କନ୍ଧମାଳ

କଟକଠାରୁ-ଦାରିଙ୍ଗବାଡ଼ି ସରକାରୀ ବସ୍‌ ଚଳାଚଳ ବନ୍ଦ: ଏହା ପଛରେ କାହାର ହାତ? ଯାତ୍ରୀ ହଟହଟା

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): ମାତ୍ର ୨ ଦିନ ଚାଲିଲା ସରକାରୀ ବସ୍‌ ତା’ ପରେ କାହାର ନିର୍ଦ୍ଦେଶ ଥିଲା ଏହି ବସ୍‌ ବନ୍ଦ କରିବାକୁ ତା’ର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ରହିଛି ତାହା ଅସ୍ପଷ୍ଟ ରହିଛି। ଏଭଳି…

Video:ଚଳନ୍ତା ଅଟୋରେ ବାନ୍ଧି ଗାଈକୁ ଟାଣି ଟାଣି ନେଲେ ମାଲିକ: ଭିଡିଓ ହେଉଛି ଭାଇରାଲ

ଦାରିଙ୍ଗବାଡି,୫/୫ (ଅରୁଣ ସାହୁ): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ କିଛି ଲୋକ ଥାନ୍ତି ପଶୁମାନଙ୍କ ସହ ଅମାନୁଷିକ…

ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା: ବାଡାବାଙ୍ଗା ପଞ୍ଚାୟତ ଏବେ ମଧ୍ୟ ବଞ୍ଚିତ

ଦାରିଙ୍ଗବାଡି,୫।୫ (ଅରୁଣ ସାହୁ)- ଯାତ୍ରୀଙ୍କ ମଧ୍ୟରେ ବଢୁଛି ଲକ୍ଷ୍ମୀ ବସ୍‌ର ଚାହିଦା। ସରକାରୀ ହେଉ କି ବେସରକାରୀ ବସ ଯାତ୍ରୀମାନେ ବିଶେଷ କରି ମହିଳା ଯାତ୍ରୀମାନେ ଲକ୍ଷ୍ମୀ ବସ୍‌ରେ ଯାତ୍ରା କରିବାକୁ ଗୁରୁତ୍ୱ ଦେଉଛନ୍ତି। ଯାତ୍ରୀଙ୍କ ଚାହିଦା ଯୋଗୁ ସ୍ଥାନୀୟ ବିଡ଼ିଓ…

ପହଲଗମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା ପ୍ରତିବାଦରେ ଦାରିଙ୍ଗବାଡି ଦୋକାନବଜାର ବନ୍ଦ: ସାପ୍ତାହିକ ହାଟ ଠପ୍‌

ଦାରିଙ୍ଗବାଡି,୪।୫(ଅରୁଣ ସାହୁ): ପହଲଗାମରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଆତଙ୍କୀବାଦଙ୍କ ଗୁଳିକରୀ ହତ୍ୟା କରାଯିବା ପ୍ରତିବାଦରେ ରବିବାର ଦାରିଙ୍ଗବାଡିରେ ଦୋକାନବଜାର ବନ୍ଦ କରିଦିଆଯାଇଛି। ଏଥି ସହ ରବିବାର ସପ୍ତାହିକ ହାଟ ରହିଥିବା ବେଳେ ଆନ୍ଦୋଳନକାରୀ ମାନେ ହାଟକୁ ମଧ୍ୟ ବନ୍ଦ କରାଇଥିଲେ। ଫଳରେ ହାଟ…

ବଦଳିଲେ ଦାରିଙ୍ଗବାଡ଼ି ତହସିଲଦାର: ଜାଣନ୍ତୁ କିଏ ହେବେ ନୂଆ ତହସିଲଦାର 

ଦାରିଙ୍ଗବାଡି,୪।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଭାବେ ଯୋଗଦେବେ ବାଲିଗୁଡା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଧୀରୋଜ କୁମାର ପାତ୍ର । ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ମୋଟ ୬୬ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି…

ଦାରିଙ୍ଗବାଡିର ଯୁବକଙ୍କୁ ନେଇ ଚର୍ଚ୍ଚା: ୪୧ ଦିନରେ ଶଙ୍କରଙ୍କ ୨ହଜାର କିଲୋମିଟର …

ଦାରିଙ୍ଗବାଡି, ୩ା୫ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଲୋହରସାହିର ଶଙ୍କର ସାହୁଙ୍କ ସାଇକଲରେ ଚାରିଧାମ ଯାତ୍ରାର ୪୧ ଦିନ ସୁଦ୍ଧା ୨ହଜାର କିଲୋମିଟର ଯାତ୍ରା ସଫଳ ହୋଇଛନ୍ତି। ସେ ଶନିବାର କେଦାରନାଥ ଧାମରେ ପହଞ୍ଚି ଦର୍ଶନ ସାରିଛନ୍ତି। ଏଥିପାଇଁ ସେ ନିଜକୁ ଖୁସି…

ସ୍ବଳ୍ପ କର୍ମଚାରୀରେ ଚାଲିଛି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ

ଖଜୁରିପଡ଼ା,୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ କନ୍ଧମାଳ ଜିଲାର ପ୍ରବେଶ ଦ୍ୱାରରେ ଅବସ୍ଥିତ। ବନ ପାହାଡ଼ ଘେରରେ ରହିଛି ୧୪ ପଞ୍ଚାୟତ। ରାଜସ୍ବ ସମସ୍ୟା ସୁଧାରିବା ପାଇଁ ଖଜୁରିପଡ଼ାଠାରେ ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧୀନରେ ୬ଟି ରାଜସ୍ବ ନୀରିକ୍ଷକଙ୍କ…

ରାଜ୍ୟସ୍ତରୀୟ ଫୋଟ ପ୍ରଦର୍ଶନୀ: ବାଲିଗୁଡ଼ାର ବୁଲୁ ସମ୍ମାନିତ

ବାଲିଗୁଡା,୩।୫(ସଞ୍ଜୟ କୁମାର ପାଣିଗ୍ରାହୀ): ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ। ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ବିଶ୍ୱ ପ୍ରେସ ଦିବସ’ ଅବସରରେ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ- ୨୦୨୫…

ରାଇକିଆ ବ୍ଲକରେ ୯୮.୭% ସଫଳତା

ରାଇକିଆ,୨।୫(ପ୍ରଦୀପ ବେହେରା): ଶୁକ୍ରବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଇକିଆ ବ୍ଲକରେ ସଫଳତା ହାର ୯୮.୭% ରହିଛି । ସମୁଦାୟ ୭୯୪ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୭୮୦ କୃତକାର୍ଯ୍ୟ ହୋଇଛନ୍ତି । ଇନ୍ଦ୍ରଗଡ ମା ବାପାଙ୍ଗି…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ଏକ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨୫ ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦାୟ ଅଧିକ…

ବରଡ଼ା ଶାଗ ଦେଇଛି ମହିଳାଙ୍କୁ ଜୀବିକା, ଜଙ୍ଗଲି ଶାଗ ବିକି…

ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): ଗ୍ରୀଷ୍ମ ଋତୁରେ ବିଶେଷ କରି ବୈଶାଖ ମାସରେ ବରଡ଼ା ଶାଗର ଚାହିଦା ବୃଦ୍ଧି ପାଇବା ସହ ଅମଳ ବୃଦ୍ଧି ପାଇଥାଏ। ଏହି ପ୍ରରିପ୍ରେକ୍ଷୀରେ ଏହି ଶାଗ କନ୍ଧମାଳ ଜିଲାର ବହୁ ଗ୍ରାମରେ ଅମଳ ହେଉଥିବା ବେଳେ ଅଧିକ ରାଇକିଆ…

ମଶାଣି ସଫେଇ କଲେ ଗ୍ରାମବାସୀ: ଶତାଧିକ ଲୋକେ ସାମିଲ

ଦାରିଙ୍ଗବାଡି, ୨।୫ (ଅରୁଣ ସାହୁ )- ମଣିଷର ଶେଷ ଠିକଣା ହେଉଛି ମଶାଣି। ତାକୁ ସଫାସୁତୁରା ସହ ପରିବେଶ ସଫା ରଖିବା ନିଷ୍ପତି ଗ୍ରହଣ କରି ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଶାଣିକୁ ସଫେଇ କରିଛନ୍ତି ଗ୍ରାମବାସୀ। ଏଭଳି ଦୃଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?