କନ୍ଧମାଳ

ପୋଲିସକୁ ଧମକ ଦେଇ ବନ୍ଧା ହେଲେ ୩

ଭଞ୍ଜନଗର,୩ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସକୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ସେମାନେ ହେଲେ…

ଆମେ ବି ସକ୍ଷମ: ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ): ଜଣେ ଦିବ୍ୟାଙ୍ଗ ଜଣେ ସକ୍ଷମ ଛାତ୍ରୀଛାତ୍ରଙ୍କ ସହ ସମାନ। ସେମାନଙ୍କୁ ସମାନ ସମ୍ମାନ ମିଳିବା ଦରକାର। ସେମାନେ ଦିବ୍ୟାଙ୍ଗ ନୁହଁନ୍ତି, ତାଙ୍କ ନିକଟରେ ମଧ୍ୟ ଅନ୍ତର୍ନିହିତ ଗୁଣ ଭରି ରହିଛି। ସେମାନେ ଜଣେ ସାଧାରଣ ଲୋକଙ୍କଠାରୁ…

ସଡ଼କ ସୁରକ୍ଷା, ଜୀବନ ରକ୍ଷା: ଶୂନ ଦୁର୍ଘଟଣା ରୋକିବାକୁ ଅଣ୍ଟା ଭିଡ଼ିଲେ ଆଇଟିଆଇ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୩।୧୨(ଅରୁଣ ସାହୁ): ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା କିମ୍ବା ଅନାବଶ୍ୟକ ଦ୍ରୁତ ଗତି ଗାଡି ଚଲାଇବା ଯୋଗୁ ଅକାଳରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି। ଏହାକୁ ରୋକିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ…

ଏମିତି ବି ଆସେ ମୃତ୍ୟୁ : କୁକୁର ଛୁଆ ମୁହଁରୁ ଢାଳ କାଢ଼ି ବଞ୍ଚାଇଥିଲେ, ହେଲେ ଏବେ…

ଦାରିଙ୍ଗବାଡି,୩।୧୨ (ଅରୁଣ ସାହୁ): ମୃତ୍ୟୁ ଏମିତି ବି ଆସେ। ଟିକିଏ ଅସାବଧାନତା ଜଣଙ୍କ ଜୀବନ ନେଇଗଲା। ଏଭଳି ଦୁଃଖଦ ଖବର ଆସିଛିି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସରାମୁଳି ପଞ୍ଚାୟତ ପାକାଲମାହା ଗ୍ରାମର ଫାଉସ୍ଥିନା ବଳିୟାର ସିଂ(୪୬)ଙ୍କ କ୍ଷେତ୍ରରେ। ସେ ମଙ୍ଗଳବାର…

ପୁଣି ବଢିଲା ଶୀତ: ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ବୁଧବାର ସକାଳ ସମୟରେ ତାପମାତ୍ରା ରାଜ୍ୟରେ ସବୁଠାରୁ କମ ରହିଥିବା ଜଣାପଡିଛି। ପୂର୍ବରୁ…

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ: ଆଉ ଗାଁକୁ ଫେରିଲେନି…

ଦାରିଙ୍ଗବାଡି,୩।୧୧ (ଅରୁଣ ସାହୁ): କେରଳରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ସରାମୁଳି ପଞ୍ଚାୟତ ପାକାଲମାହା ଗ୍ରାମର ଫାଉସ୍ଥିନା ବଳିୟାର ସିଂ(୪୬)।ଚିକିତ୍ସାଧୀନ ଅବସ୍ଥାରେ ବଳିୟାରଙ୍କ ମୃତ୍ୟୁ ଘଟିଛି।…

ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି…

ଦାରିଙ୍ଗବାଡି, ୨।୧୨ (ଅରୁଣ ସାହୁ ): ଆଶା ଥିଲା ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ଆଉ ଗାଁ ର ଅନେକ ସମସ୍ୟା ସମାଧାନ ହୋଇପାରିବ। କିନ୍ତୁ ଲୋକଙ୍କ ସ୍ବପ୍ନ ପୁରଣ ହେଲା ପକ୍କା ରାସ୍ତା ନିର୍ମାଣ ହେଲା କିନ୍ତୁ ତାହା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଝିପିଝିପି ବର୍ଷା: ଚିନ୍ତାରେ ଚାଷୀ

ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପାଣିପାଗରେ ପରିବର୍ତ୍ତନ ଆସିଛି। ସୋମବାର ଭୋର ସମୟରୁ ଝିପିଝିପି ବର୍ଷା ଲାଗିରହିଥିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ରାତ୍ରକାଳୀନ ଥଣ୍ଡାରେ ହ୍ରାସ ପାଇଥିବା ବେଳେ ଦିନରେ କୋହଲା ପାଗ ଓ ମେଘୁଆ…

ନିମୋନିଆ ରେ ସଂକ୍ରମିତ ହୋଇ ଗୁରୁତର ଗୀତାଞ୍ଜଳି: ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଭାଇ  ସହାୟତା ପାଇଁ…

ଦାରିଙ୍ଗବାଡି, ୩୦।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।…

ବିଜ୍ଞାନ ପ୍ରକଳ୍ପ ଦେଲା ସଫଳତା: ରାଜ୍ୟସ୍ତରରେ  ଅଂଶ ଗ୍ରହଣ କରିବେ ୨ ଅର୍ଚ୍ଚିତା

ଦାରିଙ୍ଗବାଡି,୩୦।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ…

ଅମୃତ ମିଳନରେ ଶହ ଶହ ଶ୍ରଦ୍ଧାଳୁ

ଦାରିଙ୍ଗବାଡ଼ି, ୨୯।୧୧ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ମା’ଦଶଭୁଜା ଦୁର୍ଗମଣ୍ଡପଠାରେ ଶନିବାର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ସକାଳ ୯ ଟାରୁ ଶହ ଶହ ମହିଳା ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀରୁ ଗଙ୍ଗାପୂଜା କରି ଜଳ ଉଠାଇ ବିରାଟ କଳସ…

‘ହିଂସାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ’

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଅନ୍ତର୍ଜାତୀୟ କମଳା ଦିବସ ନାରୀନେତ୍ରୀ ମମତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?