କନ୍ଧମାଳ

ତାଜୁଙ୍ଗିଆରେ ୨ ବର୍ଷ ହେଲା ମୋବାଇଲ ସେବା ଅଚଳ: କେହି ଶୁଣୁନାହାନ୍ତି ଅଭିଯୋଗ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ରହିଛି ତାଜୁଙ୍ଗିଆ ପଞ୍ଚାୟତ ସେଠାକୁ ଯିବାକୁ ହେଲେ ଘାଟି ଅଣଓସାରିଆ ରାସ୍ତା ରହିଛି। ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳଭାବେ ଜଣାଶୁଣା ତାଜୁଙ୍ଗିଆରେ ଅନେକ ସୁବିଧା ଲୋକଙ୍କ ପାଇଁ…

ଛାତ୍ର, ବିଦ୍ୟାଳୟ ରାତ୍ର ଜଗୁଆଳିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ….

ଖଜୁରିପଡ଼ା,୧୧ା୮( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନାରେ ରବିବାର ଓ ସୋମବାର ୨ ଦିନରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୋମବାର ଖଜୁରିପଡ଼ା ବ୍ଲକ ଦୂତିମେଣ୍ଡି ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ରାତ୍ର ଜଗୁଆଳି ଓ ସୋମବାର…

ସର୍ବାଧିକ ରେକର୍ଡ କଲା ଅଭିଯୋଗ ଶୁଣାଣି, ରେଡ କାରପେଟରେ ଆସି ଅଭିଯୋଗ କଲେ ଲୋକେ

ଦାରିଙ୍ଗବାଡି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ବେଦଭୂଷଣ ଯୋଗଦେଇ ଅଞ୍ଚଳର ୨୫ପଞ୍ଚାୟବାସୀଙ୍କ ଅଭିଯୋଗ ଶୁଣିଛନ୍ତି । ତାଙ୍କ ସହ କନ୍ଧମାଳ ଏସପି ହରିଶ…

ଜିଲାପାଳଙ୍କ ଜନଶୁଣାଣି: ଅଭିଯୋଗ ଜଣାଇବାକୁ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୧୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପାଇଁ ଭିଡ଼ ଜମିଛି। ଉକ୍ତ ବ୍ଲକର ୨୫ ପଞ୍ଚାୟତ ଅଞ୍ଚଳରୁ ବହୁ ଲୋକ ଅଭିଯୋଗ କରିବାକୁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବିଶେଷକରି ଦୁର୍ଗମ…

ଭାଜପା ମଣ୍ଡଳ ସଭାପତି ଆଣିଲେ ସାଙ୍ଘାତିକ ଅଭିଯୋଗ: ଅଦୃଶ୍ୟ ଶକ୍ତି…

ଦାରିଙ୍ଗବାଡି, ୯।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁଠାରେ ଗତ ବୁଧବାର ବିଜେଡିର ଯୁବଛାତ୍ର ସଂଗଠନ ପକ୍ଷରୁ ରାଜ୍ୟରେ ନାରୀ ନିର୍ଯ୍ୟାତନାକୁ ନେଇ ପ୍ରତିବାଦ ସଭା ଓ ଶୋଭାଯାତ୍ରା କରାଯାଇ ଥିଲା। ଏଥିରେ ଋଷିମାଳ ଉଚ୍ଚ ମାଧ୍ୟମିକ ଓ…

ଯାତ୍ରୀ ବିଶ୍ରାମାଗାର ନାହିଁ, ଲୋକଙ୍କୁ ଭରସା ବରଗଛ ଛାଇ

ଦାରିଙ୍ଗବାଡ଼ି,୧୦ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ବୁଡ଼ାଗୁଡ଼ା ବଜାର ଭରସା କିନ୍ତୁ ଆଜି ପର୍ଯ୍ୟନ୍ତ ବୁଡ଼ାଗୁଡା ଅଞ୍ଚଳର ବିକାଶ ଅପହଞ୍ଚ ଯୋଗୁ ଦୁର୍ଗମ ଅଞ୍ଚଳବାସୀ ବୁଡ଼ାଗୁଡ଼ା ଆସି ବହୁ ସମୟରେ ହଇରାଣ ହରକତ ହେଉଛନ୍ତି।…

ଶୁଣିଲାନି ପ୍ରଶାସନ: ଗାଁ ଲୋକେ ତିଆରି କଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା,୧୦।୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି।ଏ ସମ୍ପର୍କରେ…

ହାତୀ ଆତଙ୍କ : ଭୋକ ଉପାସରେ ରାତି କାଟିଲେ ଲୋକେ

ଜି.ଉଦୟଗିରି,୯ା୮(ଚିନ୍ମୟ କୁମାର ସେଠୀ): ପୁଣି ପିଡିକାମାହା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ବେଳେ ଜଙ୍ଗଲୀ ଦନ୍ତାହାତୀ ପିଡିକାମାହା ମୁଖ୍ୟ ରାସ୍ତାରୁ ଆସି ନନ୍ଦଗିରି ପାଣି ଟାଙ୍କି ସାହିରେ ପଶି ଗୋଟିଏ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଖାଦ୍ୟ ପଦାର୍ଥ ନଷ୍ଟ…

ଭାଇଚାରାର ବାର୍ତ୍ତା ବାଣ୍ଟିଲା ଆର୍‌ଏସ୍‌ଏସ୍‌, ନିଆରା ଢଙ୍ଗରେ ରାଖୀ ବାନ୍ଧି…

ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): ଭଉଣୀ-ଭାଇଙ୍କ ପବିତ୍ର ବନ୍ଧନର ସାକ୍ଷୀ ହେଉଛି ରାଖୀ। ଶନିବାର ରକ୍ଷାବନ୍ଧନ ପାଇଁ ଚାରିଆଡ଼େ ଉତ୍ସବମୁଖର ହୋଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ ଦାରିଙ୍ଗବାଡ଼ି। ଏହି ଅଞ୍ଚଳରେ ଏହି ପବିତ୍ର ବନ୍ଧନ କାର୍ଯ୍ୟକ୍ରମକୁ ଧୂମ୍‌ଧାମରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଶିଶୁ…

ବିଶ୍ୱ ଆଦିବାସୀ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ, ହଜି ଯାଉଥିବା ପାରମ୍ପରିକ ଚଳଣିକୁ…

ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସକୁ ଧୂମ୍‌ଧାମରେ ପାଳନ କରାଯାଇଛି। ସମିତିର ସଭାପତି କରୁଣାକର ପ୍ରଧାନଙ୍କ ନେତୃତ୍ୱରେ ଏହି ଦିବସ ପାଳନ ଅବସରରେ ଆଦିବାସୀଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ…

ଗର୍ଜିଲେ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି…

ସେବାଶ୍ରମରେ ରକ୍ଷାବନ୍ଧନ: ସହପାଠୀଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀ

ଦାରିଙ୍ଗବାଡି,୯/୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରାମ ପରିସର ମଧ୍ୟରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ସେବାଶ୍ରମରେ ଶତାଧିକ ଛାତ୍ରୀଛାତ୍ର ରହି ପାଠପଢୁଛନ୍ତି। ଶନିବାର ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?