କନ୍ଧମାଳ

ସରକାରୀ ବସ୍‌-ହାଇୱା ମୁହାଁମୁହିଁ: ଆଉ ତା’ପରେ..

ଜି.ଉଦୟଗିରି,୧୮।୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ ଡୁଗୁଡ଼ିପାରି ମୁଣ୍ଡାମାଲା ନିକଟରେ କଟକରୁ ବାଲିଗୁଡ଼ା ଆସୁଥିବା ଓଡି୦୫ବିସି-୪୧୦୬ ନମ୍ବର ବିଶିଷ୍ଟ ସରକାରୀ ଯାତ୍ରୀବାହୀ ବସ୍‌ସହ ଓଡି୩୨ଜେ-୭୬୫୫ ନମ୍ବର ବଜରଙ୍ଗ କନଷ୍ଟ୍ରକସନ ହାଇୱା ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲା।…

ମଶାଣି ଜମି ଜବରଦଖଲ ଅଭିଯୋଗ: ଜମି ନ ଛାଡିଲେ ଅଞ୍ଚଳରେ ଉତ୍ତେଜନା…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ମୁଖ୍ୟ ମଶାଣି ଜମିକୁ କିଛି ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ଧୀରେଧୀରେ ମଶାଣିର ବିସ୍ତିର୍ଣ୍ଣ ଜମି ଏବେ ସଙ୍କୁୁଚିତ ହୋଇପଡିଛି। ଜବରଦଖଲକାଙ୍କୁ ଅଞ୍ଚଳବାସୀ ବାରମ୍ବାର ଜଣାଇଲେ ମଧ୍ୟ ଜବରଦଖଲକାରୀ ଜମି…

ପୁଣି ମାନବିକତା ଦେଖାଇଲେ ଦାରିଙ୍ଗବାଡିବାସୀ: ତିଆରି କରିଲେ ବାଉଁଶ କୋକେଇ ବୋହିନେଲେ …

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): ପୂର୍ବ ଶତ୍ରୁତାଥିଲେ, ଅନେକ ସମୟରେ ଗାଁ କିମ୍ବା ପରିବାର ମଧ୍ୟରେ କାହାର ମୃତ୍ୟୁ ଘଟିଲେ ମୃତଦେହକୁ ଶ୍ମଶାକୁ ନେବା ପାଇଁ କାନ୍ଧ ଦିଅନ୍ତି ନାହିଁ। ମାତ୍ର ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ିରେ। ଅଜଣା ଅଶୁଣା ଲୋକଙ୍କ…

କିରିକୁଟିରେ ସପ୍ତାହେ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୧୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବାରମ୍ବାର ମୋବାଇଲ ସେବା ପୂରା ବନ୍ଦ ହୋଇପଡୁଛି। ଫଳରେ ଉପଭୋକ୍ତାମାନେ ହଟହଟା ହେଉଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ସମୟ ଧରି ଅଚଳ ହୋଇପଡୁଥିବା ବେଳେ ଏବେ…

ଚାଷୀଙ୍କୁ ଭଲ ରୋଜଗାର ଦେଉଛି ବିନ୍‌, ଏବେ ଦର ଖସୁଥିବାରୁ ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): ରାଜଧାନୀ ଭୁବନେଶ୍ୱର ହେଉ କି ରାଜ୍ୟର ଅନ୍ୟ ସହର ହେଉ ସବୁଠି ପନିପରିବା ମଧ୍ୟରେ ରାଇକିଆ ବିନ୍‌ର ଚାହିଦା ଅନ୍ୟତମ । ଏବେ ରାଇକିଆ ବିନର ବିହନକୁ ନେଇ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରାଯାଉଥିବା…

ତୁହାକୁ ତୁହା ବର୍ଷା, ଚାଷୀ ବ୍ୟସ୍ତ: ବଜାର ଶୂନଶାନ୍‌

ଦାରିଙ୍ଗବାଡି,୧୬/୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ମାସ ହେଲା ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଚାଷୀକୂଳକୁ ଯେତିକି ଫାଇଦା ହେବା କଥା କିଛି ଚାଷରେ ଫାଇଦା ହେଉଥିବାବେଳେ ଆଉ କିଛି ଚାଷରେ କ୍ଷତି ସହିବାକୁ ପଡୁଛି। ବିନ୍…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଭଞ୍ଜନଗର,୧୫।୮(ବାବୁଲା ପ୍ରଧାନ):ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. କମ୍ବୁପାଣି ସାମନ୍ତ ଏବଂ ଯୁଗ୍ମ ସମ୍ପାଦକ ଗଙ୍ଗାଧର ଦାସ ଯୋଗ ଦେଇଥିଲେ। ୫୧ଜଣ…

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା, ବଖାଣିଲେ ସ୍ବାଧୀନତା ପୂର୍ବର କାହାଣୀ

ଦାରିଙ୍ଗବାଡି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ସିକରମାହା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଉକ୍ତ ଅଞ୍ଚଳର…

ରାଇକିଆରେ ୭୯ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ରାଇକିଆ,୧୫।୮(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆଠାରେ ଶୁକ୍ରବାର ୭୯ତମ ବ୍ଲକ ସ୍ତରୀୟ ସାଧୀନତା ଦିବସ ପାଳିତ ହୋଇଯାଇଛି । ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ ବିଡିଓ ଡଃ ସବ୍ୟସାଚୀ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟର…

‘ଲୋକଙ୍କୁ ସବୁ ସମୟରେ ସେବା ଯୋଗାଇବା ପାଇଁ ସଂକଳ୍ପ’

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ଗୋଷ୍ଠୀ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜାତୀୟ ପତ୍ତାକା ଉତ୍ତୋଳନ ହୋଇଛି। ଜାତୀୟ ସଙ୍ଗୀତ ଗାନ…

କଂଗ୍ରେସ କାର୍ଯ୍ୟାଳୟ ଉତ୍ସବମୁଖର: ଫଳ ବାଣ୍ଟିଲେ କର୍ମକର୍ତ୍ତା

ଦାରିଙ୍ଗବାଡି,୧୫/୮(ଅରୁଣ ସାହୁ):ଦାରିଙ୍ଗବାଡି କଂଗ୍ରେସ ପକ୍ଷରୁ ୭୯ ତମ ସୱାଧୀନତା ଦିବସ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି। ସକାଳ ୮ଟାରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ। ସେଠାରେ ମୁଖ୍ୟ ଅତିଥିଭାବେ ଦଳର ବରିଷ୍ଠ ନେତା ତଥା…

ପତାକା ଉତ୍ତୋଳନ କଲେ ବିଧାୟକ: ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ଶୁକ୍ରବାର ବ୍ଲକସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?