଡ଼ା ଅଫିସ,୭ା୨:କେନ୍ଦ୍ର ସରକାରଙ୍କ ବଜେଟରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଜିଲାରେ ଗୋଟିଏ ଉପତ୍ାଦକୁ ଗୁରୁତ୍ୱ ଦେବା ପାଇଁ ଏଥିରେ ଯୋଜନା କରାଯାଇଛି। ପାରମ୍ପରିକ କୃଷିକୁ ପ୍ରାଧାନ୍ୟ ଦେବା ସହ ଏଥିପାଇଁ ୫ ବର୍ଷୀୟା ଯୋଜନା କରିବାକୁ ହେବ। ଅର୍ଥକରୀ ଫସଲ…
୨୨ ଦିନ ପରେ ବି ଚାଷୀଙ୍କୁ ଟଙ୍କା ମିଳୁନି
ପଟ୍ଟାମୁଣ୍ଡାଇ,୭ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତବର୍ଷ ଖରିଫ ଧାନକିଣାରେ ଅବ୍ୟବସ୍ଥା ସାମନାକୁ ଆସିଛି। ମଣ୍ଡିରେ ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ ପାଇଁ ପ୍ରାବଧାନ ରହିଛି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ୨୦ଦିନରୁ…
ଲାଲ୍ କଙ୍କଡ଼ାଙ୍କ ପ୍ରତି ଘନାଉଛି ବିପଦ
ମହାକାଳପଡ଼ା,୬ା୨(ଡି.ଏନ.ଏ.):ବିସ୍ତୀର୍ଣ୍ଣ ବେଳାଭୂମି ଆଉ ତାରି ଭିତରେ ମେକ୍ରୋ ସେରା ବା ଲାଲ୍ ରଙ୍ଗର କଙ୍କଡ଼ାଙ୍କ ମେଳି ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରେ। ଏହି କଙ୍କଡା ଓଡ଼ିଶା ଉପକୂଳର ବିଶେଷ ଭାବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ…
Archives


