କନ୍ଧମାଳ

ବାଇକ୍‌ ସହ ସ୍କୁଟି ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରତର

ଦାରିଙ୍ଗବାଡ଼ି,୩ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଛକରେ ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ…

ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଆସିଲା ଆଜ୍ଞା ମାଳ

ରାଇକିଆ,୨ା୨(ପ୍ରଦୀପ ବେହେରା): ଆସନ୍ତା ମାର୍ଚ୍ଚ ୪ରୁ ୧୧ ପର୍ଯ୍ୟନ୍ତ ରାଇକିଆ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ସୋର୍‌ରେ ଚାଲିଛି । ଶନିବାର ପରିଚାଳନା କମିଟି ସଦସ୍ୟମାନେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା…

ଏବେ ମଧ୍ୟ ଶୀତ ଜାରୀ, ସକାଳ ସମୟରେ ଥରାଉଛି

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ବି ଶୀତ ଲହରୀ ଜାରୀ ରହିଛି। ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୋର ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଫଳରେ ସକାଳୁଆ ଶୀତ ଦାଉରୁ…

ଯେଉଁଦିନ ଅବସର ନେଲେ ଶିକ୍ଷକ ସେହିଦିନ ମିଳିଲା ପେନ୍‌ସନ୍‌

ରାଇକିଆ,୧ା୨(ପ୍ରଦୀପ ବେହେରା): ପେନ୍‌ସନ୍‌ ପାଇଁ ପୂର୍ବ ଭଳି ଆଉ କୌଣସି କର୍ମଚାରୀ ହଇରାଣ ହେବେନି। ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଅବସର ଦିନ ହିଁ ପେନ୍‌ସନ୍‌ ମିଳିବାର ବ୍ୟବସ୍ଥା ସରକାର କରିଛନ୍ତି। ରାଇକିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ…

ବାଇକ୍‌ରେ ଯାଉଥିଲେ ଓକିଲ, ଉପରେ ପଡ଼ିଲା ଶୁଖିଲା ଗଛ, ଆଉ ତା’ ପରେ…

ବାଲିଗୁଡ଼ା,୩୧ା୧((ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, ପଣସପଡ଼ି ସାହିରୁ…

ଦାରିଙ୍ଗବାଡିରେ ଛାତ୍ରୀଛାତ୍ରଙ୍କ ପିକ୍‌ନିକ, ଏକାଠି ହେଲେ ଅଭିଭାବକ, ଶିକ୍ଷକ

ଦାରିଙ୍ଗବାଡି, ୩୦।୧ (ଅରୁଣ ସାହୁ): ଗୁରୁବାର କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପ୍ରଥମ ଇଂଲିଶ ମିଡିୟମ ଓଡ଼ିଶା ବ୍ରିଗେଡ ସ୍କୁଲର ପିକନିକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଡୁଲୁରୀ ପାଇନ ବଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

କାର୍‌କୁ ଷ୍ଟାର୍ଟରେ ରଖି ବିଚ୍‌ ରାସ୍ତାରେ ନିଘୋଡ଼ ନିଦରେ ଶୋଇପଡ଼ିଲେ କନଷ୍ଟେବଳ, ଭିଡିଓ ଦେଖିଲେ…

ଦାରିଙ୍ଗବାଡ଼ି,୩୦ା୧(ଅରୁଣ ସାହୁ): ଜନସାଧାରଣଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଓ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବାକୁ ପୋଲିସ ସର୍ବଦା ଯତ୍ନବାନ ହେବା ଜରୁରୀ। କିନ୍ତୁ ଏମିତି କିଛି ପୋଲିସ ଅଛନ୍ତି ସେମାନେ ନିୟମ ଉଲଘଂନ କରି ଲୋକହସା ହୁଅନ୍ତି। ଲୋକଙ୍କୁ ସୁରକ୍ଷା ଦେବା…

ଦୃଷ୍ଟି ଶକ୍ତି ଭଲ ରହିଲେ, ପାଠପଢାରେ ରହିବ ନାହିଁ ସମସ୍ୟା

ଦାରିଙ୍ଗବାଡି, ୩୦।୧ (ଅରୁଣ ସାହୁ):ବିଦ୍ୟାର୍ଥୀଙ୍କ ଦୃଷ୍ଟି ଶକ୍ତି ବାଧିତ ହେଲେ ସେମାନଙ୍କ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି ହେବ। ବିଶେଷ କରି ପାଠପଢାରେ ବାଧା ସୃଷ୍ଟି ହେଉଥିବା ପାଠ ପଢିବା ଲେଖିବା ଭଳି ସମସ୍ୟା ସୃଷ୍ଟି ହେଉଛି। ଫଳରେ ସରକାର ଏଥିପାଇଁ…

ସୁଧୁରୁନି ଟ୍ରାଫିକ ସମସ୍ୟା କି ଉଠା ଦୋକାନୀଙ୍କୁ କରାଯାଉନି ଥଇଥାନ , ଶବ୍ଦ ପ୍ରଦ୍ୟୁଷଣ ରେ କାନ ଫାଟୁଛି

ଦାରିଙ୍ଗବାଡି, ୨୮ /୧ (ଅରୁଣ ସାହୁ)- ଓଡିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ର ଟ୍ରାଫିକ ସମସ୍ୟା ସୁଧୁରୁନି ସେହିପରି ୫୯ ନଂ ଜାତୀୟ ରାଜପଥ ଉପରେ ଉଠାଦୋକାନ ଗୁଡିକ ରହିଥିବାରୁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି ।…

ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ବ୍ରାହ୍ମଣୀଗାଁ ୨୮\୧(ମନୋରଞ୍ଜନ ରଣା): ଆଜି ଋଷୀମାଳ ମହାବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଳିକ ଦୀପପ୍ରଜଳନ କରି ଉଦଘାଟନ କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଦେବରାଜ…

ରାଇକିଆର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ: ଅନୁଦାନ ଘୋଷଣା କଲେ ବିଧାୟକ

ରାଇକିଆ,୨୮।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଯୋଗଦେଇ ରାଇକିଆ ଅଞ୍ଚଳର ବିକାଶରେ ନାଗରିକ ମଞ୍ଚର ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ…

କୁଢ଼ କୁଢ଼ ଅଳିଆ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡି,୨୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ମଧ୍ୟ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ପୂର୍ବ ଦିନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସମ୍ପୂର୍ଣ୍ଣ ସଫେଇ କରାଯାଇଥିଲା। ଏଥିପାଇଁ ପ୍ରଶାସନ ସହ ଅଞ୍ଚଳବାସୀ ଛାତ୍ରୀଛାତ୍ର ସମସ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?