କନ୍ଧମାଳ

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ବାଡ଼ାବାଙ୍ଗାକୁ ଗଡ଼ିଲା ଲକ୍ଷ୍ମୀବସ୍‌, ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ…

ଦାରିଙ୍ଗବାଡ଼ି,୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଛି ୨୫ଟି ପଞ୍ଚାୟତ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେବେଠାରୁ ଲକ୍ଷ୍ମୀବସ୍‌ ଚଳାଚଳ ଆରମ୍ଭ କରିଛି ସେହି ଦିନଠାରୁ ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତକୁ ଏହି ବସ୍‌ ସେବାରୁ ବଞ୍ଚିତ ଥିଲେ…

ଧରିତ୍ରୀ ଲେଖିଲା, ବନ ବିଭାଗ ଚେତିଲା, ଗଛରୁ ହଟେଇଲା ବ୍ୟାନର ଓ କଣ୍ଟା

ଦାରିଙ୍ଗବାଡି,୮।୫,(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛରେ ବ୍ୟାନର, ପୋଷ୍ଟର ଆଦି ଲଗାଇବାକୁ ଗଛରେ କଣ୍ଟାପିଟା ଯାଉଛି। ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରଚାର ପ୍ରସାର ପାଇଁ…

କୃତୀ ଛାତ୍ରୀଛାତ୍ର ସମ୍ମାନିତ, ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ରାଇକିଆ,୭ା୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ପରୀକ୍ଷାରେ କୃତୀ ଛାତ୍ରୀଛାତ୍ରଙ୍କୁ ବୁଧବାର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ବିଷୋୟୀ ୫୪୭ ମ୍ବର ରଖି A1 ଗ୍ରେଡ୍‌ରେ ପାସ୍‌ କରିବା ସହ ଜିଲାର…

ରୋଜଗାର ଦେଇଛି ଆମ୍ବୁଲ, ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ଚାଲିଛି ବିକ୍ରିବଟା

ଦାରିଙ୍ଗବାଡ଼ି,୭ା୫(ଅରୁଣ ସାହୁ): ଏବେ ଆମ୍ବର ସମୟ। ଚାରିଆଡ଼େ ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ, ଆଚାରର ଚାହିଦା ଅଧିକ ରହିଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳାଙ୍କୁ ଦେଇଛି ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ ଏବଂ ଆଚାର।…

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି…

ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡିଲା ପ୍ରଶାସନ: ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ

ଦାରିଙ୍ଗବାଡି,୬ା୫ (ଅରୁଣ ସାହୁ): ଏଣିକି ସର୍ବସାଧାରଣ ଜାଗାରେ ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବାକୁ ପଡିବ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତି କମରେ ୫ ହଜାର ଟଙ୍କା ଜରିମାନା…

ଗଣେଶଙ୍କ ଉପରେ ଆସ୍ଥା ପ୍ରକଟକଲା ଭାଜପା: ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଭାବେ ମିଳିଲା ଗୁରୁଦାୟିତ୍ୱ

ଦାରିଙ୍ଗବାଡି,୬।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁର ଭାଜପା ମଣ୍ଡଳ ସଭାପତି ଭାବେ ଗଣେଶ ଡାକୁଆଙ୍କୁ ଦଳ ନିଯୁକ୍ତି ଦେଇଛି। ଏ ନେଇ ରାଜ୍ୟ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ ଓରଫ ଟୁଟୁ ସାହୁ ସୂଚନା ଦେଇଛନ୍ତି।…

ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ

ରାଇକିଆ,୬।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ରେଞ୍ଜର ପାତ୍ରପୁର ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଢାଉ ହୋଇଛି। ସମ୍ବର ଶିକାର ଅଭିଯୋଗରେ ଦୁଇ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗ୍ରାମର…

ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଲା ପ୍ରଶାସନ: ଏଣିକି ଅଳିଆ ପକାଇଲେ ତଣ୍ଡ ଗଣିବେ ବ୍ୟବସାୟୀ

ଦାରିଙ୍ଗବାଡି,୬/୫(ଅରୁଣ ସାହୁ): ବେଶି ହେଇଗଲା ଆଉ ନୁହେଁ, ଏଣିକି ଅଳିଆ ଆବର୍ଜନା ପକାଇଲେ ତଣ୍ଡ ଗଣିବା ନିଶ୍ଚିତ। ପ୍ଲାଷ୍ଟିକ ହେଉ କି ଅଇଁଠା ଖଲିପତ୍ର କିମ୍ବା ପଲିଥିନ, ଚା’କପ ଆଦି ଏଣେ ତେଣେ ପକାଇଲେ ବ୍ୟବସାୟୀଙ୍କୁ ଅତିକମରେ ୫ ହଜାର ଟଙ୍କା…

ଧରିତ୍ରୀରେ ଖବର ପ୍ରକାଶ ପାଇବା ଚେତିଲା ପରେ ପ୍ରଶାସନ: ସଫେଇ ଆରମ୍ଭ

ଦାରିଙ୍ଗବାଡି,୬।୫ (ଅରୁଣ ସାହୁ): ସୋମବାର ଦାରିଙ୍ଗବାଡିରେ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଡ୍ରେନ ଗୁଡିକ ସଫେଇ କରାଯାଉନଥିବାରୁ ବର୍ଷା ଜଳରେ ଅଳିଆ ଆବର୍ଜନା, ପ୍ଲାଷ୍ଟିକ, ଅଇଁଠାଖଲିପତ୍ର ସବୁ ଭାଷି ଆସି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଭର୍ତ୍ତି…

ଗଛକୁ କଣ୍ଟାପୀଡ଼ା: ବନବିଭାଗ ଚୁପ, ତାତିଲେ ପରିବେଶବୀଦ୍‌ 

ଦାରିଙ୍ଗବାଡି,୫।୫(ଅରୁଣ ସାହୁ ): ଗଛ ହିଁ ଜୀବନ, ପିଲାଟିଏ ଗଛ ଟିଏ, ବୃକ୍ଷ ରୋପଣ କର ଜୀବନ ବଞ୍ଚାଅ ଏଭଳି ପରିବେଶକୁ ସୁରକ୍ଷା ଦେବାପାଇଁ ଅନେକ ଆହ୍ବାନ ଦିଆଯାଉଛି। ଏଥିପାଇଁ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତ ୁକିଛି ସ୍ଥାନରେ ଫଳ ଶୂନ…

ଛେଚିଲା କୁଆପଥର ବର୍ଷା: ଡ୍ରେନ୍‌ ପାଣି ସହ ମିଶି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହେଲା ଭର୍ତ୍ତି

ଦାରିଙ୍ଗବାଡ଼ି,୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ସୋମବାର ଅପରାହ୍ନରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ୧ ଘଣ୍ଟା ଧରି ଏହି ବର୍ଷା ଲାଗିରହିଥିବା ବେଳେ ରାସ୍ତାଘାଟ, ଡ୍ରେନ୍‌ରେ ବର୍ଷା ଜଳ ଭର୍ତ୍ତି ହୋଇଯାଇଥିଲା। ଡ୍ରେନ୍‌ଗୁଡିକରେ ଅଳିଆ ଭର୍ତ୍ତି ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?