କନ୍ଧମାଳ

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା। ଏହାଦେଖି ସ୍ଥାନୀୟ ଲୋକ ଏବଂ ଏସବିଆଇ ଶାଖାର ଶାଖା ପରିଚାଳକ ଗୌରୀଶଙ୍କର ନାୟକ ପ୍ରମୁଖ…

ଛାଡ଼ଖାଇରେ ବେପାର ମାନ୍ଦା, ଆନ୍ଧ୍ର ମାଛକୁ ନାପସନ୍ଦ କରୁଛନ୍ତି ଲୋକେ, ବ୍ୟବସାୟୀ ନିରାଶ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ସରିଲା କାର୍ତ୍ତିକ ବ୍ରତ। ଏହା ପରେ ଛାଡ଼ଖାଇ ପାଳନ କରାଯାଏ। ଯାହା ମାସ ତମାମ ଖାଇବା ଛାଡ଼ିଥିବ ତାକୁ ଛାଡ଼ଖାଇ ଦିନ ଖାଇବ ତେବେ ଏହି କ୍ରମରେ ଅଧିକାଂଶ ଶ୍ରଦ୍ଧାଳୁ ଆମିଷ ଏବଂ ପିଆଜ, ରସୁଣ ଛାଡ଼ିଥାନ୍ତି। ତେବେ…

ଘାଟିରେ ଓଲଟିଲା ବସ୍‌: ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ଭଞ୍ଜନଗର/ ଜି.ଉଦୟଗିରି,୭ା୧୧(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଶୁକ୍ରବାର ଭୋର୍‌ ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍‌ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଭଞ୍ଜନଗର ଏବଂ ଜି. ଉଦୟଗିରି…

ବିଲରେ ପଶି ଧାନ ନଷ୍ଟ କଲା ହାତୀ, ଦେଖନ୍ତୁ ଭିଡିଓ…

ଜି.ଉଦୟଗିରି,୬।୧୧(ଶିଶିର ପଟ୍ଟନାୟକ/ ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ସହରଠାରୁ ୪ କିଲୋମିଟର ନନ୍ଦଗିରି ଓ ମାଲାଂସୁଗା ଛକଠାରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହାତୀ ଉକ୍ତ ଅଞ୍ଚଳରେ ଥିବା ଧାନ…

ଶୀତ ମହୋତ୍ସବ ପାଇଁ ବସିଲା ପ୍ରଥମ ବୈଠକ: ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭାବେ କରାଯିବ ନିମନ୍ତ୍ରଣ, ଜାଣନ୍ତୁ କ’ଣ ସବୁ ହେଲା ଆଲୋଚନା

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ ନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ…

ତୁମୁଡିବନ୍ଧ,୬।୧୧(ଦୀପକ କୁମାର ପରାସେଠ): ଦୁଇ ବାଇକ ମୁହାଁମୁହିଁରେ ତିନି ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ସେମାନେ ହେଲେ ବିଲା ମାଳ ପଞ୍ଚାୟତର ବିକା ପାଙ୍ଗ ଗ୍ରାମର ରଞ୍ଜିତ…

କନ୍ଧମାଳରେ ୪୦ ଏକର ଗଞ୍ଜେଇ ଚାଷ ଉଚ୍ଛେଦ, ଲକ୍ଷାଧିକ ଟଙ୍କାର ଗଛ ପୋଡ଼ି ନଷ୍ଟ

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳ କାଡଶପାଟା ଗ୍ରାମ ନିକଟ ଜଙ୍ଗଲରେ ବୁଧବାର ପୋଲିସର ବଡ଼ ଚଢ଼ାଉ। ଗୋପନ ସୂଚନା ମିଳିବା ପରେ ଡିଏସପି କନକ ମାଝୀଙ୍କ ନେତୃତ୍ୱରେ ଆଇଆଇସି ଜୟନ୍ତ କୁମାର ସେଠି, ଅବକାରୀ ବିଭାଗ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ: ପୁରୁଣା ପରମ୍ପରା ଉଜ୍ଜିବୀତ କରିବାକୁ ଚାଲିଛି ଉଦ୍ୟମ

ଦାରିଙ୍ଗବାଡି, ୪/୧୧ (ଅରୁଣ ସାହୁ): ଚାଲିଛି କାର୍ତ୍ତିକ ବ୍ରତ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ସବୁଠି ହରେକୃଷ୍ଣ ନାମ ଜପ ସହ କୀର୍ତ୍ତିନ ଭଜନ ଜମୁଛି। ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି।…

କାର୍ତ୍ତିକ ଶେଷ ସୋମବାର ଶୈବ ପୀଠରେ ପ୍ରବଳ ଭିଡ଼

ଜି.ଉଦୟଗିରି,୩।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ପବିତ୍ର କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ ଚାଲିଥିବା ବେଳେ ଶେଷ ସୋମବାର ସ୍ଥାନୀୟ ଶୈବ ପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପଞ୍ଚୁକ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ସକାଳୁ…

ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁନି ଭାଜପା, ଅଭିଯୋଗ ଆଣି ବିଜେଡି କହିଲା ମାଗଣା ବିଦ୍ୟୁତ୍‌କୁ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଜିଲାର ବରିଷ୍ଠ ବିଜେଡି ନେତା ସାଲୁଗା…

ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି, କୋଦାଳ,…

ବଢୁଛି ଚୋରାମଦ କାରବାର, ନାକେଦମ ହେଉଛନ୍ତି ବ୍ୟବସାୟୀ, ସନ୍ଧ୍ୟା ହେଲେ ନିଶାସକ୍ତ ଅବସ୍ଥାରେ…

ଦାରିଙ୍ଗବାଡି, ୨।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି । ବିଶେଷ କରି ଉକ୍ତ ଥାନା ଅଞ୍ଚଳ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସନ୍ଧ୍ୟା ହେଲେ ଭଦ୍ର ଲୋକ ଘରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri