କନ୍ଧମାଳ

ପାର୍କରେ ତାଲା: ନଷ୍ଟ ହେଲାଣି ଓପନ ଜିମ୍‌ ସରଞ୍ଜାମ

ରାଇକିଆ,୮।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ତହସିଲ ଅଫିସ ନିକଟରେ ଥିବା ଚିଲ୍ଡଡ୍ରେନ୍ସ ପାର୍କରେ ତାଲା ଝୁଲୁଛି। ନିୟମିତ ଖୋଲା ଯାଉ ନ ଥିବା ଯୋଗୁ ଏହା ଦିନକୁ ଦିନ ନଷ୍ଟ ହେବାକୁ ବସିଲାଣି । ୨୦୨୩ରେ ଏହି ପାର୍କକୁ ଉଦଘାଟନ…

ଉଦ୍‌ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ

ଦାରିଙ୍ଗବାଡ଼ି,୭ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର…

ଗାଁକୁ ଆସିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା: ଜଣେ ମୃତ ୪ ଗୁରୁତର

ଖଜୁରୀପଡ଼ା,୬।୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଞ୍ଚଳର ୫ଜଣ ଯୁବକ ଏକ୍‌ କାର(ନଂ.ଓଡ଼ି୦୨ଇ-୪୧୭୪) ଯୋଗେ ଚାରିଛକରୁ ନିଜ ଗାଁକୁ ଆସୁଥିଲେ। ହେଲେ ବୌଦ୍ଧ ଜିଲା ପୁରୁଣାକଟକ ଥାନା ଝାଡ୍ରାଜିଙ୍ଗଠାରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ…

ଜମିବାଡି ବିବାଦକୁ ନେଇ ହତ୍ୟା: କନ୍ଧମାଳ ଗାଡିଆପଡା ଘାଟିରୁ ମିଳିଲା ଗଳିତ ମୃତଦେହ, ମୁଖ୍ୟ ଅଭିଯୁକ୍ତ ଗିରଫ

ଖଜୁରୀପଡ଼ା ୬।୨( ବିଦୁର ବେହେରା/ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟିର ପ୍ରଥମ ବୁଲାଣିରୁ ଗୁରୁବାର ଅତିରିକ୍ତ ତହସିଲଦାର ବ୍ରହ୍ମା ନନ୍ଦ ଥାଟିଙ୍କ ଉପସ୍ଥିତିରେ ପୋଲିସ ଗଳିତ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ…

ବନବାସୀ ଚାଷୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ଉପଯୁକ୍ତ ଥଇଥାନ କରିବାକୁ ଦାବି

ବାଲିଗୁଡା ,୬।୨: (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ…

ପର୍ଯ୍ୟଟନ କ୍ଷେତ୍ରର ବଦଳିବ ପଟ୍ଟଚିତ୍ର: ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ

ଦାରିଙ୍ଗବାଡି, ୬।୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ପଟ୍ଟଚିତ୍ର ବଦଳିଯିବ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ବିଭାଗର ୨ ଜଣିଆ ପ୍ରତିନିଧି…

ଘର ଘର ବୁଲି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚାଲିଛି ସର୍ଭେ: ଯୋଗ୍ୟ ହିତାଧିକାରୀ ଖୋଜିବା ଲକ୍ଷ୍ୟ

ରାଇକିଆ,୫।୨-(ପ୍ରଦୀପ ବେହେରା): ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀଙ୍କୁ ବାସଗୃହ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକର ୧୨ଟି ପଞ୍ଚାୟତରେ ନୂତନ ମାର୍ଗଦର୍ଶିକା ଅନୁଯାୟୀ, ଘର ଘର ବୁଲି ପୂର୍ବବର୍ଷ ଗୁଡିକରେ ବାଦ…

ଅଜଣାଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକୋ

ତୁମୁଡ଼ିବନ୍ଧ,୫ା୨(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି। ତୁମୁଡିବନ୍ଧସ୍ଥିତ ବୁଡ଼ାପଡ଼ା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଜଣେ ଯୁବକ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ…

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ: ଗାଁର ବିକାଶ ହେଲେ ଦେଶର ବିକାଶ ହେବ

ରାଇକିଆ,୫।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଉପସ୍ଥିତ…

ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ: ଗାଁ ଗାଁରେ ହେବ ଉନ୍ନୟନମୂଳକ କାର୍ଯ୍ୟ, ଲୋକେ ଉତ୍ସାହିତ

ଦାରିଙ୍ଗବାଡି, ୫।୨ (ଅରୁଣ ସାହୁ): ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ, ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ…

ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଖେଳ ପଡ଼ିଆ, ନିୟମିତ ସଫେଇ କରୁଛନ୍ତି ପ୍ରାତଃ ଭ୍ରମଣକାରୀ

ଦାରିଙ୍ଗବାଡି,୪।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ଏକମାତ୍ର ଖେଳ ପଡ଼ିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ପଡ଼ିଆ ଉପରେ ନିର୍ଭର କରୁଥିବା ପ୍ରାତଃ ଭ୍ରମଣକାରୀ ଦୈନିକ ପଡ଼ିଆକୁ ସଫେଇ କରୁଥିଲେ ମଧ୍ୟ ମଦ୍ୟପଙ୍କ ଦୌରାତ୍ମ୍ୟ ବୃଦ୍ଧି ଯୋଗୁ…

ଭୟରେ ରାସନ କାର୍ଡ ଫେରାଉଛନ୍ତି ଚାକିରିଆ

ରାଇକିଆ,୩।୨(ପ୍ରଦୀପ ବେହେରା):କ୍ଷୁଧା ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ଏହି ଯୋଜନାରେ ରାଇକିଆ ବ୍ଲକରେ ଅନେକ ସରକାରୀ କର୍ମଚାରୀ ଖାଦ୍ୟ ସୁରକ୍ଷାରେ ସାମିଲ ହେବା ସହ ସରକାରଙ୍କ ବିଭିନ୍ନ ସୁବିଧା ନେଉଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?